ତୋ ବିନୁ ଅନ୍ୟ ଗତି ନାହିଁ: ୧୯୯୧ର ଓଡ଼ିଆ କଥାଚିତ୍ର

ତୋ ବିନୁ ଅନ୍ୟ ଗତି ନାହିଁ, ୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ରଥ । ବିଜୟ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ର ସଂଳାପ ରଚନା କରିଥିଲେ । ମହମ୍ମଦ ମହସୀନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ତୋ ବିନୁ ଅନ୍ୟ ଗତି ନାହିଁ
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକସୁବାସ ରଥ
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀବିଜୟ ମହାନ୍ତି
କଳାକାରଉତ୍ତମ ମହାନ୍ତି
ଶ୍ରୀରାମ ପଣ୍ଡା
ବିଜୟ ମହାନ୍ତି
ମହାଶ୍ୱେତା ରାୟ
ଦୁଃଖିରାମ ସ୍ୱାଇଁ
ଗୀତା ରାଓ
ସୁଜାତା ଆନନ୍ଦ
ଦେବୁ ବୋଷ
ସଙ୍ଗୀତଅକ୍ଷୟ ମହାନ୍ତି
ଚିତ୍ରଗ୍ରହଣଦିଲୀପ ରାୟ
ସମ୍ପାଦକଅଭିଶେକ
ମୁକ୍ତିଲାଭ ତାରିଖ
୫ ସେପ୍ଟେମ୍ବର ୧୯୯୧
କଥାଚିତ୍ରର ସମୟ
୧୭୩ ମିନିଟ
ଦେଶତୋ ବିନୁ ଅନ୍ୟ ଗତି ନାହିଁ: ଅଭିନୟ, ଗୀତ ଏବଂ ସଙ୍ଗୀତ, ଆଧାର ଭାରତ
ଭାଷାଓଡ଼ିଆ

ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା, ବିଜୟ ମହାନ୍ତି, ମହାଶ୍ୱେତା ରାୟ, ଦୁଃଖିରାମ ସ୍ୱାଇଁ, ଗୀତା ରାଓ, ସୁଜାତା ଆନନ୍ଦ, ଦେବୁ ବୋଷ, ବ୍ରଜ ସିଂହ, ଦେବୁ ବ୍ରହ୍ମା, ଗୀତା ଦତ୍ତ, ଅରବିନ୍ଦ ଷଡ଼ଙ୍ଗୀ, ତୁଷାର ପାଣିଗ୍ରାହୀ, କୁନି ମିଶ୍ର, ରଜତ ପାଇକରାୟ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତିଦେବଦାସ ଛୋଟରାୟ, ଅକ୍ଷୟ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଲୋପିତା ମିଶ୍ର, ଗୀତା ପଟ୍ଟନାୟକ, ସୁବାଶିଷ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଦୁନିଆ ଦୁନିଆ"୦୭:୨୧
2."ଯେବେ ବି ଦେଖିଲେ ନୂଆ"୦୯:୦୦
3."ଲଭ୍‌ଲି ଲଭ୍‌ଲି"୧୦:୦୨
4."ତୋ ବିନୁ ଅନ୍ୟ ଗତି ନାହିଁ"୦୩:୨୫

ଆଧାର

ବାହାର ଆଧାର

Tags:

ତୋ ବିନୁ ଅନ୍ୟ ଗତି ନାହିଁ ଅଭିନୟତୋ ବିନୁ ଅନ୍ୟ ଗତି ନାହିଁ ଗୀତ ଏବଂ ସଙ୍ଗୀତତୋ ବିନୁ ଅନ୍ୟ ଗତି ନାହିଁ ଆଧାରତୋ ବିନୁ ଅନ୍ୟ ଗତି ନାହିଁ ବାହାର ଆଧାରତୋ ବିନୁ ଅନ୍ୟ ଗତି ନାହିଁ

🔥 Trending searches on Wiki ଓଡ଼ିଆ:

ଭାରତୀୟ ମୁଦ୍ରାକୋରାପୁଟରାଜନୀତି ବିଜ୍ଞାନସୁଡୋଏଫେଡ୍ରିନହିନ୍ଦୁବାଜି ରାଉତଜର୍ମାନୀରବର୍ଟ ମୂଗକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଓଡ଼ିଶାର ଭୂଗୋଳଜୟ ଜଗନ୍ନାଥକମ୍ପ୍ୟୁଟରନାଟୋନିତ୍ୟାନନ୍ଦ ମହାପାତ୍ରଆପଲ ଇନକର୍ପୋରେଟେଡନିମୋନିଆଆମାଜନ ନ‌ଦୀମିଆଁମାରପୃଥିବୀର ବାୟୁମଣ୍ଡଳମାଲଟାଚୁଡ଼ାନୀଳକଣ୍ଠ ଦାସ୨୧୧୪୪୯ମି ଠୁ (ହ୍ୟାସଟ୍ୟାଗ)ମାଡ୍ରିଦଗୋବିନ୍ଦ ତ୍ରିପାଠୀଚକ୍ରବର୍ତ୍ତୀ ରାଜଗୋପାଳାଚାରୀପ୍ରତୀକ୍ଷାଶେୟାର ବଜାରଖୋର୍ଦ୍ଧାଦୀପାବଳୀକଟକଅଭିମନ୍ୟୁକାର୍ଲ ମାର୍କସଫତୁରାନନ୍ଦଥାଲାସେମିଆଉତ୍କଳ ସମ୍ମିଳନୀଶକୁନି (ମହାଭାରତ)ସୂର୍ଯ୍ୟଜ୍ଞାନକୋଷଫିନଲ୍ୟାଣ୍ଡକବିସୂର୍ଯ୍ୟ ବଳଦେବ ରଥନନ୍ଦ କିଶୋର ବଳଦୀନକୃଷ୍ଣ ଦାସଲିଙ୍ଗରାଜ ମନ୍ଦିରସିଲିକନବିଲ୍ ଗେଟ୍ସ୍ନନ୍ଦିନୀ ଶତପଥୀକ୍ରୋଏସିଆହଂକଂରାଶି ଓ ନକ୍ଷତ୍ରସୁରେନ୍ଦ୍ର ମହାନ୍ତିଆକ୍ରାଭର୍ତ୍ତୃହରି ମହତାବସିଦ୍ଧାନ୍ତ ମହାପାତ୍ରକୋଣାର୍କ ସୂର୍ଯ୍ୟ ମନ୍ଦିରଉଜବେକିସ୍ତାନଆଲବାନିଆଆଣ୍ଡ୍ରଏଡ଼ହିନା ରବାନି ଖରଫକୀର ମୋହନ ସେନାପତିକ୍ରିକେଟଏଡ୍ ସିରନ୍🡆 More