ପଞ୍ଚାନନ ନାୟକ: ଓଡ଼ିଆ ଗୀତିକାର

ପଞ୍ଚାନନ ନାୟକ (ଜନ୍ମ: ୭ ଫେବୃଆରୀ ୧୯୭୨) ଜଣେ ଓଡ଼ିଆ ଗୀତିକାର । ସେ ଓଡ଼ିଆ କଥାଚିତ୍ର, ଆଧୁନିକ ଆଲବମ୍ ଆଦିରେ ଅନେକ ଗୀତ ରଚନା କରିଛନ୍ତି । ପଞ୍ଚାନନ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ରଚନା କରିବା ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଲବମ ଜଗତରେ ଗୀତ ଲେଖି ଜଣେ ଗୀତିକାର ଭାବରେ ପ୍ରବେଶ କରିଥିଲେ । ୨୦୦୫ରେ ସେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ ।

ପଞ୍ଚାନନ ନାୟକ
ପଞ୍ଚାନନ ନାୟକ: ପ୍ରାରମ୍ଭିକ ଜୀବନ, ଗୀତ ରଚନା, କଥାଚିତ୍ରରେ ଗୀତ ରଚନା
ଭଦ୍ରକରେ ଆୟୋଜିତ ସାଳନ୍ଦୀ ପୁସ୍ତକ ମେଳାରେ ଓଡ଼ିଆ ଗୀତିକାର ପଞ୍ଚାନନ ନାୟକ
ଜନ୍ମ
ପଞ୍ଚାନନ ନାୟକ

(1972-02-07) ୭ ଫେବୃଆରୀ ୧୯୭୨ (ବୟସ ୫୨)
ବୃତ୍ତିଗୀତିକାର
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ
ଦସ୍ତଖତ
ପଞ୍ଚାନନ ନାୟକ: ପ୍ରାରମ୍ଭିକ ଜୀବନ, ଗୀତ ରଚନା, କଥାଚିତ୍ରରେ ଗୀତ ରଚନା

ପ୍ରାରମ୍ଭିକ ଜୀବନ

ପଞ୍ଚାନନ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକରେ ଜନ୍ମଗ୍ରହଣ କରିଥିଲେ ।

ଗୀତ ରଚନା

ପଞ୍ଚାନନ ନାୟକ ୨୦୦୫ ମସିହାରେ ଓଡ଼ିଆ କଥାଚିତ୍ର ତତେ ମୋ ରାଣରେ ଗୀତ ରଚନା କରି ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲବମ୍ ଗୀତରେ ଗୀତ ରଚନା କରିଥିଲେ ।

ପରର୍ବତ୍ତୀ ସମୟରେ ସେ ଟୋପାଏ ସିନ୍ଦୂର ଦି ଟୋପା ଲୁହ, ମୁନ୍ନା: ଏ ଲୋଭ୍ ଷ୍ଟୋରୀ, ବନ୍ଦେ ଉତ୍କଳ ଜନନୀ, ପ‌ହିଲି ରଜ, ଆସିବୁ କେବେ ତୁ ସାଜି ମୋ ରାଣୀ, ଚୋରି ଚୋରି ମନ ଚୋରି, ଏମିତି ବି ପ୍ରେମ ହୁଏ, ରାଜୁ ଆୱାରା, ସପନର ନାୟିକା ଆଦି କଥାଚିତ୍ରରେ ଗୀତ ରଚନା କରିଥିଲେ ।

କଥାଚିତ୍ରରେ ଗୀତ ରଚନା

ବର୍ଷ ଚଳଚ୍ଚିତ୍ର
୨୦୦୫ ତତେ ମୋ ରାଣ
ଟୋପାଏ ସିନ୍ଦୂର ଦି ଟୋପା ଲୁହ
ମୁନ୍ନା: ଏ ଲୋଭ୍ ଷ୍ଟୋରୀ
୨୦୦୮ ବନ୍ଦେ ଉତ୍କଳ ଜନନୀ
ପ‌ହିଲି ରଜ
୨୦୧୦ ଆସିବୁ କେବେ ତୁ ସାଜି ମୋ ରାଣୀ
ଚୋରି ଚୋରି ମନ ଚୋରି
୨୦୧୧ ଏମିତି ବି ପ୍ରେମ ହୁଏ
୨୦୧୨ ରାଜୁ ଆୱାରା
ଏମିତି ବି ପ୍ରେମ ହୁଏ
୨୦୧୩ ସପନର ନାୟିକା
୨୦୧୪ ଖାସ୍ ତୁମରି ପାଇଁ

ଆଧାର

ବାହାର ଆଧାର

Tags:

ପଞ୍ଚାନନ ନାୟକ ପ୍ରାରମ୍ଭିକ ଜୀବନପଞ୍ଚାନନ ନାୟକ ଗୀତ ରଚନାପଞ୍ଚାନନ ନାୟକ କଥାଚିତ୍ରରେ ଗୀତ ରଚନାପଞ୍ଚାନନ ନାୟକ ଆଧାରପଞ୍ଚାନନ ନାୟକ ବାହାର ଆଧାରପଞ୍ଚାନନ ନାୟକଓଡ଼ିଆ କଥାଚିତ୍ର ଜଗତତତେ ମୋ ରାଣ

🔥 Trending searches on Wiki ଓଡ଼ିଆ:

କାହ୍ନୁଚରଣ ମହାନ୍ତିପ୍ରେମଫକୀର ମୋହନ ସେନାପତିଓଡ଼ିଶାର ଦୋଳଯାତ୍ରାକୋଣାର୍କ ସୂର୍ଯ୍ୟ ମନ୍ଦିର୮ ଜୁନଦୀନକୃଷ୍ଣ ଦାସବିଜୟ ମିଶ୍ରଗୌତମ ବୁଦ୍ଧଓମାନମହୁଅଭିମନ୍ୟୁ ସାମନ୍ତସିଂହାରବସନ୍ତ କୁମାର ଶତପଥୀଫାଇଜାବାଦ ରେଳ ଷ୍ଟେସନଓଡ଼ିଶୀଜାପାନୀ ୟେନ୍ଜବାହରଲାଲ ନେହେରୁକନକ ମଞ୍ଜରୀ ମହାପାତ୍ରକାଳିନ୍ଦୀ ଚରଣ ପାଣିଗ୍ରାହୀପ୍ୟାରିସଦେବୀପ୍ରସନ୍ନ ପଟ୍ଟନାୟକଶକ୍ତିଅନନ୍ତ ପଟ୍ଟନାୟକଚୀନରାଜୀବ ଗାନ୍ଧୀୟୁନେସ୍କୋଏଲୋରା ଗୁମ୍ଫାରୁକୁଣା ରଥଯାତ୍ରା୦ (ସଂଖ୍ୟା)ବେଦରଜସୂର୍ଯ୍ୟ ଦେବତାଚିଙ୍ଗୁଡ଼ିବଣ୍ଡା ଜନଜାତିଇନ୍ଦିରା ଗାନ୍ଧୀରଶ୍ମି ରାଉଳକାର୍ଲ ମାର୍କସଲାଇମ ରୋଗକଣ୍ଟାକୁସୁମ୧୯୭୯ଫତୁରାନନ୍ଦବୀର ହନୁମାନ ମନ୍ଦିର, ରାୟଗଡ଼ଅନ୍ଧତ୍ୱଓଡ଼ିଶାର ପର୍ବପର୍ବାଣିପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରକାର୍ତ୍ତିକ ଚନ୍ଦ୍ର ରଥରଜନୀ ରଞ୍ଜନପଣସଓଡ଼ିଶାର ଲୋକକଳାବଳଦେବଜୀଉ ମନ୍ଦିରରାଧାରାମପ୍ରମୋଦ କୁମାର ମହାନ୍ତିଆଣ୍ଟିରିଅର କ୍ରୁସିଏଟ ଲିଗାମେଣ୍ଟ ଇଞ୍ଜ୍ୟୁରିJagannathଗଜପତି ମହାରାଜାକୌରବଉତ୍କଳ ଦିବସସୀସାଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିତନ୍ଦୁର୍ଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟକାର୍ତ୍ତିକେୟବ୍ୟକ୍ତିଗତ ଅର୍ଥବ୍ୟବସ୍ଥାପୁଷ୍ଟିସାରଶ୍ୟାମସୁନ୍ଦର କର🡆 More