ଅଭିନେତା ହରିହର ମହାପାତ୍ର: ଓଡ଼ିଆ ଅଭିନେତା

ହରିହର ମହାପାତ୍ର, ଜଣେ ଜଣାଶୁଣା ଓଡ଼ିଆ ଅଭିନେତା । ବ୍ୟଙ୍ଗ ଅଭିନୟ ପାଇଁ ସେ ବିଶେଷ ଭାବରେ ପରିଚିତ । ଚଳଚ୍ଚିତ୍ର ବ୍ୟତିତ ରଙ୍ଗମଞ୍ଚ ଓ ଦୂରଦର୍ଶନରେ ମଧ୍ୟ ସେ ଅଭିନୟ ଓ ନିର୍ଦ୍ଦେଶନା କରନ୍ତି ।

ହରିହର ମହାପାତ୍ର
ଅଭିନେତା ହରିହର ମହାପାତ୍ର: ଓଡ଼ିଆ ଅଭିନେତା
ଜନ୍ମ (1975-12-23) ୨୩ ଡିସେମ୍ବର ୧୯୭୫ (ବୟସ ୪୮)
ଜାତୀୟତାଅଭିନେତା ହରିହର ମହାପାତ୍ର: ଓଡ଼ିଆ ଅଭିନେତା ଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ପ୍ରସିଦ୍ଧିଅଭିନେତା
ବୈବାହିକ-ସାଥୀମୋନାଲିସା ମହାପାତ୍ର
ସନ୍ତାନତାବିସି ତନୟା ମହାପାତ୍ର
ପିତାମାତାଭଗବାନ ମହାପାତ୍ର
ପାର୍ବତୀ ମହାପାତ୍ର
ଦସ୍ତଖତ
ଅଭିନେତା ହରିହର ମହାପାତ୍ର: ଓଡ଼ିଆ ଅଭିନେତା

ହରିହର ମହାପାତ୍ର, ୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମହାପାତ୍ର ଓ ମାତାଙ୍କ ନାମ ପାର୍ବତୀ ମହାପାତ୍ର ଅଟେ । ପିଲାଦିନରୁ ତାଙ୍କର ନାଟକ ଓ ଅଭିନୟ ପ୍ରତି ଦୂର୍ବଳତା ରହିଥିଲା । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ଅଭିନୟ ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ, ସେ ଅଭିନୟକୁ ନିଜର ପେଷାଭାବରେ ଗ୍ରହଣ କରିଛନ୍ତି ।

ଅଭିନୟ ଜୀବନ

ହରିହର ମହାପାତ୍ର ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସତମିଛ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଆଧାର

ବାହାର ଆଧାର

Tags:

🔥 Trending searches on Wiki ଓଡ଼ିଆ:

ସ୍ୱର ବର୍ଣ୍ଣତ୍ରିନାଥ ନାଏକରାମଚନ୍ଦ୍ର ବେହେରାଅମର ପ୍ରସାଦ ଶତପଥୀସକ୍ରେଟିସଦାଶରଥୀ ଜେନାଗଣନ ସଂଖ୍ୟାରାମ୍ବୁଟାନ୍କ୍ୟୁ. ଆର. କୋଡ଼ନୀଳକଣ୍ଠ ଦାସମେଘନାଦ ପ୍ରାଚୀର୧୮୮୨୧୦ ଫେବୃଆରୀଅବକାଶ ବେଶସାହାଣମେଲାଓଡ଼ିଶାରେ କୋଭିଡ-୧୯ ମହାମାରୀବିଭୂତି ପଟ୍ଟନାୟକପରେଶ କୁମାର ପଟ୍ଟନାୟକରଘୁନାଥ ମୁର୍ମୁଶାନ୍ତନୁ କୁମାର ଆଚାର୍ଯ୍ୟଚିନ୍ତାମଣି ବେହେରାପରିମେୟ ସଂଖ୍ୟାଯୋଗକୁପୋଷଣଇଉକାଲିପଟାସ୍ହରଣ (ଗଣିତ)ଭାସ୍କୋ ଡା ଗାମା୧୭ ଫେବୃଆରୀସତ୍ରାଜିତ୍‌୯୨୪ଶିବସଂଘମିତ୍ରା ମିଶ୍ରପଞ୍ଚାନନ ମିଶ୍ରଗନରିଆକାଞ୍ଚି ଅଭିଯାନଗରୁଡ଼ଦୁଦୁରାବିଶ୍ୱଜିତ ଦାସବଉଳପାନଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଓଡ଼ିଶୀମହାପ୍ରସାଦଓଡ଼ିଶାର ଇତିହାସପାଞ୍ଜିକରୀନା କପୁରସମ୍ବାଦରସାବଳିରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଉଇକିପିଡ଼ିଆସୁଧାଂଶୁବାଳା ହାଜରାସତ୍ୟଭାମାଅସହଯୋଗ ଆନ୍ଦୋଳନରଜଦିବ୍ୟସିଂହ ଦେବସୁରମା ପାଢ଼ୀବିଜୟ ମିଶ୍ରସୁରେନ୍ଦ୍ର ମହାନ୍ତିହାଡ଼ଫୁଟି୨୩ ସେପ୍ଟେମ୍ବରଛେନାଝିଲିଗୋପାଳ (ଜାତି)ଓଡ଼ିଆ ଖାଦ୍ୟଗୋପବନ୍ଧୁ ଦାସ୧୯୦୦ରାମ ନବମୀଇସ୍ରାଏଲଫନୀ ମହାନ୍ତିପିଠାମୂଷାକାନୀଫଣୀଶ୍ୱର ନାଥ 'ରେଣୁ'କବାଟଓଡ଼ିଆ ନାଟକ🡆 More