ଫନୀ ମହାନ୍ତି: ଓଡ଼ିଆ କବି

ଫନୀ ମହାନ୍ତି (ଜନ୍ମ ୨୫ ଜାନୁଆରୀ ୧୯୪୪) ମସିହାରେ ଜନ୍ମିତ ଜଣେ ଓଡ଼ିଆ କବି । ତାଙ୍କ କବିତା ସଂକଳନ ମୃଗୟା ପାଇଁ, ସେ ୨୦୦୯ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।

ଫନୀ ମହାନ୍ତି
Phani Mohanty at Salandi Book Fair, Bhadrak in 2023
୨୦୨୩ ମସିହାର ସାଳନ୍ଦୀ ପୁସ୍ତକ ମେଳାରେ ଫନୀ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ (1944-01-25) ୨୫ ଜାନୁଆରୀ ୧୯୪୪ (ବୟସ ୮୦)
ଫକୀରପଡ଼ା, ଖୋର୍ଦ୍ଧା ଜିଲ୍ଲା
ବୃତ୍ତିକବି
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିମୃଗୟା
ବିଶାଦଯୋଗ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ରଚନାବଳୀ

ଗତ ଚାରି ଦଶନ୍ଧିର ସାହିତ୍ୟିକ ଜୀବନ ଭିତରେ ସେ ବହୁ କବିତା ରଚନା କରିଯାଇଛନ୍ତି । କବିତା ବ୍ୟତିତ ସେ ବହୁ ଗବେଷଣାଧର୍ମୀ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି ।ତାଙ୍କ ପ୍ରମୁଖ ରଚନାଗୁଡ଼ିକ ହେଲା

  • ଅହଲ୍ୟା, ୧୯୯୬
  • ମାୟା ଦର୍ପଣ, ୧୯୯୨
  • ପ୍ରିୟତମା, ୧୯୯୧
  • ରୁଚିର ନାଗର, ୧୯୯୦
  • ସ୍ୱୟ ବଂର, ୧୯୮୧
  • କାଳସର୍ପ, ୧୯୭୮ (କ୍ଷୁଦ୍ରଗଳ୍ପ)
  • ମାନଚିତ୍ର, ୧୯୭୩
  • ବିଷାଦ ଯୋଗ
  • ରୁନୁ ପାଇଁ କବିତା
  • ଲୋକଟିଏ
  • ଦିନେ ଦିନେ
  • ଅର୍ଦ୍ଧନାରୀଶ୍ୱର
  • ରୁବି ପାଇଁ କେତୋଟି କବିତା
  • ଦ୍ୱିତୀୟ ଇଶ୍ୱର
  • ଚିତ୍ର ପ୍ରତିମା


ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ (ବିଶାଦଯୋଗ)
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୦୭ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
  • ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର, ୨୦୨୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
  • ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୪ (୩୦ତମ ଭୁବନେଶ୍ୱର ପୁସ୍ତକମେଳା)
  • ଗୋକର୍ଣ୍ଣିକା ସମ୍ମାନ

ଆଧାର

ବାହାର ଆଧାର

  • ଫନୀ ମହାନ୍ତି: ରଚନାବଳୀ, ପୁରସ୍କାର ଓ ସମ୍ମାନ, ଆଧାର  ଉଇକିମିଡ଼ିଆ କମନ୍ସରେ Phani Mohanty-ସମ୍ପର୍କିତ ମିଡ଼ିଆ

Tags:

ଫନୀ ମହାନ୍ତି ରଚନାବଳୀଫନୀ ମହାନ୍ତି ପୁରସ୍କାର ଓ ସମ୍ମାନଫନୀ ମହାନ୍ତି ଆଧାରଫନୀ ମହାନ୍ତି ବାହାର ଆଧାରଫନୀ ମହାନ୍ତିଓଡ଼ିଆକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ

🔥 Trending searches on Wiki ଓଡ଼ିଆ:

ମାୟାଧର ମାନସିଂହଜୟ ଜଗନ୍ନାଥଝାରସୁଗୁଡା - ବିଜୟନଗରମ୍ ରେଳପଥବନ୍ଦେ ଉତ୍କଳ ଜନନୀପିଙ୍କି ପ୍ରଧାନମଣିଷସପ୍ତର୍ଷିଲକ୍ଷ୍ମୀକାନ୍ତ ମହାପାତ୍ର୨୭ ଅପ୍ରେଲନୂତନ ବର୍ଷଲିଙ୍ଗରାଜ ମନ୍ଦିରରାଧାନାଥ ରାୟଭାଷାଶିବାଜୀଜବାହରଲାଲ ନେହେରୁହିଙ୍ଗୁଳା ମନ୍ଦିରରେବତୀ (କ୍ଷୁଦ୍ରଗଳ୍ପ)ଫେସବୁକରାମକୃଷ୍ଣ ନନ୍ଦବାଲ୍ମିକୀନଅଙ୍କ ଦୁର୍ଭିକ୍ଷହିନ୍ଦୀଅପର୍ଣ୍ଣା ମହାନ୍ତିଆହେ ଦୟାମୟ ବିଶ୍ୱ ବିହାରୀମହାବୀର ଜୈନDemocratic Republic of the Congoଧର୍ମେନ୍ଦ୍ର ପ୍ରଧାନଭିକାରୀ ବଳଜଳ ପ୍ରଦୂଷଣଦଣ୍ଡ ନାଚଇରା ମହାନ୍ତିଗୁଗଲଧ୍ରୁବୀୟ ଜ୍ୟୋତିଓଡ଼ିଶାର ଜଣାଶୁଣା ଲୋକଙ୍କ ତାଲିକାରାଜକୀୟ ସ୍ପର୍ଶ୧୧ ଅପ୍ରେଲwiki.phtmlଉତ୍କଳ ଦିବସଓଡ଼ିଆ ନବବର୍ଷରାଜ୍ୟ ସଭା୩ ଅପ୍ରେଲଗୁରୁପ୍ରସାଦ ମହାନ୍ତିନାରଦ୩ ଡିସେମ୍ବର୨୧ ଅପ୍ରେଲମଧ୍ୟ ପ୍ରଦେଶଚିଲିକା (କବିତା)ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାନୀଳମଣି ବିଦ୍ୟାରତ୍ନଦଶରଥରୁକୁଣା ରଥଯାତ୍ରାସ୍ୱର ବର୍ଣ୍ଣହିନ୍ଦୁ ମନ୍ଦିର ସ୍ଥାପତ୍ୟକଳାଚାଣକ୍ୟଭାରତ ସରକାରଓଡ଼ିଆ ଲିପିକୋରାପୁଟଲିଓ ଟଲଷ୍ଟୟଇଣ୍ଟରନେଟପୁରିମାଗୁଣିର ଶଗଡ଼ବାରବାଟି ଦୁର୍ଗଶକୁନି (ମହାଭାରତ)ଜୟଦ୍ରଥ ସୁନାବୌଦ୍ଧ ଜିଲ୍ଲାମନୋଜ ଦାସଶବ୍ଦ (ପଦ)ଭଗବତ ଗୀତାବ୍ରାହ୍ମ ସମାଜଗୌରହରି ଦାସଦ୍ଵାରକାଧୀଶ ମନ୍ଦିର🡆 More