ପଞ୍ଜାବୀ ଉଇକିପିଡ଼ିଆ

ପଞ୍ଜାବୀ ଉଇକିପିଡ଼ିଆ (ପଞ୍ଜାବୀ: پنجابی وکیپیڈیا (ଶଃମୁଖୀ ଲିପରେ); ਪੰਜਾਬੀ ਵਿਕੀਪੀਡੀਆ (ଗୁରମୁଖୀ ଲିପିରେ)) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ପଞ୍ଜାବୀ ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍‌ସାଇକ୍ଲୋପିଡ଼ିଆ । ସମୁଦାୟ ଦୁଇଟି ପଞ୍ଜାବୀ ଉଇକିପିଡ଼ିଆ ସଂସ୍କରଣ ଅଛି | ପୂର୍ବ ପଞ୍ଜାବୀ ଉଇକିପିଡ଼ିଆ (ଗୁରମୁଖୀ ଲିପିରେ) ଏବଂ ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ (ଶଃମୁଖୀ ଲିପିରେ) ।

Favicon of Wiki ପଞ୍ଜାବୀ ଉଇକିପିଡ଼ିଆ ପଞ୍ଜାବୀ ଉଇକିପିଡ଼ିଆ
ପଞ୍ଜାବୀ ଉଇକିପିଡ଼ିଆ
ପଞ୍ଜାବୀ ଉଇକିପିଡ଼ିଆ
ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ ଲୋଗୋ (ଉପର) ଏବଂ ପୂର୍ବ ପଞ୍ଜାବୀ ଉଇକିପିଡ଼ିଆ ଲୋଗୋ (ତଳ)
ୟୁ.ଆର.ଏଲpa.wikipedia.org
pnb.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରଇଣ୍ଟରେନେଟରେ ଥିବା ଜ୍ଞାନକୋଷ
ମିଳୁଥିବା ଭାଷାପଞ୍ଜାବୀ
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution-ShareAlike 3.0 and GFDL, Media licensing varies
ମାଲିକଉଇକିମିଡ଼ିଆ ଫାଉଣ୍ଡେସନ
ଏବେକାର ସ୍ଥିତିଚାଲୁଅଛି

ପୂର୍ବ ପଞ୍ଚାବୀ ଉଇକିପିଡ଼ିଆ

ପୂର୍ବ ପଞ୍ଚାବୀ ଉଇକିପିଡ଼ିଆ ଜୁନ୍ ୩, ୨୦୦୨ରେ ଆରମ୍ଭ ହୋଇଥିଲା କିନ୍ତୁ ପ୍ରଥମ ତିନୋଟି ଲେଖା କେବଳ ଅଗଷ୍ଟ ୨୦୦୪ରେ ଲେଖାଯାଇଥିଲା । ଜୁଲାଇ ୨୦୧୨ରେ ଏହି ଉଇକିପିଡ଼ିଆର ପ୍ରସଙ୍ଗ ସଂଖ୍ୟା ୨୪୦୦ରେ ପହଞ୍ଚିଥିଲା ।

ଅଗଷ୍ଟ ୨୦୧୨ଠାରୁ, ଏହାର ବିଶ୍ୱ ସ୍ତରରେ ପ୍ରାୟ ୨୬ ନିୟୁତ ପାଠକ ଅଛନ୍ତି ।

୨୮ ଜୁଲାଇ ୨୦୧୨ରେ ଲୁଧିଆନାଠାରେ ପ୍ରଥମ ପଞ୍ଜାବୀ ଉଇକିପିଡ଼ିଆ କର୍ମଶାଳା ସଂଗଠିତ ହୋଇଥିଲା । ଅଗଷ୍ଟ ୧୬, ୨୦୧୨ରେ ଅନ୍ୟ ଏକ କର୍ମଶାଳା ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିଲା । ଏହି ଦୁଇଟି କର୍ମଶାଳରେ ଉଇକିପିଡ଼ିଆ ବିଷୟରେ ସମ୍ୟକ ଜ୍ଞାନ ପ୍ରଦାନ କରାଯିବା ସହିତ ସମ୍ପାଦନା ଶୈଳୀ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା ।

ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ

ପଞ୍ଜାବୀ ଉଇକିପିଡ଼ିଆ 
ପଞ୍ଜାବୀ ଭାଷା ଲେଖକ ଅନୱାର ମାସୁଦ ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆର ଶୁଭାରମ୍ଭରେ ଲେଖିଥିବା ଏକ ଚିଠି ।

ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ ୨୪ ଅକ୍ଟୋବର ୨୦୦୮ରେ ଉଇକିମିଡ଼ିଆ ଇନକ୍ୟୁବେଟର ମାଧ୍ୟମରେ ଆରମ୍ଭ ହୋଇଥିଲା ଏବଂ ଏହାର ଡୋମେନ୍ ଅଗଷ୍ଟ ୧୩, ୨୦୦୯ରେ ସୃଷ୍ଟି ହୋଇଥିଲା । ଇସଲାମାବାଦର ଜଣେ କଲେଜ ପ୍ରଫେସର ଖାଲିଦ ମହମ୍ମଦ ଏହି ପ୍ରକଳ୍ପର ନେତୃତ୍ୱ ନେଇଥିଲେ।

ଆଧାର

ବାହାର ଆଧାର

Tags:

ପଞ୍ଜାବୀ ଉଇକିପିଡ଼ିଆ ପୂର୍ବ ପଞ୍ଚାବୀ ଉଇକିପିଡ଼ିଆପଞ୍ଜାବୀ ଉଇକିପିଡ଼ିଆ ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ ଆଧାରପଞ୍ଜାବୀ ଉଇକିପିଡ଼ିଆ ବାହାର ଆଧାରପଞ୍ଜାବୀ ଉଇକିପିଡ଼ିଆpa:pnb:ଉଇକିପିଡ଼ିଆଉଇକିମିଡ଼ିଆ ଫାଉଣ୍ଡେସନପଞ୍ଜାବୀ ଭାଷା

🔥 Trending searches on Wiki ଓଡ଼ିଆ:

ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟକ୍ରୋଏସିଆଉଇକିଡାଟାଓଡ଼ିଶାର ଦୋଳଯାତ୍ରାଗୁଗଲଡୋନାଲ୍ଡ ଟ୍ରମ୍ପଦକ୍ଷିଣ କୋରିଆରାଣୀ ଲକ୍ଷ୍ମୀବାଈନରେନ୍ଦ୍ର ମୋଦୀ୧୧୫୨ଗୁରୁକିଲୋଗ୍ରାମଓଡ଼ିଶା ସରକାରଆର୍ମେନିଆରେବତୀ (କ୍ଷୁଦ୍ରଗଳ୍ପ)୧୨୭୪ପରିମେୟ ସଂଖ୍ୟା୪ ଅଗଷ୍ଟବିଜ୍ଞାନସର୍ବପଲ୍ଲୀ ରାଧାକୃଷ୍ଣନଅଲାରନାଥ ମନ୍ଦିରଶ୍ରୀରାଧାଏଷ୍ଟୋନିଆଗୋପୀନାଥ ମହାନ୍ତିପଦାର୍ଥଲକ୍ଷ୍ମୀକାନ୍ତ ମହାପାତ୍ରଶେୟାର ବଜାରଅବକାଶ ବେଶନରୱେହେପାଟାଇଟିସଓଡ଼ିଆ ଖବରକାଗଜ ତାଲିକାଜାପାନବଳଭଦ୍ର ମାଝୀଭାରତୀୟ ଭୋଜନ୧୬୧୬ବୀର ସୁରେନ୍ଦ୍ର ସାଏପାର୍ବତୀ ଘୋଷଇଟାଲୀକୋରିଆ ଯୁଦ୍ଧଯୁଗଳ କିଶୋର ପଟ୍ଟନାୟକରଜିୟା ସୁଲତାନରୋହିଙ୍ଗିଆ ଗଣହତ୍ୟାନୀଳକଣ୍ଠ ଦାସଜଗନ୍ନାଥ ଦାସସିଙ୍ଗାପୁରଲସ ଏଞ୍ଜଲେସ ଲେକର୍ସଇଂରାଜୀ ଭାଷାବିଭିନ୍ନ ପ୍ରକାର ଶାଗର ତାଲିକାସୁଡୋଏଫେଡ୍ରିନଗୌତମ ବୁଦ୍ଧମିଆଁମାରପ୍ୟାରିସ୭ ମାର୍ଚ୍ଚମାଙ୍ଗାନିଜଖଣ୍ଡଗିରି ମେଳାଖୋର୍ଦ୍ଧାମାଡ୍ରିଦନ୍ୟୁରୋଏଣ୍ଡୋକ୍ରାଇନ ଅର୍ବୁଦପାରାସେଟାମୋଲଉତ୍ତର କୋରିଆଗ୍ରେଟା ଟୁନବର୍ଗଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରଲୋକ ସଭାଜର୍ମାନୀହିନ୍ଦୁଟୁକୁନି ସାହୁନରେନ ପଲେଇ୧୭୫୨ଜ୍ୟାମିତିଓଡ଼ିଆ ସାହିତ୍ୟ🡆 More