ମଣିଷ: ଜାତିର ସୂଚକ

ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।

ମଣିଷ
ଜୀବାଶ୍ମ କାଳ: 0.195–0 Ma
PreЄ
Є
O
S
D
C
P
T
J
K
Pg
N
ପରିପୁରଣ – ବର୍ତ୍ତମାନ
ମଣିଷ:  ଜାତିର ସୂଚକ
ପୁର୍ବସାଉଥ ଏସିଆର ମଣିଷମାନେ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Order: Primates
Suborder: Haplorhini
ଲଘୁବର୍ଗ: Simiiformes
Family: {{{1}}}
Genus: {{{1}}}
ଜାତି: H. sapiens
ବାଇନୋମିଆଲ ନାମ
Homo sapiens
Linnaeus, 1758
Subspecies

Homo sapiens idaltu White et al., 2003
Homo sapiens sapiens

ମଣିଷ:  ଜାତିର ସୂଚକ
Range of Homo sapiens (green)
Synonyms
Species synonymy
  • aethiopicus
    Bory de St. Vincent, 1825
  • americanus
    Bory de St. Vincent, 1825
  • arabicus
    Bory de St. Vincent, 1825
  • aurignacensis
    Klaatsch & Hauser, 1910
  • australasicus
    Bory de St. Vincent, 1825
  • cafer
    Bory de St. Vincent, 1825
  • capensis
    Broom, 1917
  • columbicus
    Bory de St. Vincent, 1825
  • cro-magnonensis
    Gregory, 1921
  • drennani
    Kleinschmidt, 1931
  • eurafricanus
    (Sergi, 1911)
  • grimaldiensis
    Gregory, 1921
  • grimaldii
    Lapouge, 1906
  • hottentotus
    Bory de St. Vincent, 1825
  • hyperboreus
    Bory de St. Vincent, 1825
  • indicus
    Bory de St. Vincent, 1825
  • japeticus
    Bory de St. Vincent, 1825
  • melaninus
    Bory de St. Vincent, 1825
  • monstrosus
    Linnaeus, 1758
  • neptunianus
    Bory de St. Vincent, 1825
  • palestinus
    McCown & Keith, 1932
  • patagonus
    Bory de St. Vincent, 1825
  • priscus
    Lapouge, 1899
  • proto-aethiopicus
    Giuffrida-Ruggeri, 1915
  • scythicus
    Bory de St. Vincent, 1825
  • sinicus
    Bory de St. Vincent, 1825
  • spelaeus
    Lapouge, 1899
  • troglodytes
    Linnaeus, 1758
  • wadjakensis
    Dubois, 1921

ପ୍ରଥମେ ଆଫ୍ରିକାରେ ପ୍ରାୟ ୨୮୦୦୦୦ ବର୍ଷ ଆଗରୁ ମଣିଷର ଆବିର୍ଭାବ ହୋଇଥିଲା । ସେ ଯୁଗରେ ପ୍ରଥମ ମଣିଷ ଓ ଆଜିର ଭିତରେ ଅନେକ ତଫାତ । ତାଙ୍କ ମୁଣ୍ଡ ତାଙ୍କ ଦେହ ତୁଳନାରେ ଖୁବ୍ ଛୋଟ ଥିଲା । ପରେ ପରେ ମଣିଷର କ୍ରମୋନ୍ନତି ହୋଇ ହୋଇ ଅନେକେ ଏବେ ଭାବୁଛନ୍ତି ଦିନ ଆସିବ ଯେତେବେଳେ ମଣିଷର ଦେହ ଅନୁପାତରେ ତା’ର ମୁଣ୍ଡ ଆହୁରି ବଢ଼ି ବଢ଼ି ଯିବ ।

ମଣିଷ ଶରୀର ରକ୍ତ, ମାଂସ ହାଡ଼, ମାଂସପେଶୀ ଓ ସ୍ନାୟୁମଣ୍ଡଳ ଆଦିକୁ ନେଇ ଗଠିତ ହୋଇଛି। ଏଥିରେ ମୁଖ୍ୟ ପାଞ୍ଚଟି ଅଙ୍ଗ ରହିଛି ଯଥା, ଆଖି, ନାକ, ପାଟି, କାନ ଓ ତ୍ୱଚା।

ଆଧାର

ଅଧିକ ତଥ୍ୟ


Tags:

🔥 Trending searches on Wiki ଓଡ଼ିଆ:

ଯକ୍ଷ୍ମାଜଳ ପ୍ରଦୂଷଣ୪ ଜାନୁଆରୀସାରଳା ଦାସଭୀମ ଭୋଇଭୁବନେଶ୍ୱରବଡ଼ଦିନକ୍ଲାଉଡ଼ ଟେକ୍ନୋଲୋଜିମନୋଜ ଦାସଙ୍କ କଥା ଓ କାହାଣୀବ୍ରାହ୍ମଣକର୍କଟ ରୋଗଶାନ୍ତନୁ କୁମାର ଆଚାର୍ଯ୍ୟଶବ୍ଦ (ଧ୍ୱନି)ଯୌନ ସମ୍ଭୋଗଜାତୀୟ ସଂସଦ (ଜାପାନ)୪ ଅପ୍ରେଲଧାତୁତ୍ରିକୋଣମିତିରାଜ୍ୟୟୁ ଟ୍ୟୁବକବିବିଶ୍ୱ ଘରଚଟିଆ ଦିବସ୧୯୮୮ଚକ୍ଷୁଗୋଲକ ଫାଟଭାରତର ଜାତୀୟ ପତାକାଲୁଣବୀର ସୁରେନ୍ଦ୍ର ସାଏରିକେଟଗ୍ରେଗୋରି ପାଞ୍ଜିନେପୋଲିୟନ ବୋନାପାର୍ଟ୧୪ ଅପ୍ରେଲଅଷ୍ଟଶମ୍ଭୁ ଶିବ ମନ୍ଦିର , ଭୁବନେଶ୍ୱରମିଳିତ ଜାତିସଂଘଅଭିମନ୍ୟୁ ସାମନ୍ତସିଂହାର୨୦୦୭୧ ସେପ୍ଟେମ୍ବରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବପୋଙ୍ଗଲଆଜରବାଇଜାନଛବିଳ ମଧୁ ବର୍ଣ୍ଣବୋଧପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭାସ୍କୋ ଡା ଗାମାଶିମିଳିପାଳ ଜାତୀୟ ଉଦ୍ୟାନସୁନା୨୦୨୨ ଫିଫା ବିଶ୍ୱକପ୍ଲୋକ ସଭାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଚୈତ୍ରରମାଦେବୀ ଚୌଧୁରୀନଦୀଚିକିତ୍ସା ବିଜ୍ଞାନ୧୯୫୩ରାଉରକେଲାବେଲ୧୧ ଫେବୃଆରୀଓଡ଼ିଆ ଖାଦ୍ୟଯମୁନାହୃଷୀକେଶ ପଣ୍ଡାଇଷ୍ଟ୍ରାଡେଫାଇଲିନଆଙ୍ଗୋଲାକୁଞ୍ଜବିହାରୀ ତ୍ରିପାଠୀଫତୁରାନନ୍ଦବିଜୁ ପଟ୍ଟନାୟକଓଡ଼ିଶାର ତହସିଲ ତାଲିକାଗୋପବନ୍ଧୁ ଦାସଓଡ଼ିଆ କଥାଚିତ୍ର ଜଗତ🡆 More