ଉତ୍ତମ ମହାନ୍ତି: ଓଡ଼ିଆ ଅଭିନେତା

ଉତ୍ତମ ମହାନ୍ତି ଭାରତର ଓଡ଼ିଶାରେ ଥିବା ଓଡ଼ିଆ ସିନେମା ଜଗତର ଜଣେ ଅଭିନେତା । ୧୯୭୭ ମସିହାରେ ସେ ଅଭିମାନ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଉତ୍ତମ ମହାନ୍ତି
ଅଭିମାନ କଥାଚିତ୍ର ପୋଷ୍ଟରରେ ଉତ୍ତମ ମହାନ୍ତି
ଅଭିମାନ କଥାଚିତ୍ର ପୋଷ୍ଟରରେ ଉତ୍ତମ ମହାନ୍ତି
ଜନ୍ମ (1958-12-23) ୨୩ ଡିସେମ୍ବର ୧୯୫୮ (ବୟସ ୬୫)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୦- ଏବେ ଯାଏଁ
ବୈବାହିକ-ସାଥୀଅପରାଜିତା ମହାନ୍ତି
ସନ୍ତାନବାବୁଶାନ୍

ପ୍ରାରମ୍ଭିକ ଜୀବନ

ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ ନେଇଥିଲେ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି ।

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ଜଣେ ଅଭିନେତା ।

ଚଳଚ୍ଚିତ୍ର ଜୀବନ

୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ପତିପତ୍ନୀ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କଲେ ।


ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
କଳ୍କୀ ଅବତାର ୧୯୯୯ ହର ପଟ୍ଟନାୟକ
ରୂପା ଗାଁର ସୁନାକନିଆଁ ୧୯୯୮ ରାଜୁ ମିଶ୍ର
ପୁଅ ମୋର ଭୋଳାଶଙ୍କର ୧୯୯୬ ହର ପଟ୍ଟନାୟକ
ସୁହାଗ ସିନ୍ଦୂର ୧୯୯୬ ହର ପଟ୍ଟନାୟକ
ଲକ୍ଷ୍ମଣ ରେଖା ୧୯୯୬ ମହମ୍ମଦ ମହସୀନ
ଯଶୋଦା ୧୯୯୬ ହର ପଟ୍ଟନାୟକ
କପାଳ ଲିଖନ ୧୯୯୨ ହର ପଟ୍ଟନାୟକ
ଭୀଷ୍ମ ପ୍ରତିଜ୍ଞା ୧୯୯୨ ରବି କିନ୍ନାଗୀ
ଏଇ ଆମ ସଂସାର ୧୯୯୨ ଶିଶିର ମିଶ୍ର
ପଞ୍ଚୁ ପାଣ୍ଡବ ୧୯୮୯ ଶିଶିର ମୋହନ ପତି
ପାପପୁଣ୍ୟ ୧୯୮୮ ସିଦ୍ଧାର୍ଥ
ପୂଜାଫୁଲ ୧୯୮୫ ଜେ. ଏଚ୍. ସତ୍ତାର
ସତ କେବେ ଲୁଚି ରହେନା ୧୯୮୫ ରମେଶ ମହାନ୍ତି
ସମୟ ବଡ଼ ବଳବାନ ୧୯୮୫ ଶିଶିର ମିଶ୍ର
ସହରୀ ବାଘ ୧୯୮୫ ମହମ୍ମଦ ମହସୀନ
ଦଣ୍ଡା ବାଳୁଙ୍ଗା ୧୯୮୪ ମହମ୍ମଦ ମହସୀନ
ଝିଅଟି ସୀତା ପରି ୧୯୮୩ ବିଧୁଭୁଷଣ ନନ୍ଦ
ଫୁଲ ଚନ୍ଦନ ୧୯୮୨ ମହମ୍ମଦ ମହସୀନ
ରାମାୟଣ ୧୯୮୦ ଗୋବିନ୍ଦ ତେଜ
ଅଭିମାନ ୧୯୭୭ ସାଧୁ ମେହେର

ମାନ ସମ୍ମାନ

ଆଧାର

ଅଧିକ ତଥ୍ୟ


Tags:

ଉତ୍ତମ ମହାନ୍ତି ପ୍ରାରମ୍ଭିକ ଜୀବନଉତ୍ତମ ମହାନ୍ତି ଚଳଚ୍ଚିତ୍ର ଜୀବନଉତ୍ତମ ମହାନ୍ତି ମାନ ସମ୍ମାନଉତ୍ତମ ମହାନ୍ତି ଆଧାରଉତ୍ତମ ମହାନ୍ତି ଅଧିକ ତଥ୍ୟଉତ୍ତମ ମହାନ୍ତିଅଭିମାନଓଡ଼ିଆ ସିନେମା ଜଗତଓଡ଼ିଶାଭାରତ

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ଭାଷା ଆନ୍ଦୋଳନବ୍ୟଞ୍ଜନ ବର୍ଣ୍ଣବୁଏନ୍ସ ଏଆରସହରେକୃଷ୍ଣ ମହତାବISBN (identifier)ଫୁଲ୍ଲୋରି ଓଷାଜୟୀରାମ ସାମଲସୁସ୍ମିତା ରଥରାଧାନାଥ ରାୟଜର୍ଜ କ୍ୟାଣ୍ଟର୧ ଅକ୍ଟୋବରମହାପାତ୍ର ନୀଳମଣି ସାହୁଏ. ପି. ଜେ. ଅବଦୁଲ କଲାମଭାରତୀୟ ଆଇନରେ ବ୍ୟଭିଚାରସୌମ୍ୟ ରଞ୍ଜନ ପଟ୍ଟନାୟକସୀସାଫାଇଜାବାଦ ରେଳ ଷ୍ଟେସନଓଡ଼ିଆ ଉଇକିପିଡ଼ିଆଢଗ ଢମାଳିଧଉଳିପବିତ୍ର ପାଣିଗ୍ରାହୀକର୍କଟ ରୋଗୟୁରି ଗାଗାରିନଉମେଶଚନ୍ଦ୍ର ସରକାରଅଟିଜିମ୍‌କାର୍ତ୍ତିକେୟଜାପାନବକ୍ସି ଜଗବନ୍ଧୁଅଷ୍ଟ୍ରେଲିଆଶିବହସ୍ତମୈଥୁନବ୍ରହ୍ମା ମନ୍ଦିର, ବିନ୍ଦୁସାଗରଯାଜପୁରଚିତ୍ତରଞ୍ଜନ ଦାସପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାରମାଗୁଣି ଚରଣ କୁଅଁରରୋମାନିଆଓଡ଼ିଶାର କଳାସଚ୍ଚିଦାନନ୍ଦ ରାଉତରାୟନିତ୍ୟାନନ୍ଦ ମହାପାତ୍ରସାପ୧୮୭୮ଧନୁଯାତ୍ରାକମ୍ପ୍ୟୁଟରଆପଲ କମ୍ପାନୀଗ୍ରହବିଶ୍ୱଜିତ ଦାସତାଜମହଲଗଜପତି ମହାରାଜାଶ୍ରୀ ଅରବିନ୍ଦନମିତା ଅଗ୍ରୱାଲଅକ୍ଷାଂଶରଶ୍ମି ରାଉଳଯୁକ୍ତରାଷ୍ଟ୍ର ଆମେରିକାମିଳିତ ଜାତିସଂଘଅଷ୍ଟ୍ରିଆଗଣେଶ ପୂଜାଭୂମିକମ୍ପରମାକାନ୍ତ ରଥରମାଦେବୀ ଚୌଧୁରୀଶର୍ଦ୍ଦିସମ୍ବାଦଗଙ୍ଗାଧର ରଥ୧ (ସଂଖ୍ୟା)ସାନ୍ତାଳ ଜନଜାତିକଳାପାହାଡ଼ପ୍ରୋଟାମିନ ସଲଫେଟରଜ🡆 More