ଅର୍ଚ୍ଚିତା ସାହୁ: ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଅର୍ଚ୍ଚିତା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।

ଅର୍ଚ୍ଚିତା ସାହୁ
ଅର୍ଚ୍ଚିତା ସାହୁ: ବ୍ୟକ୍ତିଗତ ଜୀବନ, କଥାଚିତ୍ର ଜୀବନ, ପୁରସ୍କାର
Born (1990-06-29) ୨୯ ଜୁନ ୧୯୯୦ (ବୟସ ୩୩)
Nationalityଅର୍ଚ୍ଚିତା ସାହୁ: ବ୍ୟକ୍ତିଗତ ଜୀବନ, କଥାଚିତ୍ର ଜୀବନ, ପୁରସ୍କାର ଭାରତୀୟ
Occupationକଥାଚିତ୍ର ଅଭିନେତ୍ରୀ
Years active୨୦୦୫-ଏବେଯାଏଁ
Known forଓଡ଼ିଆ କଥାଚିତ୍ର ଅଭିନେତ୍ରୀ
Spouseସବ୍ୟସାଚୀ ମିଶ୍ର (୧ ମାର୍ଚ୍ଚ ୨୦୨୧- ଏପର୍ଯ୍ୟନ୍ତ)
Websitewww.archita.co.in

ବ୍ୟକ୍ତିଗତ ଜୀବନ

ଅର୍ଚ୍ଚିତା ସାହୁ ଓଡ଼ିଶାରେ ୧୯୯୦ରେ ଜନ୍ମ ଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ, ଓ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି । ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ ।

କଥାଚିତ୍ର ଜୀବନ

୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅର୍ଚ୍ଚିତା, ୨୦୨୧ ସୁଦ୍ଧା ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ମୁଁ ଏକା ତୁମର ୨୦୧୩ ସୁଶାନ୍ତ ମଣି
ଏସିପି ସାଗରିକା ୨୦୧୩ ବିରଞ୍ଚି ନାରାୟଣ ପଣ୍ଡା
ରଜାଝିଅ ସଂଗେ ହେଇଗଲା ଭାବ ୨୦୧୨ ସୁଧାଂଶୁ ସାହୁ
କେବେ ତମେ ନାହଁ କେବେ ମୁଁ ନାହିଁ ୨୦୧୨ ଚକ୍ରଧର ସାହୁ
ଥୁକୁଲ୍ ୨୦୧୨ ପ୍ରଶାନ୍ତ ନନ୍ଦ
ଲୋଫର୍ ୨୦୧୧ ଅଶୋକ ପତି
ତୋ ବିନା ମୋ କାହାଣୀ ଅଧା ୨୦୦୭ ସଞ୍ଜୟ ନାୟକ
ବାବୁ ଆଇ ଲଭ ୟୁ ୨୦୦୫ ସଞ୍ଜୟ ନାୟକ
ଓ ମାଇଁ ଲଭ୍ ୨୦୦୫

ପୁରସ୍କାର

ଆଧାର

Tags:

ଅର୍ଚ୍ଚିତା ସାହୁ ବ୍ୟକ୍ତିଗତ ଜୀବନଅର୍ଚ୍ଚିତା ସାହୁ କଥାଚିତ୍ର ଜୀବନଅର୍ଚ୍ଚିତା ସାହୁ ପୁରସ୍କାରଅର୍ଚ୍ଚିତା ସାହୁ ଆଧାରଅର୍ଚ୍ଚିତା ସାହୁ ଅଧିକ ତଥ୍ୟଅର୍ଚ୍ଚିତା ସାହୁଓଡ଼ିଆ କଥାଚିତ୍ର ଜଗତ

🔥 Trending searches on Wiki ଓଡ଼ିଆ:

ପଞ୍ଚୁ ଫୁଟଣନନ୍ଦିନୀ ଶତପଥୀନଅଙ୍କ ଦୁର୍ଭିକ୍ଷଏଚଆଇଭି/ଏଡସଭିକାରୀ ବଳଦକ୍ଷିଣ କୋଏଲ ନ‌ଦୀଗୁଡ୍ ବୟକଳିଙ୍ଗ ଯୁଦ୍ଧମାର୍ଚ୍ଚପ୍ରତାପ କେଶରୀ ଦେଓ୨୦୨୨ ରୁଷର ୟୁକ୍ରେନ ଉପରେ ଆକ୍ରମଣଓଡ଼ିଶାର ଦୋଳଯାତ୍ରାଓଡ଼ିଶା ବିଧାନ ସଭାବଙ୍ଗଳା ଭାଷାପୂଜା ହେଗଡ଼େ୧୫୩୩ସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସମନୋଜ ଦାସଜୟଦେବପଖାଳ ଦିବସଇଣ୍ଟରନେଟଗ୍ରେଗୋରି ପାଞ୍ଜିଅପରେଟିଙ୍ଗ ସିଷ୍ଟମ୧୩ ଫେବୃଆରୀପଳାଶଉଇକିଡାଟାଗୁଗଲଗ୍ରେଭସ ରୋଗଓଡ଼ିଶା୨୦୧୧ କ୍ରିକେଟ ବିଶ୍ୱ କପଚାଉଳଶ୍ରୀ ଅରବିନ୍ଦଦିସପୁରକାନନ ମିଶ୍ରଗଙ୍ଗାଧର ମେହେରବିନୋଦ ପାତ୍ରରାମଶଙ୍କର ରାୟଟାଇଫଏଡଟୋକିଓ୮ ମାର୍ଚ୍ଚପ୍ରଶାନ୍ତ ନନ୍ଦକ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ୨୦୦୫ଭାରତୀୟ ଡାକ ସେବାଅପ୍ରେଲଯବକ୍ଷାରଜାନବ୍ୟାଙ୍କମଧୁସୂଦନ ରାଓଯଶୋବନ୍ତ ଦାସଅଖିଳ ମୋହନ ପଟ୍ଟନାୟକଆଇସଲ୍ୟାଣ୍ଡଭାରତୀୟ ଇତିହାସ (୧୯୪୭-ବର୍ତ୍ତମାନ)ଗୌତମ ବୁଦ୍ଧଗୋପବନ୍ଧୁ ଦାସନିତାଇ ପାଲିତନାଗ ପଞ୍ଚମୀ୫ ଡିସେମ୍ବରଯୁକ୍ତରାଜ୍ୟଆମ୍ଫେଟାମିନଛେନାପୋଡ଼ରୋମନ ରେନ୍ସଗୁରୁକାହ୍ନୁଚରଣ ମହାନ୍ତିଉଇକିଅଭିଧାନଓଡ଼ିଶାର ଅନୁସୂଚିତ ଜନଜାତି ତାଲିକା🡆 More