ଗଣିତ ହରଣ

ଭାରତୀୟ ସଂଖ୍ୟା ପ୍ରଣାଳୀରେ ଗଣିତର ଚାରୋଟି ମୌଳିକ କ୍ରିୟା ମଧ୍ୟରୁ ହରଣ ଅନ୍ୟତମ । ଅନ୍ୟ ତିନୋଟି ହେଲେ; ମିଶାଣ, ଫେଡାଣ ଓ ଗୁଣନ । ପ୍ରକାରାନ୍ତରେ, ହରଣ ପ୍ରକ୍ରିୟାରେ ମୂଳ ସଂଖ୍ୟାରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ବାରମ୍ବାର ଫେଡାଣ କରାଯାଏ । ଗାଣିତିକ ସଂକେତରେ ଏହି ପ୍ରକ୍ରିୟା ÷ ଚିହ୍ନଦ୍ୱାରା (କଂପ୍ୟୁଟର ପଦ୍ଧତିରେ / ଦ୍ୱାରା) ପ୍ରକାଶିତ । ଉଦାହରଣ ସ୍ୱରୂପ, ୧୨ ÷ ୩ = ୪ (ଏଠାରେ ୧୨ରୁ ୩କୁ ବାରମ୍ବାର ଫେଡିଦିଆଗଲା । ଦୁଇଟି ରାଶି ମଧ୍ୟରେ ହରଣ କଲାବେଳେ ପ୍ରଥମେ ଭାଜ୍ୟ ଏବଂ ପରେ ଭାଜକକୁ ଲେଖାଯାଏ । ଯେପରିକି, ୧୨ ÷ ୩= ୪ ରେ, ୧୨ ହେଉଛି ଭାଜ୍ୟ, ୩ ହେଉଛି ଭାଜକ ଏବଂ ୪ ହେଉଛି ଭାଗଫଳ ।

ହରଣର ଧର୍ମ ସମୂହ

ହରଣ ପ୍ରକ୍ରିୟାରେ ୧ ହେଉଛି ଏହିଭଳି ଏକ ରାଶି ଯାହାଦ୍ୱାରା ହରଣ କରିବାପରେ ମୂଳ ସଂଖ୍ୟାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୁଏନାହିଁ ।

ହରଣ ପ୍ରକ୍ରିୟାର ଆଉ କିଛି ଗାଣିତିକ ଧର୍ମ ହେଉଛି:

  • ହରଣ ହେଉଛି ଗୁଣନର ବୀପରିତ ଗାଣିତିକ ପ୍ରକ୍ରିୟା । ଉଦାହରଣ ସ୍ୱରୂପ, ୩ × ୪ = ୧୨ ହେବାସ୍ଥଳେ ୧୨÷୪ = ୩ ହେବ

ହରଣର ବଣ୍ଟନ ନିୟମ

ଯୋଗ ଉପରେ ହରଣ ପ୍ରକ୍ରିୟାକୁ ଦୁଇଗୋଟି ହରଣର ଯୋଗ ପ୍ରକ୍ରିୟା ଭାବେ ବାଣ୍ଟିଦିଆଯାଇପାରେ । ଏହା ଯୋଗ ଉପରେ ହରଣର ବଣ୍ଟନ ନିୟମ

  • ଉଦାହରଣ : (୪+୫) ÷ ୩ = ୪÷୩ + ୫÷୩

ଆଧାର

ବାହାର ଲିଙ୍କ

Tags:

ଗଣିତ ହରଣ ହରଣର ଧର୍ମ ସମୂହଗଣିତ ହରଣ ଆଧାରଗଣିତ ହରଣ ବାହାର ଲିଙ୍କଗଣିତ ହରଣଗୁଣନମିଶାଣ

🔥 Trending searches on Wiki ଓଡ଼ିଆ:

ଭରତ (ରାମାୟଣ)ଓଡ଼ିଆ ଚଉତିଶା ଗୁଡ଼ିକର ତାଲିକାଆପଲ ଇନକର୍ପୋରେଟେଡଗୋପାଳ ଚନ୍ଦ୍ର ପ୍ରହରାଜଖାରବେଳଦେବରକୁଣ୍ଡବସନ୍ତ କୁମାର ଶତପଥୀକୃଷ୍ଣ ଜନ୍ମାଷ୍ଟମୀରାୟଗଡ଼ା ରେଳ ଷ୍ଟେସନବୁଦ୍ଧ ପୂର୍ଣ୍ଣିମାସୁବର୍ଣ୍ଣପୁର ଜିଲ୍ଲାମାୟାଧର ମାନସିଂହଢେଙ୍କାନାଳ ଜିଲ୍ଲାଶୁକ୍ରବାରଛଉ ନାଚବଡ଼ ଓଡ଼ିଆ ମଠଭୀମ ଭୋଇସଖୀ କଣ୍ଢେଇ ନାଚଗନ୍ଧମାର୍ଦନ୩୦ ସେପ୍ଟେମ୍ବରଜାନକୀ ବଲ୍ଲଭ ପଟ୍ଟନାୟକଚଇତି ଘୋଡ଼ା ନାଚବିରଜା ରାଉତରାୟସରୋଜିନୀ ନାଇଡୁଗୋଟେ ଶୁଆ ଗୋଟେ ଶାରୀଶ୍ରବଣ ( ରାମାୟଣ ର ଚରିତ୍ର )ଟିଣଅଂଶୁଘାତ୧୯ ଜୁନଧାତୁଚନ୍ଦ୍ରଯାନ-୩ଫାଇବ୍ରୋସିସ୍ଟିକ ସ୍ତନ ପରିବର୍ତ୍ତନଭାରତ ଲୀଳାଯୌନ ସମ୍ଭୋଗପାଟଦେଇପଦ୍ମ ଲୋଚନ ପଣ୍ଡାମନମୋହନ ସାମଲ୧୨୦୦ଫେବୃଆରୀଯକୃତଆମ୍ବେଦକର ଜୟନ୍ତୀଜୟ ଜବାନ ଜୟ କିଶାନଅଗ୍ନିଚିତ୍ତରଞ୍ଜନ ଦାସନିମାପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଶିବାଜୀ୧୨ ମାର୍ଚ୍ଚଦୁଃଶାସନ ଜେନାଓଡ଼ିଶା ପ୍ରିମିଅର ଲିଗରାମକୃଷ୍ଣ ନନ୍ଦପୂର୍ବ ଭାଦ୍ରପଦ (ନକ୍ଷତ୍ର)ସଚ୍ଚି ଦାସନକ୍ଷତ୍ରବ୍ୟଞ୍ଜନ ବର୍ଣ୍ଣଉଇକିମିଡ଼ିଆ ଫାଉଣ୍ଡେସନନବକଳେବରଅମର ସିଂହ ଚମକିଲାକଣ୍ଟିଲୋସାରଳା ମହାଭାରତଝାଲ ମୁଢ଼ିଗୌରହରି ଦାସ୮୦୯ଓଡ଼ିଶାର କଳା୨୬ ଅପ୍ରେଲଗ୍ରହଚଣ୍ଡୀଖୋଲଜଗନ୍ନାଥଉତ୍କଳ ଦିବସତନ୍ଦ୍ରାଲୋକର ପ୍ରହରୀନୀଳକଣ୍ଠ ଦାସ୭ ଅପ୍ରେଲଟିକେ ଲଭ୍ ଟିକେ ଟ୍ୱିଷ୍ଟ୍🡆 More