ଏକ୍ସକ୍ୟୁଜ ମି: ୨୦୧୮ର ଓଡ଼ିଆ କଥାଚିତ୍ର

ଏକ୍ସକ୍ୟୁଜ ମି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନକ ଦାଶ । ସଞ୍ଜୟ ମହାକୁଳ ଏହି କଥାଚିତ୍ରଟିର କାହଣୀ ଓ ସଂଳାପ ରଚନା କରିଥିଲେ । ରମେଶ ଦାଶ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଲୁବୁନ ଟୁବୁନ ଓ ଅମିତ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ଏକ୍ସକ୍ୟୁଜ ମି
ନିର୍ଦ୍ଦେଶକଉମେଶ ଦାଶ
ପ୍ରଯୋଜକରୋନକ ଦାଶ
ସଂଳାପସଞ୍ଜୟ ମହାକୁଳ
ଚିତ୍ରନାଟ୍ୟଉମେଶ ଦାଶ
କାହାଣୀସଞ୍ଜୟ ମହାକୁଳ
କଳାକାରରୋନକ ଦାଶ
ମେଘା ମହାନ୍ତି
ମିହିର ଦାସ
ଅନୀତା ଦାସ
ସଲିଲ ମିତ୍ର
ସରୋଜ ଦାସ
ବୀଣା ମହାରଣା
ସଙ୍ଗୀତଶରତ ନାୟକ
ଚିତ୍ରଗ୍ରହଣମଲ୍ଲିକାର୍ଜୁନ
ସମ୍ପାଦକସୌମ୍ୟ ସୋଭନ ନାୟକ
ମୁକ୍ତିଲାଭ ତାରିଖ
୨୦ ଜୁଲାଇ ୨୦୧୮
ଦେଶଏକ୍ସକ୍ୟୁଜ ମି: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୋନକ ଦାଶ ଓ ମେଘା ମହାନ୍ତି । ମିହିର ଦାସ, ଅନୀତା ଦାସ, ସଲିଲ ମିତ୍ର, ସରୋଜ ଦାସ, ବୀଣା ମହାରଣା, ଧୀର ମଲ୍ଲିକ, ବୈଶାଳୀ, କାଳିଆ, ରବି ମିଶ୍ର, ଟନିଆ, ଭବାନୀ, ଅର୍ପଣ, ଶର୍ମିଷ୍ଠା ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଦେବୀଦତ୍ତ ମହାନ୍ତି, ସଞ୍ଜୟ ମହାକୁଳ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବ୍ରତ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."କେମିତି କେମିତି"   
2."ଓଭର୍‌ଫ୍ଲୋ"ସଞ୍ଜୟ ମହାକୁଳଅସୀମା ପଣ୍ଡା 
3."ସାଙ୍ଗ ବାହାଘର ଆଜି"ସଞ୍ଜୟ ମହାକୁଳସୁବ୍ରତ 

ଆଧାର

ବାହାର ଆଧାର

Tags:

ଏକ୍ସକ୍ୟୁଜ ମି ଅଭିନୟଏକ୍ସକ୍ୟୁଜ ମି କାହାଣୀଏକ୍ସକ୍ୟୁଜ ମି ଗୀତ ଏବଂ ସଙ୍ଗୀତଏକ୍ସକ୍ୟୁଜ ମି ଆଧାରଏକ୍ସକ୍ୟୁଜ ମି ବାହାର ଆଧାରଏକ୍ସକ୍ୟୁଜ ମି

🔥 Trending searches on Wiki ଓଡ଼ିଆ:

ଟିଣଅଭିରାମ ପରମହଂସଯୌନ ଉତ୍ପୀଡ଼ନଆଜାଦ ହିନ୍ଦ୍ ଫୌଜଭାରତ ସରକାରଚରକଧରିତ୍ରୀମୋନିକା ସେଲ୍ସବ୍ରଜନାଥ ରଥଅମାବାସ୍ୟାର ଚନ୍ଦ୍ରବିଶ୍ୱ ଏଡ୍‌ସ ଦିବସଶ୍ରାଦ୍ଧପଖିଆହାଡ଼ଫୁଟିସୂଚନା ପ୍ରଯୁକ୍ତିବିଦ୍ୟାରତ୍ନାକର ଚଇନିଶାସ୍ତିକାଳିଚରଣ ପଟ୍ଟନାୟକଓଡ଼ିଶାର ମାପ ବ୍ୟବସ୍ଥାନଅଙ୍କ ଦୁର୍ଭିକ୍ଷସ୍ୱର ବର୍ଣ୍ଣଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରବାଘଓଡ଼ିଆ କଥାଚିତ୍ର ଜଗତଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଉତ୍ତମ ମହାନ୍ତିଶେୟାର ବଜାରମାଣବସା ଗୁରୁବାରସାମାଜିକ ଆନ୍ଦୋଳନପିଙ୍କି ପ୍ରଧାନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରହେପାଟାଇଟିସ ବିକାଗଜଓଡ଼ିଆ ସାହିତ୍ୟସ୍ତନନେଲସନ ମଣ୍ଡେଲାଖାଦ୍ୟଫେବୃଆରୀ ୨୯ପ୍ରଥମ ବିଶ୍ୱଯୁଦ୍ଧସୁନାବେଶଉତ୍କଳ ବ୍ରାହ୍ମଣକାଳୀଚରଣ ପଟ୍ଟନାୟକରାଧାନାଥ ରାୟଜଗନ୍ନାଥସତ୍ୟେନ୍ଦ୍ର ନାଥ ବୋଷମଧୁସୂଦନ ଦାସଓଡ଼ିଆ ଭାଗବତଟ୍ରାଲୋକିନୁମାବପ୍ଲୀହାଆଶୁତୋଷ ପରିଡ଼ାକୋଚିଲାକୁନ୍ତଳା କୁମାରୀ ସାବତଶରତ କୁମାର ମହାନ୍ତିଯୁକ୍ତରାଜ୍ୟକୁଞ୍ଜବିହାରୀ ଦାଶସଚ୍ଚିଦାନନ୍ଦ ରାଉତରାୟଦେବସ୍ନାନ ପୂର୍ଣ୍ଣିମାନଅତୁଣ୍ଡୀସଂକ୍ରାନ୍ତିତ୍ରିପୁରା ମିଶ୍ରପ୍ରସନ୍ନ କୁମାର ପଣ୍ଡାପାପୁଆ ନିଉ ଗିନିମୁକ୍ତିକାନ୍ତ ମଣ୍ଡଳପ୍ରହ୍ଲାଦ ନାଟକପୂର୍ଣ୍ଣଚ୍ଛେଦରାୟଗଡ଼ା ଜିଲ୍ଲାwiki.phtmlଭୁବନେଶ୍ୱର ବେହେରା୧୭ ଫେବୃଆରୀଯଦୁମଣି ମହାପାତ୍ରଗୋପାଳ କୃଷ୍ଣ ରଥ🡆 More