ଲବଙ୍ଗ

ଲବଙ୍ଗ ଗଛର ଶୁଖିଲା କଢ଼କୁ ସାଧାରଣତଃ ଲବଙ୍ଗ କୁହାଯାଏ । ଲବଙ୍ଗ ମୂଳତଃ ଇଣ୍ଡୋନେସିଆରୁ ଆସିଛି । ଲବଙ୍ଗ ଗୋଟିଏ ଚିରହରିତ୍‌ ଗଛ ଅଟେ ଓ ୮-୧୨ ମି.

ପର୍ଯ୍ୟନ୍ତ ବଢ଼ିଥାଏ । ଖିଆଯାଉଥିବା ଅଂଶଟି ହେଉଛି ଶୁଖିଲା କଢ଼ । ଇଣ୍ଡୋନେସିଆ, ଜାଞ୍ଜିବର, ମାଡାଗାସ୍କାର୍‌, ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାରେ ଲବଙ୍ଗ ଚାଷ କରାଯାଏ ।

ଲବଙ୍ଗ
ଲବଙ୍ଗ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ବିଭାଗ: Magnoliophyta
ବର୍ଗ: Magnoliopsida
ଗଣ: Myrtales
କୁଳ: Myrtaceae
ପ୍ରଜାତି: Syzygium
ଜାତି: S. aromaticum
ବାଇନୋମିଆଲ ନାମ
Syzygium aromaticum
(L.) Merrill & Perry

ରାନ୍ଧିବାରେ ବ୍ୟବହାର

ଲବଙ୍ଗ 
ଗୋଟିଏ ଶୁଖିଲା ଲବଙ୍ଗ କଢ଼

ଗୋଟା କିମ୍ବା ଗୁଣ୍ଡ ଲବଙ୍ଗ ରାନ୍ଧିବାରେ ବ୍ୟବହାର କରାଯାଏ । ମାଂସର ସୁଗନ୍ଧ ବଢ଼ାଇବାରେ ମଧ୍ୟ ଲବଙ୍ଗ ସାହାଯ୍ୟ କରେ । ଭାରତରେ ଲବଙ୍ଗ ଗୋଟିଏ ପ୍ରମୁଖ ମସଲା ଅଟେ ।

ଇତିହାସ

ପର୍ତ୍ତୁଗାଲରେ ଲବଙ୍ଗ ବ୍ୟବସାୟ କରାଯାଉଥିଲା । ଅତୀତରେ ଲବଙ୍ଗ ଅତି ଦୁର୍ମୂଲ୍ୟ ଥିଲା, ଅର୍ଥାତ ୧ କି.ଗ୍ରା. ଲବଙ୍ଗ ୭ ଗ୍ରା. ସୁନା ସହିତ ସମାନ ଥିଲା ।

ଆଧାର

ଅଧିକ ତଥ୍ୟ


Tags:

ଲବଙ୍ଗ ରାନ୍ଧିବାରେ ବ୍ୟବହାରଲବଙ୍ଗ ଇତିହାସଲବଙ୍ଗ ଆଧାରଲବଙ୍ଗ ଅଧିକ ତଥ୍ୟଲବଙ୍ଗ

🔥 Trending searches on Wiki ଓଡ଼ିଆ:

ବୁଧବାରରାଜକିଶୋର ରାୟରତ୍ନାକର ଚଇନିମହାପାତ୍ର ନୀଳମଣି ସାହୁସମୀର ରଞ୍ଜନ ଦାଶହୃଷୀକେଶ ପଣ୍ଡାରାଜେନ୍ଦ୍ର କିଶୋର ପଣ୍ଡାବୈଷ୍ଣବ ଚରଣ ସାମଲମାୟାଧର ମାନସିଂହଗଙ୍ଗାଧର ମେହେରସେପ୍ଟେମ୍ବରଇରା ମହାନ୍ତିତାରିଣୀ ମନ୍ଦିର, ଘଟଗାଁକଦଳୀଗଛଉଇକିମିଡ଼ିଆ ଫାଉଣ୍ଡେସନମହାଭାରତସୁବର୍ଣ୍ଣରେଖା ନଦୀଭଗବତୀ ଚରଣ ପାଣିଗ୍ରାହୀଅଣସରସାଦୃଶ୍ୟଦୀନକୃଷ୍ଣ ଦାସଚକ୍ରଧର ମହାପାତ୍ରଶ୍ରାଦ୍ଧଜଳ ପ୍ରଦୂଷଣକଳାପାହାଡ଼ବିଦୁସ୍ମିତାରାଶି ଓ ନକ୍ଷତ୍ରଛାନ୍ଦ୨୯ ଅପ୍ରେଲଜଗନ୍ନାଥ ଦାସକଳିଙ୍ଗ ଯୁଦ୍ଧବିଭୂତି ପଟ୍ଟନାୟକଚାଣକ୍ୟବି. ଆର. ଆମ୍ବେଦକରଅଷ୍ଟ୍ରେଲିଆରୋହିତ ପୂଜାରୀହାଡ଼ଫୁଟିଭୂମିକମ୍ପଉଇକିମିଡ଼ିଆ ମୁଭମେଣ୍ଟକୁଜିବର ପ‌ତ୍ରମହାଦେଶକାଲିଫର୍ମିଅମମୌଳିକ ସଂଖ୍ୟାଭାରତୀୟ ଦଣ୍ଡ ସଂହିତା, ୧୮୬୦ବୈଷ୍ଣବ ପାଣିଭାରତୀୟ ଜନତା ପାର୍ଟିଇବାଣ୍ଡ୍ରୋନିକ ଏସିଡକଙ୍କାଳଗୋପୀନାଥ ମହାନ୍ତିଉତ୍କଳ ବ୍ରାହ୍ମଣରାଜ୍ୟରଣା ସାପଓକିଲ ଦିବସଗ୍ରହପ୍ରଥମାଷ୍ଟମୀସୀତାକାନ୍ତ ମହାପାତ୍ରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିରାଧାନାଥ ରାୟଉଇକିକମନ୍ସଶିବଭାରତର ରାଷ୍ଟ୍ରପତିକିଶୋରୀ ଚରଣ ଦାସ🡆 More