ସୁବୋଧ ପଟ୍ଟନାୟକ

ସୁବୋଧ ପଟ୍ଟନାୟକ (ଜନ୍ମ: ୧ ଫେବୃଆରୀ ୧୯୬୪) ଜଣେ ଓଡ଼ିଆ ନାଟ୍ୟକାର ତଥା ଥିଏଟର ନିର୍ଦ୍ଦେଶକ । ସେ ଭୁବନେଶ୍ୱର ଥିଏଟର ଗ୍ରୁପ୍ ନାଟ୍ୟ ଚେତନା ଏବଂ ନାଟ୍ୟ ଗ୍ରାମର ପ୍ରତିଷ୍ଠାତା ଅଟନ୍ତି । ସେ ସମସ୍ତ ଦେଶରେ ନାଟକ କରିଥିବା ନାଟ୍ୟକାର ।

ସୁବୋଧ ପଟ୍ଟନାୟକ
ଜନ୍ମ (1964-02-01) ୧ ଫେବୃଆରୀ ୧୯୬୪ (ବୟସ ୬୦)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୃତ୍ତି(ସମୂହ)ଥିଏଟର ନିର୍ଦ୍ଦେଶକ
ନାଟ୍ୟକାର
ସକ୍ରିୟ ବର୍ଷ୧୯୮୬–ଏବେଯାଏଁ
ପ୍ରସିଦ୍ଧିଭାରତୀୟ ଲୋକ ନାଟକ
ବୈବାହିକ-ସାଥୀମମତା ପ୍ରଧାନ
ୱେବସାଇଟOfficial website

ଜନ୍ମ, ପରିବାର ଓ ଶିକ୍ଷା

୧୯୬୪ ମସିହାର ଫେବୃଆରୀ ୧ ତାରିଖରେ ସେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଜଣେ ପ୍ରାଣୀ ଚିକିତ୍ସକ ଥିଲେ । ତାଙ୍କ ମାଆଙ୍କ ନାମ ଶଶୀ ପ୍ରଭା ପଟ୍ଟନାୟକ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ପଥପ୍ରାନ୍ତ ନାଟକ ବିଷୟରେ ସେ ଅଧିକ ଶିଖିବାକୁ ୧୯୮୬ ମସିହାରେ ଦିଲ୍ଲୀ ଯାଇଥିଲା ଏବଂ ସେଠାରୁ ଫେରିବା ପରେ ୧୦ ନଭେମ୍ବର ୧୯୮୬ରେ ଥିଏଟର ଗ୍ରୁପ୍ ନାଟ୍ୟ ଚେତନାର ପ୍ରତିଷ୍ଠା କରିଥିଲେ । ତାଙ୍କର ଅଧିକାଂଶ ନାଟକ ସାମାଜିକ ସଚେତନତା ଉପରେ ଆଧାରିତ ।

ପେଷା

ତାଙ୍କ ଥିଏଟର ଗ୍ରୁପ ନାଟ୍ୟ ଚେତନାରେ ୧୮ ଜଣ ପୁରୁଷ କଳାକାର ଏବଂ ୭ ଜଣ ନାରୀ କଳାକାରକୁ ନେଇ ଗଠିତ । ସେ ନାଟ୍ୟ ଗ୍ରାମ ନାମକ ଏକ ଥିଏଟର ଗ୍ରାମ ପ୍ରତିଷ୍ଠା କରିଛନ୍ତି । ତାଙ୍କ ନାଟକ ସିନ୍ଧି ୯ ଜୁନ ୨୦୧୬ରେ ନେପାଳର ଅଛମସ୍ଥିତ କଳିକାସ୍ଥାନଠାରେ ପ୍ରଦର୍ଶିତ ହୋଇଥିଲେ । ରାମାୟଣରୁ ଅନୁପ୍ରାଣିତ ନାଟକ ରାମଲୀଳା ଭୁବନେଶ୍ୱରସ୍ଥିତ ଭଞ୍ଜ କଳା ମଣ୍ଡପଠାରେ ତାଙ୍କ ଥିଏଟର ଗ୍ରୁପ‌ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା ।

ଆନ୍ତର୍ଜାତୀୟ

ସେ ବେଲଜିଅମ‌ଠାରେ ଅନୁଷ୍ଠିତ ଷ୍ଟ୍ରିଟ୍ ଥିଏଟର୍ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଥିଲେ । ୧୯୯୫ ମସିହାରୁ ସେ ଫ୍ରାନ୍ସର ପ୍ୟାରିସରେ ଆୟୋଜିତ ଅଷ୍ଟମ ବିଶ୍ୱ ଥିଏଟର କଂଗ୍ରେସରେ ଯୋଗ ଦେଇ ଆସୁଛନ୍ତି ।

ପ୍ରଶଂସା ଓ ସମ୍ମାନ

  • ପଶ୍ଚିମବଙ୍ଗର ଗୋବର୍ଦଙ୍ଗା ରୂପାନ୍ତର ନାମକ ଥିଏଟର ଗ୍ରୁପ‌ଦ୍ୱାରା ତାଙ୍କୁ ଋଷିକେଶ ଚାଟୋପାଧ୍ୟା ସ୍ମୃତି ସାମନ୍ନ ପ୍ରଦାନ କରାଯାଇଥିଲା ।

ପ୍ଲେଗ୍ରାଫି

ବର୍ଷ ଶୀର୍ଷକ ଷ୍ଟେଜ୍ ଆଧାର
୨୦୧୫ ଆବୁ ପୁର୍ବୋତ୍ତର ଜାତୀୟ ଥିଏଟର ମହୋତ୍ସବ
୨୦୧୬ ନିଆଁ ଅନ୍ନପୂର୍ଣ୍ଣା ରଙ୍ଗମାଞ୍ଚ (ପୁରୀ) ଏବଂ ନାଲକୋ ଅଡିଟୋରିୟମ୍ (ଭୁବନେଶ୍ୱର)

ଆଧାର

Tags:

ସୁବୋଧ ପଟ୍ଟନାୟକ ଜନ୍ମ, ପରିବାର ଓ ଶିକ୍ଷାସୁବୋଧ ପଟ୍ଟନାୟକ ପେଷାସୁବୋଧ ପଟ୍ଟନାୟକ ପ୍ରଶଂସା ଓ ସମ୍ମାନସୁବୋଧ ପଟ୍ଟନାୟକ ପ୍ଲେଗ୍ରାଫିସୁବୋଧ ପଟ୍ଟନାୟକ ଆଧାରସୁବୋଧ ପଟ୍ଟନାୟକଭୁବନେଶ୍ୱର

🔥 Trending searches on Wiki ଓଡ଼ିଆ:

ମନମୋହନ ସାମଲଡେଭିଡ କାମେରନପିତ୍ତକୋଷଘରକୁନ୍ତଳା କୁମାରୀ ସାବତବୌଦ୍ଧ ଧର୍ମକୋଷ୍ଠକାଠିନ୍ୟନହୁଷମହାପାତ୍ର ନୀଳମଣି ସାହୁକାର୍ଲ ମାର୍କସବୁଏନ୍ସ ଏଆରସକାପୋସିସ ସାର୍କୋମାବି. ଆର. ଆମ୍ବେଦକରଫାରୋ ଦ୍ୱୀପପୁଞ୍ଜଇରା ମହାନ୍ତିରମାଦେବୀ ଚୌଧୁରୀଜ୍ଞାନକୋଷମଧୁସୂଦନ ରାଓନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦମଧୁସୂଦନ ଦାସରାମଚନ୍ଦ୍ର ମିଶ୍ରଆବୁଲ କଲାମ ଆଜାଦଭାରତୀୟ ଭୋଜନନନ୍ଦ କିଶୋର ବଳନକ୍ଷତ୍ରମହମ୍ମଦଭାରତୀୟ ମୁଦ୍ରାଇଂରାଜୀ ଭାଷାଫୁସଫୁସଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଉପନିଷଦଆକବରଚେକ ରିପବ୍ଲିକସୁବୋଧ ପଟ୍ଟନାୟକଗୀତଗୋବିନ୍ଦକଟକଚାଚେରୀ ବେଶସୋମନାଥଉଇକିପିଡ଼ିଆ ସମୂହର ତାଲିକାଜିନା ସାମଲକୋରାପୁଟ ଜିଲ୍ଲାସଂସ୍କୃତଦଶାବତାରନୋଭାକ୍ ଜାକୋଭିକହୃଷୀକେଶ ପଣ୍ଡାତୁର୍କୀପଞ୍ଜାବୀ ଉଇକିପିଡ଼ିଆଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଓଡ଼ିଆ ଖବରକାଗଜ ତାଲିକାଜନ୍ ଏଫ୍. କେନେଡ଼ିଇସଲାମ ଧର୍ମଉତ୍କଳ ସମ୍ମିଳନୀନିର୍ମାଲ୍ୟଏର୍ଗୋକ୍ୟାଲସିଫେରଲଆକ୍ରାମଣିଷରବୀନ୍ଦ୍ରନାଥ ଠାକୁରସିଲିକନଓଜସ୍ୱୀ ଅରୋଡ଼ାସଚ୍ଚିଦାନନ୍ଦ ରାଉତରାୟଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଲକ୍ଷ୍ମୀକାନ୍ତ ମହାପାତ୍ରମାକାଓନୂଆ ଦିଲ୍ଲୀଭାରତୀୟ ସ୍ୱାଧୀନତା ଆନ୍ଦୋଳନ୭ ମାର୍ଚ୍ଚଜଗନ୍ନାଥ ମନ୍ଦିରସୌଭାଗ୍ୟ କୁମାର ମିଶ୍ର🡆 More