ଯଶୋଦା

ଯଶୋଦା କୃଷ୍ଣଙ୍କ ପାଳିତା ମାତା ଓ ନନ୍ଦ ରାଜାଙ୍କର ପତ୍ନୀ ଥିଲେ । ବସୁଦେବ ପତ୍ନୀ ଦେବକୀ କାରାଗାରରେ ଓ ନନ୍ଦପତ୍ନୀ ଯଶୋଦା ଗୋପପୁରରେ ଏକ ସମୟରେ ଦୁଇଟି ସନ୍ତାନ ପ୍ରସବ କଲେ ୤ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଓ ଯଶୋଦାଙ୍କ ଗର୍ଭରୁ କନ୍ୟାରୂପରେ ମହାମାୟା ଜାତ ହେଲେ ୤ ଘାତକ କଂସଠାରୁ ପୁତ୍ରକୁ ରକ୍ଷା କରିବା ପାଇଁ ବସୁଦେବ ଶ୍ରୀକୃଷ୍ଣଙ୍କୁ ମଥୁରାରୁ ଘେନି ଯଶୋଦା ଅଚେତନା ଥିବା ଅବସ୍ଥାରେ ଯଶୋଦାଙ୍କ ଅନ୍ତୁଡ଼ିଶାଳରେ ରଖିଦେଇ, ସେଠାରୁ କନ୍ୟାଟିକୁ ଆଣି ଦେବକୀଙ୍କ ଅନ୍ତୁଡ଼ିଶାଳରେ ରଖିଦେଲେ ୤ ଏ ବିଷୟ ଯଶୋଦାଙ୍କୁ ଜଣା ନଥିଲା ୤ ଯଶୋଦା ଚେତନା ଲଭିବା ପରେ ଶ୍ରୀକୃଷ୍ଣଙ୍କୁ ଆପଣାର ପୁତ୍ର ଭାବି ପୁତ୍ରବତ୍ ପାଳନ କଲେ ୤ କଂସ ସକାଳୁ ଉଠି ଦେବକୀଙ୍କ ନିକଟରୁ ସେ କନ୍ୟାଟି ଆଣି (ତାଙ୍କୁ ଦେବକୀଗର୍ଭଜାତ ସନ୍ତାନ ମନେ କରି) ତାଙ୍କୁ ଧରି ଭୂଇଁରେ କଚାଡ଼ି ଦେବା ବେଳେ ସେ କନ୍ୟାଟି ଶୂନ୍ୟରେ ଉଭେଇ ଗଲା ୤

ଯଶୋଦା
ଯଶୋଦା
ସଂସ୍କୃତ ଅନୁବାଦଯଶୋଦା
ଅସ୍ତ୍ରNone

ଆଧାର

Tags:

କୃଷ୍ଣଦେବକୀବସୁଦେବ

🔥 Trending searches on Wiki ଓଡ଼ିଆ:

ଜଗଦୀଶ ମହାନ୍ତିଅଖିଳ ମୋହନ ପଟ୍ଟନାୟକପ୍ରାଚୀ ନଦୀଚୈତ୍ରବ୍ୟାଙ୍କସାରଳା ଦାସପୋଇମନମୋହନ ସାମଲବିଶ୍ୱନାଥ କରନଟବର ଶତପଥୀପବିତ୍ର ମୋହନ ଜେନାରାମଚନ୍ଦ୍ର ମିଶ୍ର୧୬ ମଇଜାପାନୀ ଭାଷାଜୀବାଣୁ ଭାଜିନୋସିସଶ୍ରୀନିବାସ ରାମାନୁଜନନବୀନ ପଟ୍ଟନାୟକହୃଷୀକେଶ ମଲ୍ଲିକଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଓଡ଼ିଶାରେ ଦେବୀପୂଜାର ଐତିହ୍ୟଭଣ୍ଡାରିପୋଖରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସିଦ୍ଧାନ୍ତ ମହାପାତ୍ରନିତ୍ୟାନନ୍ଦ ମହାପାତ୍ରପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଇତିହାସରାମଚନ୍ଦ୍ର ବେହେରାକୃଷ୍ଣପ୍ରସାଦ ମିଶ୍ରଖାରବେଳତେଲକୋଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୁପ୍ତେଶ୍ୱରଗୋପୀନାଥ ମହାନ୍ତିୟୁ ଟ୍ୟୁବଗୋଦାବରୀଶ ମିଶ୍ରନିତ୍ୟାନନ୍ଦ ଶତପଥୀଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପୃଥ୍ୱୀ (କ୍ଷେପଣାସ୍ତ୍ର)ମେଷ (ରାଶି)ପରିବାରଘରଆଇଜାକ ନିଉଟନଦୁର୍ଗାଆବ୍ରୋସିଟିନିବରମାଦେବୀ ଚୌଧୁରୀନାରୀବାଦଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓନବଗୁଞ୍ଜରନବଯୌବନ ବେଶଯକ୍ଷ୍ମାଭୂମିକମ୍ପଛାନ୍ଦସାନିଆ ମିର୍ଜାକବିସୂର୍ଯ୍ୟ ନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କୁନ୍ତଳା କୁମାରୀ ସାବତହାଡ଼ି ଦାସଲିଙ୍ଗରାଜ ମନ୍ଦିରପୁଷ୍ଟିସାରଇନଷ୍ଟାଗ୍ରାମବେଦସମ୍ବାଦ (ଖବରକାଗଜ)ଓଡ଼ିଶାର କଳାକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାପାଳଙ୍ଗଜଗନ୍ନାଥଙ୍କ ବେଶହୀରାକୁଦ ବନ୍ଧଇରା ମହାନ୍ତିପଞ୍ଚାୟତ ରାଜସ୍ତନ୍ୟପାନହିନ୍ଦୁସ୍ତାନ ପେଟ୍ରୋଲିୟମ୨ (ସଂଖ୍ୟା)ସୁନ୍ଦରଗଡ଼wiki.phtml🡆 More