ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀ

ଭଣ୍ଡାରିପୋଖରୀ (କ୍ରମିକ ସଂଖ୍ୟା: ୪୩) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭଣ୍ଡାରିପୋଖରୀ ବ୍ଳକ ଓ ବନ୍ତ ବ୍ଳକ ।

ଭଣ୍ଡାରିପୋଖରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୦୨,୨୩୨
ଜିଲ୍ଲା: ଭଦ୍ରକ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଭଦ୍ରକ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁବ୍ରତ କୁମାର ଦାସଙ୍କଠାରୁ ୩୪୦୯୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବଦ୍ରୀ ନାରାୟଣ ଧଳଙ୍କଠାରୁ ୨୦,୪୧୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଭଣ୍ଡାରିପୋଖରୀ
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରଫୁଲ୍ଲ ସାମଲ ୬୦,୨୫୦ ୪୪.୩୭ -
କଂଗ୍ରେସ ବଦ୍ରି ନାରାୟଣ ଧଳ ୩୯,୮୪୦ ୨୯.୩୪ -
ଭାଜପା ମନମୋହନ ସାମଲ ୨୧,୧୬୦ ୧୫.୫୮ -
ସ୍ୱାଧୀନ ଉଦୟ ନାରାୟଣ ନନ୍ଦ ୧୨,୧୧୭ ୮.୯୨ -
ସମୃଦ୍ଧ ଓଡ଼ିଶା ନିର୍ମଳ ବିଶ୍ୱାଳ ୧,୩୯୩ ୧.୦୩ -
ବସପା ପ୍ରଶାନ୍ତ କୁମାର ସ୍ୱାଇଁ ୧,୦୩୭ ୦.୭୬ -
ଭୋଟ ବ୍ୟବଧାନ ୨୦,୪୧୦ ୧୫୦୩* -
ମତଦାନ ହାର ୧,୩୫,୭୯୯ ୭୩.୧୧ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୭୪ରୁ ୨୦୦୯ ମଧ୍ୟରେ ମୋଟ ୯ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାଭଦ୍ରକ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ଛବିଳ ମଧୁ ବର୍ଣ୍ଣବୋଧକଳିଙ୍ଗ ଯୁଦ୍ଧସଚ୍ଚିଦାନନ୍ଦ ରାଉତରାୟଗଣ୍ଡାପଠାଣି ସାମନ୍ତ୪ ଅପ୍ରେଲବୈଦେହୀଶ ବିଳାସଜୀବ ବିଜ୍ଞାନରଥଯାତ୍ରାବୀଣାପାଣି ମହାନ୍ତିବିଜୟ ମିଶ୍ରଅମରପୋଇଅଶ୍ୱିନୀ କୁମାର ଘୋଷରମାଦେବୀ ଚୌଧୁରୀରାଧାରାଣୀ ପଣ୍ଡାଚନ୍ଦ୍ରଗୁପ୍ତଫାଲଗୁନଫକୀର ମୋହନ ସେନାପତି୨୦୦୬ଓଡ଼ିଆ ସାହିତ୍ୟର ଇତିହାସହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଶାନ୍ତନୁ କୁମାର ଆଚାର୍ଯ୍ୟମହୁମାଛିଇଟାଲୀସାହି ଯାତଭଗବତ ଗୀତାସାରଳା ଦାସଶାରଳା ପୁରସ୍କାରଜଗଦୀଶ ମହାନ୍ତିବିଶ୍ୱନାଥ କରଟିକୋନାଜୋଲଜଳ ପ୍ରଦୂଷଣମାୟାଧର ମାନସିଂହ୨୦୦୭ଶକ୍ତି ପୀଠରସାୟନ ବିଜ୍ଞାନଫତୁରାନନ୍ଦରାଧାମୋହନ ଗଡ଼ନାୟକରତ୍ନାକର ଚଇନି୨୦୧୪କିଶୋରୀ ଚରଣ ଦାସମଙ୍ଗଳା ମନ୍ଦିର୧୧ ଅପ୍ରେଲନନ୍ଦିଘୋଷଶୁକ୍ରଦୀନକୃଷ୍ଣ ଦାସମନମୋହନ ସାମଲଗୋପୀନାଥ ନନ୍ଦପଖାଳଯୋଗGlobe ruptureକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାବ୍ରହ୍ମୋତ୍ରୀ ମହାନ୍ତିହଂକଂଏ. ପି. ଜେ. ଅବଦୁଲ କଲାମଆଶ୍ୱିନବଣ୍ଡ (ଅର୍ଥ)ବ୍ରାଉଜରଭାରତର ସଂସ୍କୃତିମାଲଟାଓଡ଼ିଆ ଭାଗବତପାର୍ବତୀକପିଳେନ୍ଦ୍ର ଦେବରାଜକିଶୋର ରାୟଭାନୁଜୀ ରାଓଭାରତର ଜାତୀୟ ପତାକା୨୦୨୨ ଫିଫା ବିଶ୍ୱକପ୍ନୀଳକଣ୍ଠ ଦାସ🡆 More