ଜୀବ ବିଜ୍ଞାନ

ଜୀବବିଜ୍ଞାନ ହେଉଛି ଜୀବନ ତଥା ଜୀବମାନଙ୍କ ଉପରେ ଗବେଷଣା କରୁଥିବା ପ୍ରାକୃତିକ ବିଜ୍ଞାନର ଏକ ଶାଖା । ଏଥିରେ ଜୀବମାନଙ୍କର ବାହ୍ଯ ଗଠନ, ଅନ୍ତର୍ଗଠନ, ଆଣବିକ ପ୍ରକ୍ରିୟା, ରାସାୟନିକ ପ୍ରକ୍ରିୟା ଇତ୍ୟାଦି ମଧ୍ଯ ଅନ୍ତର୍ଭୁକ୍ତ ।

ଜୀବ ବିଜ୍ଞାନ
ପ୍ରାଣୀ
ଜୀବ ବିଜ୍ଞାନ
ଉଦ୍ଭିଦ: ଗହମ
ଜୀବ ବିଜ୍ଞାନ
କବକ: ମୋର୍ଚ୍ଚେଲା ଏଷ୍କ୍ଯୁଲେଣ୍ଟା
ଜୀବ ବିଜ୍ଞାନ
ବୀଜାଣୁ
ଜୀବ ବିଜ୍ଞାନ
ଆର୍କିଆ: ହାଲୋଆର୍କିଆ
ଜୀବ ବିଜ୍ଞାନ
ଭୂତାଣୁ: ଗାମା ବ୍ଯାକ୍ଟେରିଆଭୋଜୀ

ଜୀବବିଜ୍ଞାନ ଦୁଇଟି ଶବ୍ଦକୁ ନେଇ ଗଠିତ, ଜୀବ ଓ ବିଜ୍ଞାନ । ଜୀବ କହିଲେ ପୃଥିବୀରେ ବାସକରୁଥିବା ଯେ କୌଣସି ଜୀବନ୍ତ ପ୍ରାଣୀ ବା ଉଦ୍ଭିଦକୁ ବୁଝାଏ ଏବଂ ଜୀବ ବିଜ୍ଞାନ ସେମାନଙ୍କ ବିଷୟରେ ବିଜ୍ଞାନ ଜ୍ଞାନ ପ୍ରଦାନ କରେ । ବିଜ୍ଞାନର ଯେଉଁ ବିଭାଗରେ ଜୀବଜନ୍ତୁ ଏବଂ ସେମାନଙ୍କ ଗୁଣ, ଧର୍ମ ଓ ବିଶେଷତ୍ୱ ବିଷୟରେ ଆଲୋଚନା କରାଯାଏ ତାହାକୁ ଜୀବବିଜ୍ଞାନ କୁହାଯାଏ । ଏହା ଏକ ବିସ୍ତୃତ ବିଷୟ ଯାହାକି ପାଞ୍ଚୋଟି ମୂଖ୍ୟ ମତ ଉପରେ ଆଧାରିତ ।

  1. କୋଷ ହେଉଛି ଜୀବନ ଧାରଣାର ଏକକ
  2. ନୂଆ ପ୍ରାଣୀମାନଙ୍କ ସୃଷ୍ଟି ଓ ବିଭେଦାୟନ ହେଉଛି ସୃଷ୍ଟିର ତିଆରି
  3. ଜିନ ହେଉଛି ବିଭେଦାୟନର ଏକକ
  4. କୌଣସି ଏକ ଜୀବ ଏହାର ଅବସ୍ଥାଟିକୁ ସଚଳ ରଖିବା ଲାଗି ତାହାର ଆଭ୍ୟନ୍ତରୀଣ ପରିବେଶକୁ ସେଇ ଅନୁସାରେ ରଖିଥାଏ
  5. ବଞ୍ଚିଥିବା ଜୀବ ଶକ୍ତି ଗ୍ରହଣ ଓ ପ୍ରବାହ କରିଥାନ୍ତି

ଆଧାର

ଅଧିକ ତଥ୍ୟ

Tags:

ପ୍ରାକୃତିକ ବିଜ୍ଞାନ

🔥 Trending searches on Wiki ଓଡ଼ିଆ:

ଓଡ଼ିଶା ବିଧାନ ସଭାଗାଲୁଆକଟକକଦଳୀସମ୍ବାଦ (ଖବରକାଗଜ)୨୪ ଅପ୍ରେଲଶାରଳା ପୁରସ୍କାରଉଇକିପିଡ଼ିଆ ସମୂହର ତାଲିକା୨୩ ଅପ୍ରେଲଏକ୍ସକ୍ୟୁଜ ମିଅଖିଳ ମୋହନ ପଟ୍ଟନାୟକକଳମଶାଗମରିସସଓଡ଼ିଆ କଥାଚିତ୍ର ଜଗତନେରାଟିନିବସେପ୍ଟେମ୍ବରହନୁମାନ ଜୟନ୍ତୀବିଦୁସ୍ମିତାଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଫୁଲଜାପାନଅକ୍ଷୟ ତୃତୀୟାଜଳ ପ୍ରଦୂଷଣରାଜ୍ୟ ସଭାଆମ୍ବଜଗନ୍ନାଥ ଦାସମୃଣାଳ ସେନ୧୨ ସେପ୍ଟେମ୍ବରଜଳଭଦ୍ରକ ଜିଲ୍ଲାଓଡ଼ିଶା ସରକାରଚନ୍ଦ୍ରଶେଖର ରଥଚେରୋ ଜାତିମହିମା ଧର୍ମଶ୍ରୀ ଅରବିନ୍ଦଦ୍ୱିତୀୟ ବିଶ୍ୱଯୁଦ୍ଧଉତ୍କଳ ସମ୍ମିଳନୀସାରଳା ସମ୍ମାନଭାରତୀୟ ଦଣ୍ଡ ସଂହିତା, ୧୮୬୦ଗୁଣନସଚ୍ଚିଦାନନ୍ଦ ରାଉତରାୟଓଡ଼ିଆ ଲିପିଜୋହାନ୍ ସେବାଷ୍ଟିଆନ୍ ବାକ୍ବିଷ୍ଣୁଗୁରୁ ପ୍ରସାଦ ମହାନ୍ତିପ୍ରଧାନ ପୃଷ୍ଠାଗଜଲକେନ୍ଦୁଝର ଗଡ଼ଜାତ ରାଜ୍ୟବିଜ୍ଞାନଇବାଣ୍ଡ୍ରୋନିକ ଏସିଡହେଲୋ ନେଟୱର୍କମାଳିକାଅଶୋକ (ସମ୍ରାଟ)ରାକ୍ଷୀ ପୂର୍ଣ୍ଣିମାଓଡ଼ିଆ ଭ୍ରମଣ ସାହିତ୍ୟପୁରୀଲଣ୍ଡନ🡆 More