ପଞ୍ଚାନନ ନାୟକ: ଓଡ଼ିଆ ଗୀତିକାର

ପଞ୍ଚାନନ ନାୟକ (ଜନ୍ମ: ୭ ଫେବୃଆରୀ ୧୯୭୨) ଜଣେ ଓଡ଼ିଆ ଗୀତିକାର । ସେ ଓଡ଼ିଆ କଥାଚିତ୍ର, ଆଧୁନିକ ଆଲବମ୍ ଆଦିରେ ଅନେକ ଗୀତ ରଚନା କରିଛନ୍ତି । ପଞ୍ଚାନନ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ରଚନା କରିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଲବମ ଜଗତରେ ଗୀତ ଲେଖି ଜଣେ ଗୀତିକାର ଭାବରେ ପ୍ରବେଶ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ ।

ପଞ୍ଚାନନ ନାୟକ
ପଞ୍ଚାନନ ନାୟକ: ପ୍ରାରମ୍ଭିକ ଜୀବନ, ଗୀତ ରଚନା, କଥାଚିତ୍ରରେ ଗୀତ ରଚନା
ଭଦ୍ରକରେ ଆୟୋଜିତ ସାଳନ୍ଦୀ ପୁସ୍ତକ ମେଳାରେ ଓଡ଼ିଆ ଗୀତିକାର ପଞ୍ଚାନନ ନାୟକ
ଜନ୍ମ
ପଞ୍ଚାନନ ନାୟକ

(1972-02-07) ୭ ଫେବୃଆରୀ ୧୯୭୨ (ବୟସ ୫୨)
ବୃତ୍ତିଗୀତିକାର
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ
ଦସ୍ତଖତ
ପଞ୍ଚାନନ ନାୟକ: ପ୍ରାରମ୍ଭିକ ଜୀବନ, ଗୀତ ରଚନା, କଥାଚିତ୍ରରେ ଗୀତ ରଚନା

ପ୍ରାରମ୍ଭିକ ଜୀବନ

ପଞ୍ଚାନନ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରେ ଜନ୍ମଗ୍ରହଣ କରିଥିଲେ ।

ଗୀତ ରଚନା

ପଞ୍ଚାନନ ନାୟକ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ ଗୀତରେ ଗୀତ ରଚନା କରିଥିଲେ ।

ପରର୍ବତ୍ତୀ ସମୟରେ ସେ ଟୋପାଏ ସିନ୍ଦୂର ଦି ଟୋପା ଲୁହ, ମୁନ୍ନା: ଏ ଲୋଭ୍ ଷ୍ଟୋରୀ, ବନ୍ଦେ ଉତ୍କଳ ଜନନୀ, ପ‌ହିଲି ରଜ, ଆସିବୁ କେବେ ତୁ ସାଜି ମୋ ରାଣୀ, ଚୋରି ଚୋରି ମନ ଚୋରି, ଏମିତି ବି ପ୍ରେମ ହୁଏ, ରାଜୁ ଆୱାରା, ସପନର ନାୟିକା ଆଦି କଥାଚିତ୍ରରେ ଗୀତ ରଚନା କରିଥିଲେ ।

କଥାଚିତ୍ରରେ ଗୀତ ରଚନା

ବର୍ଷ ଚଳଚ୍ଚିତ୍ର
୨୦୦୫ ତତେ ମୋ ରାଣ
ଟୋପାଏ ସିନ୍ଦୂର ଦି ଟୋପା ଲୁହ
ମୁନ୍ନା: ଏ ଲୋଭ୍ ଷ୍ଟୋରୀ
୨୦୦୮ ବନ୍ଦେ ଉତ୍କଳ ଜନନୀ
ପ‌ହିଲି ରଜ
୨୦୧୦ ଆସିବୁ କେବେ ତୁ ସାଜି ମୋ ରାଣୀ
ଚୋରି ଚୋରି ମନ ଚୋରି
୨୦୧୧ ଏମିତି ବି ପ୍ରେମ ହୁଏ
୨୦୧୨ ରାଜୁ ଆୱାରା
ଏମିତି ବି ପ୍ରେମ ହୁଏ
୨୦୧୩ ସପନର ନାୟିକା
୨୦୧୪ ଖାସ୍ ତୁମରି ପାଇଁ

ଆଧାର

ବାହାର ଆଧାର

Tags:

ପଞ୍ଚାନନ ନାୟକ ପ୍ରାରମ୍ଭିକ ଜୀବନପଞ୍ଚାନନ ନାୟକ ଗୀତ ରଚନାପଞ୍ଚାନନ ନାୟକ କଥାଚିତ୍ରରେ ଗୀତ ରଚନାପଞ୍ଚାନନ ନାୟକ ଆଧାରପଞ୍ଚାନନ ନାୟକ ବାହାର ଆଧାରପଞ୍ଚାନନ ନାୟକଓଡ଼ିଆ କଥାଚିତ୍ର ଜଗତତତେ ମୋ ରାଣ

🔥 Trending searches on Wiki ଓଡ଼ିଆ:

୧ (ସଂଖ୍ୟା)ବିଜ୍ଞାନପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଧର୍ମେନ୍ଦ୍ର ପ୍ରଧାନନଟବର ସାମନ୍ତରାୟରବୀନ୍ଦ୍ରନାଥ ଠାକୁରବୁନ୍ଦିଆ ଖିରିସେପ୍ଟେମ୍ବରବୈଷ୍ଣବ ଚରଣ ସାମଲଆଖୁଭାରତୀୟ ମୁଦ୍ରାଓଡ଼ିଶା ସରକାରଭୀମ ଭୋଇଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାକୋଣାର୍କ ସୂର୍ଯ୍ୟ ମନ୍ଦିରଛବିଳ ମଧୁ ବର୍ଣ୍ଣବୋଧମହାତ୍ମା ଗାନ୍ଧୀପ୍ରତିଭା ରାୟଓଡ଼ିଶାର ମାପ ବ୍ୟବସ୍ଥାଓଡ଼ିଆ ବାହାଘରଓଡ଼ିଶାର ଇତିହାସଭାରତର ପ୍ରଧାନମନ୍ତ୍ରୀକଳାପାହାଡ଼ସମୀର ରଞ୍ଜନ ଦାଶଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଆସିକାଭାରତୀୟ ଜାତୀୟ କଂଗ୍ରେସଶ୍ରୀକାନ୍ତ ସାହୁଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଅକ୍ଷି ତୃତୀୟାଦେଓମାଳୀମେସିନ ଟ୍ରାନ୍ସଲେସନଚକ୍ରଧର ମହାପାତ୍ରଉଇକିକମନ୍ସଅନୁପମ ଭାରତସତ୍ୟ ସାଇ ବାବାଅକ୍ଷାଂଶଅଭିମନ୍ୟୁ ସାମନ୍ତସିଂହାରବନ୍ଦେ ଉତ୍କଳ ଜନନୀମହାଭାରତବିଶ୍ୱନାଥ କରବିଜୁ ଜନତା ଦଳଉଇକିମିଡ଼ିଆ ମୁଭମେଣ୍ଟପୁରୀ ଜିଲ୍ଲାଜଗନ୍ନାଥଙ୍କ ବେଶରମାକାନ୍ତ ରଥସୀତାକାନ୍ତ ମହାପାତ୍ରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବିଦୁସ୍ମିତାଇଣ୍ଡିଆନ ପ୍ରିମିଅର ଲିଗପ୍ରେମଭୂମିକମ୍ପଏଡା ଲଭ୍‌ଲେସ୍‌ହୃତ୍‌ପିଣ୍ଡ୬୩୩ମହା ଶିବରାତ୍ରିରାଷ୍ଟ୍ରପତି ଭବନସୁନା୨୬ ଅପ୍ରେଲ🡆 More