ତୁ ଏକା ଆମ ସାହା ଭରସା: ୨୦୦୬ର ଓଡ଼ିଆ କଥାଚିତ୍ର

ତୁ ଏକା ଆମ ସାହା ଭରସା ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁଶାନ୍ତ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶକ୍ତି ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ତୁ ଏକା ଆମ ସାହା ଭରସା
ନିର୍ଦ୍ଦେଶକଶକ୍ତି ବରାଳ
ପ୍ରଯୋଜକସୁଶାନ୍ତ ସାହୁ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟଶକ୍ତି ବରାଳ
କାହାଣୀସୁଶାନ୍ତ ସାହୁ
କଳାକାରସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ, ସୁରେଶ ବଳ, ଇଲୁ ବାନାର୍ଜୀ, ମୀନକେତନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଦିଲୀପ ରାୟ
ସମ୍ପାଦକବିଜୟ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୬
ଦେଶତୁ ଏକା ଆମ ସାହା ଭରସା: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ । ସୁରେଶ ବଳ, ଇଲୁ ବାନାର୍ଜୀ, ମହୁଆ ଭଟ୍ଟାଚାର୍ଯ୍ୟ, ମୀନକେତନ, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ବ୍ରଜ ସିଂହ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ପ୍ରେମ ଆନନ୍ଦ ଏହି କଥାଚିତ୍ରରେ ପ୍ରଥମ ଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ । ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ତୋ ଚେହେରା ଛମା ଛମା" 
2."ଏମିତି କଳା ବଉଦ" 
3."ଛୋଟ ଏଇ ହୃଦୟକୁ" 
4."ଆଜି ଜାଗର" 
5."ମନ ଚାହେଁନି" 
6."ତୁ ଏକା ଆମ ସାହା ଭରଷା" 
7."ପରଦେଶିଆ" 

ଆଧାର

ବାହାର ଆଧାର

Tags:

ତୁ ଏକା ଆମ ସାହା ଭରସା ଅଭିନୟତୁ ଏକା ଆମ ସାହା ଭରସା କାହାଣୀତୁ ଏକା ଆମ ସାହା ଭରସା ଗୀତ ଏବଂ ସଙ୍ଗୀତତୁ ଏକା ଆମ ସାହା ଭରସା ଆଧାରତୁ ଏକା ଆମ ସାହା ଭରସା ବାହାର ଆଧାରତୁ ଏକା ଆମ ସାହା ଭରସା

🔥 Trending searches on Wiki ଓଡ଼ିଆ:

ବିଶ୍ୱତାପନଚିଲିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଲୌହ ଅତିଭାରଅଶୋକ (ସମ୍ରାଟ)ଭାସ୍କୋ ଡା ଗାମାସୁବୋଧ ପଟ୍ଟନାୟକବନ୍ଦେ ଉତ୍କଳ ଜନନୀସୁଇଜରଲ୍ୟାଣ୍ଡଅଶୋକାଷ୍ଟମୀଜଗନ୍ନାଥ ଦାସକଲେରାସଂସ୍କୃତଗୌତମ ବୁଦ୍ଧଇରାନ୨୯ ମାର୍ଚ୍ଚଜଗନମୋହ‌ନ ଲାଲସାଧାରଣ ଆପେକ୍ଷିକ ତତ୍ତ୍ୱଧନୁଯାତ୍ରାଅବକାଶ ବେଶ୩୪ଆର. କେ. ନାରାୟଣପଦାର୍ଥ ବିଜ୍ଞାନଦୟାନନ୍ଦ ସରସ୍ୱତୀଗର୍ଭାବସ୍ଥାପଶ୍ଚିମ ଓଡ଼ିଶାହରପ୍ପା ସଭ୍ୟତାସୀତାକାନ୍ତ ମହାପାତ୍ରଔଷଧୀୟ ବୃକ୍ଷଲତାକଟକ ଜିଲ୍ଲାପାଦ ଭାତୁଡ଼ିସୋମନାଥମାନବ ମସ୍ତିଷ୍କରାମଶଙ୍କର ରାୟଗୁଗଲମାଟିବିରାଡ଼ି ସାପଉଜବେକିସ୍ତାନକୋଷ୍ଠକାଠିନ୍ୟରାୟଗଡ଼ାହେଲସିଙ୍କିମହାଭାରତଶୁଆକାଳିଜାଈଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା୫୬୪ଚଣାଭାରତର ନଦୀ ସମୂହର ତାଲିକାପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷସୁରେନ୍ଦ୍ର ମହାନ୍ତିବଳରାମ ଦାସଭାରତର ଜାତୀୟ ପତାକା୧୬ ମାର୍ଚ୍ଚଜାପାନଧ୍ରୁବୀୟ ଜ୍ୟୋତିମହୁଲଇଲେକ୍‌ଟ୍ରୋନଜଗନ୍ନାଥକ୍ରିକେଟପୃଥିବୀର ବାୟୁମଣ୍ଡଳWikipediaArmeniaଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଆଲଜିମର ରୋଗଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଭାରତୀୟ ସମ୍ବିଧାନ୧୪ ମାର୍ଚ୍ଚଭାରତୀୟ ସ୍ୱାଧୀନତା ଆନ୍ଦୋଳନଉଇକିମିଡ଼ିଆ ଫାଉଣ୍ଡେସନକିଶୋରୀ ଚରଣ ଦାସନୋଭାକ୍ ଜାକୋଭିକଭାରତର ନ୍ୟାୟୀକ ବ୍ୟବସ୍ଥା🡆 More