କଳ୍କୀ ଅବତାର: ୧୯୯୯ର ଓଡ଼ିଆ କଥାଚିତ୍ର

କଳ୍କୀ ଅବତାର,୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଶାନ୍ତ ନନ୍ଦ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

କଳ୍କୀ ଅବତାର
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକପ୍ରଶାନ୍ତ ମହାପାତ୍ର
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟହର ପଟ୍ଟନାୟକ
କାହାଣୀହର ପଟ୍ଟନାୟକ
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ସିଦ୍ଧାନ୍ତ ମହାପାତ୍ର
ରଚନା ବାନାର୍ଜୀ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୯ ଅପ୍ରେଲ ୧୯୯୯
ଦେଶକଳ୍କୀ ଅବତାର: ୧୯୯୯ର ଓଡ଼ିଆ କଥାଚିତ୍ର ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ । ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଦେବୁ ବୋଷ, ହର ପଟ୍ଟନାୟକ, ଜୟୀରାମ ସାମଲ ଆଦି କଳାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟରେ

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ଚୁମ୍ବନରାଧାଲଳିତା (୧୯୪୯ର ସିନେମା)କଣ୍ଡୋମଶ୍ୟାମସୁନ୍ଦର କରରାମାୟଣଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଯୌନ ସମ୍ଭୋଗଫୁଲ୍ଲୋରି ଓଷାଶ୍ରାଦ୍ଧଅଶୋକାଷ୍ଟମୀକବିସୂର୍ଯ୍ୟ ବଳଦେବ ରଥଅଚ୍ୟୁତାନନ୍ଦ ଦାସମିଳିତ ଜାତିସଂଘଓଡ଼ିଆ ରାମାୟଣବିଜୁ ପଟ୍ଟନାୟକଭାରତୀୟ ମୁଦ୍ରାସୁଚିତ୍ରା ପାଣିଗ୍ରାହୀଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଗୋଲୋକ ବିହାରୀ ଧଳ୧୯୬୭କମ୍ପ୍ୟୁଟରହିମାଳୟାନ ଏକ୍ସପ୍ରେସୱେକାସ୍ପିଆନ ସାଗରମାସ୧୩୮୫ସାଲବେଗନମିତା ଅଗ୍ରୱାଲଓମ'ଙ୍କ ନିୟମ୩୧ ମାର୍ଚ୍ଚସଂଯୁକ୍ତା ରାଉତନୂତନ ବର୍ଷ୬ ଫେବୃଆରୀଜାପାନୀ ଭାଷାକାଳୀଚରଣ ପଟ୍ଟନାୟକକୁଟୁରାସରଳା ଦେବୀରୁକ୍ମଣୀ୧୯୭୯ଓମାନଧଉଳିପଣସଆଧୁନିକ କଥା ସାହିତ୍ୟ (ଉପନ୍ୟାସ)ହରେ କୃଷ୍ଣରଥଯାତ୍ରାବିଜୟ ମିଶ୍ରଶ୍ରୀନିବାସ ରାମାନୁଜନରଜନୀ ରଞ୍ଜନଡାଇଭର୍ଟିକୁଲାଇଟିସ୍ମୋଗଲ ସାମ୍ରାଜ୍ୟଯୋଗକାର୍ଲ ମାର୍କସବିଭୂତି ପଟ୍ଟନାୟକଓଡ଼ିଶାର କଳାଅଷ୍ଟଭୁଜଇନ୍ଦିରା ଗାନ୍ଧୀବୀଣାପାଣି ମହାନ୍ତିଓଡ଼ିଆ କବି ମାନଙ୍କର ତାଲିକାପ୍ରଯୁକ୍ତି ବିଦ୍ୟାସୁକନ୍ୟା ସମୃଦ୍ଧି ଯୋଜନାପୌଷ ପୂର୍ଣ୍ଣିମାଜୟ ଜଗନ୍ନାଥମାଟିର ମଣିଷ (ଉପନ୍ୟାସ)ହରେକୃଷ୍ଣ ମହତାବ୧୮୭୮ଓଡ଼ିଆ ଭାଗବତପଠାଣି ସାମନ୍ତ🡆 More