୧୯୪୯ର ସିନେମା ଲଳିତା: ୧୯୪୯ର ଓଡ଼ିଆ କଥାଚିତ୍ର

ଲଲିତା, ୧୯୪୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଜଗତର ୨ୟ ଚଳଚ୍ଚିତ୍ର । ଗୌରେନ୍ଦ୍ର ପ୍ରତାପ ସିଂଦେଓଙ୍କ ପ୍ରଯୋଜିତ ଓ କଲ୍ୟାଣ ଗୁପ୍ତାଙ୍କଦ୍ୱାରା ନିର୍ଦ୍ଦେଶିତ ଏହି କଥାଚିତ୍ରର କାହାଣୀ, ସଂଳାପ ସହ ଗୀତ ରଚନା କରିଥିଲେ କାଳୀଚରଣ ପଟ୍ଟନାୟକ ।

ଲଳିତା
୧୯୪୯ର ସିନେମା ଲଳିତା: ୧୯୪୯ର ଓଡ଼ିଆ କଥାଚିତ୍ର
ନିର୍ଦ୍ଦେଶକକଲ୍ୟାଣ ଗୁପ୍ତା
ପ୍ରଯୋଜକଗ୍ରେଟ ଇଷ୍ଟର୍ଣ୍ଣ ମୁଭିଟୋନ
କଳାକାରଲୋକନାଥ ମିଶ୍ର
ଉମା ବାନାର୍ଜୀ
ସୁମତୀ ଦେବୀ
ସଙ୍ଗୀତକାଳୀଚରଣ ପଟ୍ଟନାୟକ
ଚିତ୍ରଗ୍ରହଣପ୍ରକାଶ ଦିଗପାଳ
ସମ୍ପାଦକବି. ଚାଟର୍ଜୀ
ବିତରକଭାଇବ୍ରତିକ ଡିଷ୍ଟିବୁଟର୍ସ
ମୁକ୍ତିଲାଭ ତାରିଖ
୧୯୪୯
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚଏକ ଲକ୍ଷ ଟଂକାରୁ କିଛି କମ

ଅଭିନୟରେ

ଓଡ଼ିଆ କଥାଚିତ୍ର ‘ଲଳିତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  • ଲୋକନାଥ ମିଶ୍ର (ବିଦ୍ୟାପତି ଭୂମିକାରେ)
  • ଉମା ବାନାର୍ଜୀ (ଲଳିତା)
  • ସୁମତୀ ଦେବୀ
  • ପଙ୍କଜ ନନ୍ଦ
  • ଦାମୋଦର ଦାସ
  • ଗିରିଧାରୀ ପଣ୍ଡା
  • ନଳିନୀ ତ୍ରିପାଠୀ
  • ପ୍ରଫୁଲ୍ଲ ସିଂହ

ଆଧାର

ଅଧିକ ତଥ୍ୟ

  • ଇଣ୍ଟରନେଟ ମୁଭି ଡାଟାବେସରେ ଲଳିତା

Tags:

ଓଡ଼ିଆ କଥାଚିତ୍ର ଜଗତକାଳୀଚରଣ ପଟ୍ଟନାୟକ

🔥 Trending searches on Wiki ଓଡ଼ିଆ:

ଶରତ କୁମାର ମହାନ୍ତିଉତ୍କଳ ସମ୍ମିଳନୀତୁଳସୀ ଦାସଅମିୟ କୁମାରୀ ପାଢ଼ୀରାମଚନ୍ଦ୍ର ବେହେରାଜାପାନଅର୍ଥଶାସ୍ତ୍ରବର୍ଷା ପ୍ରିୟଦର୍ଶିନୀଶିଶୁ ଅନନ୍ତ ଦାସପ୍ରସନ୍ନ କୁମାର ମିଶ୍ରକିଶୋରଚନ୍ଦ୍ରାନନ୍ଦ ଚମ୍ପୂଡୋରାହାଡ଼ଫୁଟି୩ ଅପ୍ରେଲସଚ୍ଚିଦାନନ୍ଦ ରାଉତରାୟନଅଙ୍କ ଦୁର୍ଭିକ୍ଷରାୟଗଡ଼ା ରେଳ ଷ୍ଟେସନସପ୍ତମାତୃକା ମନ୍ଦିର, ଯାଜପୁର୧୮ ଅପ୍ରେଲଓଡ଼ିଆ ନବବର୍ଷବ୍ୟଞ୍ଜନ ବର୍ଣ୍ଣଓଡ଼ିଆ ଖାଦ୍ୟବିଶ୍ୱ ଏଡ୍‌ସ ଦିବସବର୍ଷାଓଡ଼ିଆଦୁର୍ଗା ପୂଜା୧୫ ଅପ୍ରେଲଦହି ହାଣ୍ଡିକ୍ଲେଭିଡିପିନପ୍ରାଣକୃଷ୍ଣ ପରିଜାସବ୍ୟସାଚୀ ମିଶ୍ରଆଖି୧୯ ଅପ୍ରେଲଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଉଇକିମିଡ଼ିଆ ଫାଉଣ୍ଡେସନପ୍ରଧାନ ପୃଷ୍ଠାଜଗଦୀଶ ମହାନ୍ତିକଳିଙ୍ଗ ଯୁଦ୍ଧଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଶାନ୍ତନୁ କୁମାର ଆଚାର୍ଯ୍ୟ୧୯୬୩ର ଓଡ଼ିଆ କଥାଚିତ୍ରଶବ୍ଦ (ପଦ)ଓଡ଼ିଶାର ଭୂଗୋଳବୈଷ୍ଣବ ପାଣିଓଡ଼ିଆ କଥାଚିତ୍ର ଜଗତସାମବେଦରଙ୍ଗବତୀହେମୋଫିଲିଆସୁଦଶା ବ୍ରତପ୍ରତୀକ୍ଷାଅୟେନ୍ଦ୍ରୀ ଲୱନିୟା ରାୟପଞ୍ଚସଖା୧୯୮୪୨୧ଦୁର୍ଗାବିଶ୍ୱନାଥ କରଚଇତି ଘୋଡ଼ା ନାଚମଦର ଟେରେସାନବକୃଷ୍ଣ ଚୌଧୁରୀସୌର ଜଗତସୁରେନ୍ଦ୍ର ମହାନ୍ତିଜନ ଗଣ ମନଲିନକ୍ସଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସଭୁବନେଶ୍ୱର ମିଶ୍ର୨ ଅପ୍ରେଲଧଉଳି🡆 More