କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍

କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରିଷ୍ଣା ରେଡ୍ଡୀ । ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ପ୍ରଥମ ସଂସ୍କରଣରେ ବିଜୟୀ ହୋଇଥିବା ଓଡ଼ିଶାର ନୃତ୍ୟଶିଳ୍ପୀ ସଂଘ ପ୍ରିନ୍ ଡ୍ୟାନ୍ସ ଗ୍ରୁପର ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବେଷିତ ଏହି ଚଳଚ୍ଚିତ୍ରଟି । ଦିନ ମଜୁରିଆରୁ ଦେଶର ସର୍ବୋତ୍ତମ ନୃତ୍ୟଶିଳ୍ପୀ ପାଲଟିଥିବା ପ୍ରିନ୍ସ୍ ଡ୍ୟାନ୍ସ୍ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣାଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ‘କ୍ରିଷ୍ଣା, ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର’ ନିର୍ମାଣ କରାଯାଇଛି । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ ଶିକ୍ଷକ କ୍ରିଷ୍ଣା ରେଡ୍ଡୀ ଏହି ଚଳଚ୍ଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ରଟିର ସଂଳାପ କ୍ରିଷ୍ଣାଙ୍କ ସ‌ହ ଚନ୍ଦନ କୁମାର ରଚନା କରିଥିଲେ । କ୍ରିଷ୍ଣା ଏବଂ ସାଇ ଲଖଣ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍
ନିର୍ଦ୍ଦେଶକକ୍ରିଷ୍ଣା ରେଡ୍ଡୀ
ପ୍ରଯୋଜକକ୍ରିଷ୍ଣା ରେଡ୍ଡୀ
ସଂଳାପକ୍ରିଷ୍ଣା ରେଡ୍ଡୀ
ଚନ୍ଦନ କୁମାର
ଚିତ୍ରନାଟ୍ୟକ୍ରିଷ୍ଣା ରେଡ୍ଡୀ
କାହାଣୀକ୍ରିଷ୍ଣା ରେଡ୍ଡୀ
କଳାକାରକ୍ରିଷ୍ଣା ରେଡ୍ଡୀ
ସୂର୍ଯ୍ୟମୟୀ
ସୋମେଶ୍ୱର ରେଡ୍ଡୀ
ସଙ୍ଗୀତକ୍ରିଷ୍ଣା ରେଡ୍ଡୀ
ସାଇ ଲଖଣ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୬ ଅପ୍ରେଲ ୨୦୧୯
ଦେଶକ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ସମସ୍ତ କଳାକର ସମେତ କିଛି ବାହାର କଳାକାର ମଧ୍ୟ ଅଭିନୟ କରିଥିଲେ । ମୁଖ୍ୟ ଭୂମିକାରେ କ୍ରିଷ୍ଣା ଅଭିନୟ କରିଥିଲେ ଏବଂ ନାୟିକା ଭୂମିକାରେ ସୂର୍ଯ୍ୟମୟୀ ଅଭିନୟ କରିଥିଲେ । ସୂର୍ଯ୍ୟମୟୀ ପ୍ରଥମେ ଏହି ଡ୍ୟାନ୍ସ ଗ୍ରୁପ୍‌ର ଜଣେ ସଦସ୍ୟା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।

ଅଭିନୟ

  • କ୍ରିଷ୍ଣା ରେଡ୍ଡୀ
  • ସୂର୍ଯ୍ୟମୟୀ ମହାପାତ୍ର
  • ସୋମେଶ୍ୱର ରେଡ୍ଡୀ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କ୍ରିଷ୍ଣା ଏବଂ ସାଇ ଲଖଣ । କୁମାର ଶ୍ରୀ ସାହୁ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଚଳଚ୍ଚିତ୍ରରେ ୬ଟି ଗୀତ ରହିଛି । ଏହି କଥାଚିତ୍ରଟିରେ ବନ୍ଦେ ଉତ୍କଳ ଜନନୀ ଏବଂ ବନ୍ଦେ ମାଆତରମ୍ ଭଳି ଗୀତକୁ ସ୍ଥାନିତ କରାଯାଇଥିଲା । କ୍ରିଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତାଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କତାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."କ୍ରିଷ୍ଣା"କୁମାର ଶ୍ରୀ ସାହୁଶଶାଙ୍କ ଶେଖର, ଅର୍ପିତା 
2."ବନ୍ଦେ ଉତ୍କଳ ଜନନୀ"   

ଆଧାର

ବାହାର ଆଧାର

Tags:

କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ ଅଭିନୟକ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ କାହାଣୀକ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ ଗୀତ ଏବଂ ସଙ୍ଗୀତକ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ ଆଧାରକ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ ବାହାର ଆଧାରକ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍

🔥 Trending searches on Wiki ଓଡ଼ିଆ:

ଚାଣକ୍ୟଭୁବନେଶ୍ୱର ବେହେରାକର୍କଟ ରୋଗଓଡ଼ିଶାର ଇତିହାସଓଡ଼ିଶାର ଲୋକନୃତ୍ୟଓଣମଧଉଳିଦୂତୀବାହନ ଓଷାବାଲିଗୁଡ଼ାଯୋଗବ୍ରାଉଜରବିଭୂତି ପଟ୍ଟନାୟକସୀତାକାନ୍ତ ମହାପାତ୍ରଦ୍ରୌପଦୀ ମୁର୍ମୁରଥଯାତ୍ରାଲଳିତା (୧୯୪୯ର ସିନେମା)ତାରିଣୀ ମନ୍ଦିର, ଘଟଗାଁ୮ ମାର୍ଚ୍ଚଓଡ଼ିଶାର କଳାଜଗନ୍ନାଥଙ୍କ ଧୂପସାମବେଦସୁନ୍ଦରଗଡ଼ସାଲବେଗବଲାଙ୍ଗୀର ଜିଲ୍ଲାଶବ୍ଦ (ଧ୍ୱନି)ଅମ୍ଳଜାନକମ୍ପ୍ୟୁଟରହିମାଳୟ୩୧ ମାର୍ଚ୍ଚଲୁସାକପବନଗ୍ରହକନକ ମଞ୍ଜରୀ ମହାପାତ୍ରଦୀନକୃଷ୍ଣ ଦାସସନ୍ଧିପଦପ୍ରଶାନ୍ତ ପଟ୍ଟନାୟକଓଡ଼ିଆ ନାଟକମଧୁସୂଦନ ରାଓଆଣ୍ଟିଅକ୍ସିଡାଣ୍ଟଗୌରୀଶଙ୍କର ରାୟପ୍ୟାରିସରାମାୟଣଭାରତୀୟ ଦଣ୍ଡ ସଂହିତା, ୧୮୬୦ଗୁରୁ ପ୍ରସାଦ ମହାନ୍ତିମହାନଦୀରୋମାନିଆହିଙ୍ଗୁଳା ମନ୍ଦିରକଟକଓଡ଼ିଆ ଭାଷାହରପ୍ପା ସଭ୍ୟତାବୀଣାପାଣି ମହାନ୍ତିଗୋପାଳ ଚନ୍ଦ୍ର ପ୍ରହରାଜସୁଚିତ୍ରା ପାଣିଗ୍ରାହୀଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟବେଣୁଧର ରାଉତହନୁମାନ ଜୟନ୍ତୀଚୁମ୍ବନଦଣ୍ଡ ନାଟଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଚକ୍ଷୁ ପ୍ରତିସରଣ ଦୋଷପ୍ରମୋଦ କୁମାର ମହାନ୍ତିଜାପାନୀ ଭାଷାବାରବାଡୋସଗଣେଶ ପୂଜା🡆 More