ବଙ୍ଗଳା ଭାଷା

ବଙ୍ଗଳା ଭାଷା (/bɛnˈɡɔːli/), ଏହାର ଅନ୍ୟନାମ ବାଂଲା (UK: /ˈbʌŋlə/; বাংলা) ନାମରେ ମଧ୍ୟ ପରିଚିତ) ଏକ ଇଣ୍ଡୋ-ଆର୍ଯ୍ୟଗୋଷ୍ଠୀ ଭାଷା । ଏହା ପ୍ରାଥମିକ ଭାବେ ବଙ୍ଗାଳୀମାନଙ୍କଦ୍ୱାରା ଭାରତୀୟ ଉପମହାଦେଶରେ କଥିତ । ଏହା ବଙ୍ଗଳାଦେଶର ଉଭୟ ସରକାରୀ ଏବଂ ସର୍ବାଧିକ କଥିତ ଭାଷା ଏବଂ ହିନ୍ଦୀ ପରେ ଭାରତର ୨୨ଗୋଟି ସରକାରୀ ଭାଷା ମଧ୍ୟରୁ ଦ୍ୱିତୀୟ ବହୁଳ କଥିତ ଭାଷା ।

ବଙ୍ଗଳା
বাংলা Bangla
ବଙ୍ଗଳା ଭାଷା
ବଙ୍ଗଳା ଲିପିରେ ଲିଖିତ "ବଙ୍ଗଳା" ଶବ୍ଦ
Native toବାଁଲାଦେଶ, ଭାରତରେ ମୁଖ୍ୟତଃ ପଶ୍ଚିମବଙ୍ଗ, ପାକିସ୍ତାନ and significant communities in ୟୁନାଇଟେଡ କିଙ୍ଗଡମ, ଆମେରିକା, ପାକିସ୍ତାନ, ସାଉଦି ଆରବ, ମାଲେସିଆ, ସିଙ୍ଗାପୁର, ୟୁନାଇଟେଡ଼ ଆରବ ଏମିରଟ, ଅଷ୍ଟ୍ରେଲିଆ, ବର୍ମା, କାନାଡା
ଅଞ୍ଚଳବାଁଲାଦେଶ, ନେପାଳ, ପଶ୍ଚିମବଙ୍ଗ, ତ୍ରିପୁରା, ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆସାମ, ଝାଡ଼ଖଣ୍ଡ, ଓଡ଼ିଶା, ବିହାର. Widely spoken in ନୂଆ ଦିଲ୍ଲୀ, ମୁମ୍ବାଇ and ବେଙ୍ଗାଳୁରୁ. Prominent speakers in Pune, ହାଇଦ୍ରାବାଦ and ଚେନ୍ନାଇ.
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇରାନୀୟ
    • Iଇଣ୍ଡୋ-ଆର୍ଯ୍ୟ
      • ପୂର୍ବ
        • ଅହମିୟା-ବଙ୍ଗଳା
          • ବଙ୍ଗଳା
ବଙ୍ଗଳା ଲିପି
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ବଙ୍ଗଳା ଭାଷା ବଙ୍ଗଳାଦେଶ,
ବଙ୍ଗଳା ଭାଷା ଭାରତ (ପଶ୍ଚିମବଙ୍ଗ, ତ୍ରିପୁରା and ବାରାକ ଉପତ୍ୟକା) (ଆସାମର କାଛାର, କରିମଗଞ୍ଜ ଓ ହାଇଲାକାଣ୍ଡି)
Regulated byବଙ୍ଗଳା ଏକାଡେମୀ (ବଙ୍ଗଳାଦେଶ)
Paschimbanga Bangla Akademi (ପଶ୍ଚିମବଙ୍ଗ)
ଭାଷା କୋଡ୍
ISO ୬୩୯-୧bn
ISO ୬୩୯-୨ben
ISO ୬୩୯-୩ben
Linguasphere59-AAF-u (ସିଲହଟୀ ଆଦିକୁ ମିଶାଇ), ୩୦ଟି ପ୍ରକାର: 59-AAF-ua...59-AAF-uk
ବଙ୍ଗଳା ଭାଷା
ବଙ୍ଗଳା କଥିତ ଅଞ୍ଚଳ

ବଙ୍ଗଳାଦେଶର ସରକାରୀ ଜାତୀୟ ଭାଷା ଏହାର ଆଧୁନିକ ମାନକ ବଙ୍ଗଳା ବା ସାହିତ୍ୟ ବଙ୍ଗଳା । । ବଙ୍ଗଳାଦେଶର ୯୮% ଲୋକ ଅନର୍ଗଳ ନିଜ ମାତୃଭାଷା ଭାବେ ବଙ୍ଗଳାରେ କଥାବାର୍ତ୍ତା କରିପାରନ୍ତି ଓ ଏହା ଦେଶର ମୁଖ୍ୟ ଭାବ ବିନିମୟର ଭାଷା । ଭାରତ ମଧ୍ୟରେ ପଶ୍ଚିମବଙ୍ଗ, ତ୍ରିପୁରାଆସାମର ବରାକ ଉପତ୍ୟକାରେ ବଙ୍ଗଳା ସରକାରୀ ଭାଷା । ଏହା ଆସାମର ବ୍ରହ୍ମପୁତ୍ର ଉପତ୍ୟକାର ବିଭିନ୍ନ ଅଂଶରେ କଥିତ । ଏହାଛଡ଼ା ବହୁଳ ବଙ୍ଗୋପସାଗରରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏହା ପ୍ରଚଳିତ ଏବଂ ବିହାର, ଝାଡ଼ଖଣ୍ଡ, ମିଜୋରାମ, ନାଗାଲ୍ୟାଣ୍ଡଓଡ଼ିଶାରେ ଉଲ୍ଲେଖଯୋଗ୍ୟ ସଂଖ୍ୟାଲଘୁଙ୍କଦ୍ୱାରା କଥିତ । ବିଶ୍ୱବ୍ୟାପୀ ମୋଟ ପ୍ରାୟ ୨୫୦ – ୩୦୦ ମିଲିୟନ ଭାଷାଭାଷୀଙ୍କଦ୍ୱାରା କଥିତ ବଙ୍ଗଳା ଜନସଂଖ୍ୟା ଅନୁସାରେ ବିଶ୍ୱର ସପ୍ତମ ଅଧିକ କଥିତ ଭାଷା ।

ଆଧାର

ଅଧିକ ତଥ୍ୟ

Tags:

ବଙ୍ଗଳାଦେଶବଙ୍ଗାଳୀଭାରତଭାରତୀୟ ଉପମହାଦେଶହିନ୍ଦୀ

🔥 Trending searches on Wiki ଓଡ଼ିଆ:

ବ୍ୟଞ୍ଜନ ବର୍ଣ୍ଣବିଶ୍ୱ ସ୍ୱାସ୍ଥ୍ୟ ସଂଗଠନସୁଦଶା ବ୍ରତଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାଲାରି ସାଙ୍ଗରବି. ଆର. ଆମ୍ବେଦକରମାଣବସା ଗୁରୁବାରକ୍ରିକେଟଇଣ୍ଡିଆନ ପ୍ରିମିଅର ଲିଗଓଡ଼ିଆ ପତ୍ରିକା ଗୁଡ଼ିକର ତାଲିକା୧୨ ଅପ୍ରେଲଲାଟିନ ଭାଷାଇମରାନ ଖାଁପ୍ରସନ୍ନ ଆଚାର୍ଯ୍ୟଶ୍ରୀନିବାସ ରାମାନୁଜନବୈଦେହୀଶ ବିଳାସପାଇଥନ୍ (ପ୍ରୋଗ୍ରାମିଂ ଭାଷା)ଭୀମ ଭୋଇକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ୱାମୀ ବିବେକାନନ୍ଦକୁନ୍ଦୁଲି ଗଣଦୁଷ୍କର୍ମ ମାମଲାଜୈନ ଧର୍ମଦାଶରଥି ଦାସକୁମାରିଲ ଭଟ୍ଟଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରମୁଁ ରାଜା ତୁ ରାଣୀଭଗବତୀ ଦେଉଳମାଗୁଣିର ଶଗଡ଼ (କଥାଚିତ୍ର)କୁନ୍ତଳା କୁମାରୀ ସାବତବୈଶାଖନବଦୁର୍ଗାପୃଥିବୀଯଦୁନାଥ ଦାସ ମହାପାତ୍ରଓଡ଼ିଶାର କଳାଓଡ଼ିଶାର ଇତିହାସଶ୍ରୀରାଧାଜ୍ଞାନପୀଠ ପୁରସ୍କାରଚୈତ୍ରରଘୁବଂଶଜବାହରଲାଲ ନେହେରୁଅର୍ଜୁନ ଚରଣ ସେଠୀଓଡ଼ିଆ କବି ମାନଙ୍କର ତାଲିକାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଗଞ୍ଜାମ ଜିଲ୍ଲାଲୋକ ସଭାEntrectinibରାଜକିଶୋର ରାୟଚା’ଜୟ ଶ୍ରୀରାମକନ୍ଧମାଳ ଜିଲ୍ଲାସୀତା ବିବାହରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେସାଇ ଭୋସଲେହନୁମାନ ଜୟନ୍ତୀରୋହିତ ପୂଜାରୀପଦାର୍ଥକ୍ୟୁ. ଆର. କୋଡ଼ଗୁଣ୍ଡିଚା ମନ୍ଦିରବିଶ୍ୱଜିତ ଦାସଅଭିନେତ୍ରୀ (ନାରୀ କଳାକାର)ସୁଧାକର ନନ୍ଦକାରୁବାକୀଏକାଦଶୀଇନଷ୍ଟାଗ୍ରାମଦ୍ୱିତୀୟ ବିଶ୍ୱଯୁଦ୍ଧମିଳିମିଳାଓଡ଼ିଶାର ଭୂଗୋଳପାରିକୁଦ🡆 More