ପ୍ରିୟା ଚୌଧୁରୀ: ଓଡ଼ିଆ ଅଭିନେତ୍ରୀ

ପ୍ରିୟା ଚୌଧୁରୀ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ପ୍ରିୟଦର୍ଶିନୀ ଚୌଧୁରୀ ।

ପ୍ରିୟା ଚୌଧୁରୀ
ଜାତୀୟତାପ୍ରିୟା ଚୌଧୁରୀ: ପ୍ରାରମ୍ଭିକ ଜୀବନ, ଅଭିନୟ ଜୀବନ:, ଅଭିନୀତ ଓଡ଼ିଆ କଥାଚିତ୍ର[୪] ଭାରତୀୟ
ବୃତ୍ତିକଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ

୨୫ ନଭେମ୍ବର ୧୯୮୯ ମସିହାରେ ପ୍ରିୟାଙ୍କର ଜନ୍ମ । ପ୍ରିୟାଙ୍କର ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱର । ପ୍ରିୟାଙ୍କ ବାପା ସରକାରୀ ଚାକିରି କରିଛନ୍ତି । ୨୦୧୩ ମସିହାରେ ହାଇଦ୍ରାବାଦର ସଫଟ୍ଓ୍ବେୟାର୍‌ ଡେଭଲପରଙ୍କୁ ସେ ବିବାହ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଗ୍ରାଜୁଏସନ୍ ପାସ୍ କରିଛନ୍ତି । ପ୍ରିୟା ନିରାମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେକ୍ସପିୟରଙ୍କ ଉପନ୍ୟାସ ପଢ଼ିବାକୁ ତାଙ୍କୁ ବହୁତ ଭଲ ଲାଗେ । କୁର୍ତ୍ତା- ପାଇଜାମା ପୋଷାକ ତାଙ୍କର ପ୍ରଥମ ପସନ୍ଦ । ପ୍ରିୟା "ଏନ୍ଡ଼ି ଟିଭି"ରେ ନିୟୁଜ ରିଡର୍  ତଥା ଏକ "ପ୍ଲେ ସ୍କୁଲ୍" ଖୋଲିବା ତାଙ୍କର ବହୁତ ଇଚ୍ଛା।

ଅଭିନୟ ଜୀବନ:

ପ୍ରିୟା ୨୦୦୮ ମସିହାରେ ଅଭିନୟ ଦୁନିଅକୁ ପ୍ରବେଶ କରିଥିଲେ। "ଡ୍ରିମ୍ ଗାର୍ଲ" ହେଉଛି ପ୍ରିୟାଙ୍କ ଅଭିନୀତ ପ୍ରଥମ କଥାଚିତ୍ର । ଏହି ଚଳଚ୍ଚିତ୍ରରେ ସେ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ସାଜିଥିଲେ । ଏହା ପରେ ପରେ ସେ ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତିି ।

ଅଭିନୟ କରିବା ପୂର୍ବରୁ ସେ ଉପସ୍ଥାପିକା ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି। "ସଂଗୀତ ସୁରଭି", "ମିତଟିଏ ଗୀତଟିଏ" ଏବଂ "ଆପଣଙ୍କ ପସନ୍ଦ", "ହିପ୍ ହିପ୍ ହୁରେ" ଏବଂ "ପଲିଟିକାଲ୍ ସର୍କସ" ପରି ଅନେକ କାର୍ଯ୍ୟକ୍ରମରେ ଆଙ୍କରିଂ କରିଛନ୍ତି। ଦୂରଦର୍ଶନ ଓଡ଼ିଆରେ ପ୍ରସାରିତ ହୋଇଥିବା "ଶୁଭ ସକାଳ" କାର୍ଯ୍ୟକ୍ରମରେ ସେ ପୁପିନ୍ଦରଙ୍କ ସହ ଆଙ୍କରିଂ କରିଛନ୍ତି । "ଅଲ ଇଣ୍ଡିଆ" ରେଡିଓରେ ମଧ୍ୟ ଉପସ୍ଥାପିକା ଭାବେ କାମ କରିଛନ୍ତି । 

ବିବାହ ପରେ ପ୍ରିୟା କୌଣସି ଫିଲ୍ମରେ ନଜର ଆସି ନ ଥିଲେ ମଧ୍ୟ ରିୟଲିଟି ସୋରେ ତାଙ୍କୁ ଜଜ୍ ହିସାବରେ ଦେଖିବାକୁ ମିଳିଥିଲା । ସାର୍ଥକ ଟିଭିର "ରଜ କୁଇନ୍"  ଏବଂ ତରଙ୍ଗ ଟିଭିର "କିଏ ହେବ ମୋ ହିରୋଇନ୍‌"ରେ ଜଜ୍ ଭାବେ ନଜର ଆସିଥିଲେ ଏହା ବ୍ୟତୀତ ସାର୍ଥକରେ ପ୍ରସାରିତ ହୋଇଥିବା ଭାଗ୍ୟ ବଦଳିବ ପୁଣି ଥରେ ସୋରେ ଆଙ୍କରିଂ କରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

ଉପସ୍ଥାପିକା

  • ଅଲ୍ ଇଣ୍ଡିଅା ରେଡିଓ
  • ସଂଗୀତ ସୁରଭି (ଈ ଟିଭି)
  • ମିତଟିଏ ଗୀତଟିଏ ( ଈ ଟିଭି)
  • ଅାପଣଙ୍କ ପସନ୍ଦ (ଈ ଟିଭି)
  • ହିପ୍ ହିପ୍ ହୁରେ (ଓ ଟିଭି)
  • ପଲିଟିକାଲ୍ ସର୍କସ (ଓ ଟିଭି)
  • ଶୁଭ ସକାଳ (ଡିଡି ଓଡ଼ିଆ)
  • ଭାଗ୍ୟ ବଦଳିବ ପୁଣି ଥରେ (ସାର୍ଥକ ଟିଭି)

କାର୍ଯ୍ୟକ୍ରମ

  • ରଜ କୁଇନ୍‌ ( ସାଥ'କ ଟିଭି - ୨୦୧୬)
  • କିଏ ହେବ ମୋ ହିରୋଇନ୍‌ (ତରଙ୍ଗ - ୨୦୧୪)

ପୁରସ୍କାର

  • ମେଘ ସବାରିରେ ଅାସିବ ଫେରି (ଶ୍ରେଷ୍ଠ ଅଭିନେତ୍ରୀ)- ଈ-ଟିଭି ଓଡ଼ିଆ ଫିଲ୍ମ୍ ଅାଓ୍ବାର୍ଡସ୍- ୨୦୧୧ 

ଆଧାର

ଅଧିକ ତଥ୍ୟ


Tags:

ପ୍ରିୟା ଚୌଧୁରୀ ପ୍ରାରମ୍ଭିକ ଜୀବନପ୍ରିୟା ଚୌଧୁରୀ ଅଭିନୟ ଜୀବନ:ପ୍ରିୟା ଚୌଧୁରୀ ଅଭିନୀତ ଓଡ଼ିଆ କଥାଚିତ୍ର[୪]ପ୍ରିୟା ଚୌଧୁରୀ ଉପସ୍ଥାପିକାପ୍ରିୟା ଚୌଧୁରୀ କାର୍ଯ୍ୟକ୍ରମପ୍ରିୟା ଚୌଧୁରୀ ପୁରସ୍କାରପ୍ରିୟା ଚୌଧୁରୀ ଆଧାରପ୍ରିୟା ଚୌଧୁରୀ ଅଧିକ ତଥ୍ୟପ୍ରିୟା ଚୌଧୁରୀଅଭିନେତ୍ରୀ (ନାରୀ କଳାକାର)ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଗୋଦର ରୋଗଖାସି ମାଂସ ତରକାରୀ୩୦ ଅପ୍ରେଲଅଗ୍ନ୍ୟାଶୟ ଅକ୍ଷମତାବୈଷ୍ଣବ ପାଣିକାଞ୍ଚି ଅଭିଯାନଭାରତୀୟ ସମ୍ବିଧାନୟୁ ଟ୍ୟୁବଓଡ଼ିଶା ପ୍ରିମିଅର ଲିଗହୃଷୀକେଶ ପଣ୍ଡାମଧୁସୂଦନ ଦାସରାଧାମୋହନ ଗଡ଼ନାୟକମଙ୍ଗଳୁ ଚରଣ ବିଶ୍ୱାଳମଧୁସୂଦନ ରାଓଧରିତ୍ରୀ (ଖବରକାଗଜ)ଶ୍ୱେତସାରଆଉରଙ୍ଗଜେବଗଣନ ସଂଖ୍ୟାସିନ୍ଧୁ ନଦୀ୧୯୮୪ବଣ୍ଡ (ଅର୍ଥ)ଶୈଳବାଳା ଦାସଧାତୁଜଗନ୍ନାଥ ମନ୍ଦିରହେପାଟାଇଟିସ ବିରାକ୍ଷୀ ପୂର୍ଣ୍ଣିମାପ୍ରତିଭା ରାୟବେଲପୂରଣବାଚକ ସଂଖ୍ୟାରାଶି ଓ ନକ୍ଷତ୍ରମନମୋହନ ସାମଲରାମାବତାରମ୍ଖଡ଼ଗପୁରନନ୍ଦନକାନନ ଜୀବ ଉଦ୍ୟାନvji40ଭାରତୀୟ ରିଜର୍ଭ ବ୍ୟାଙ୍କ ଗବର୍ନରଧରିତ୍ରୀଏ. ପି. ଜେ. ଅବଦୁଲ କଲାମସୁଇଜରଲ୍ୟାଣ୍ଡଚିଲିକା (ବହୁବିକଳ୍ପ)ଦୁର୍ଗା ପୂଜାଜୟ ଜଗନ୍ନାଥସାରଳା ଦାସଭୀମ ଭୋଇଗୌରୀଶଙ୍କର ରାୟବାଘମଦର ଟେରେସାଜ୍ଞାନପୀଠ ପୁରସ୍କାରଅନ୍ନଦା ଶଙ୍କର ରାୟଭାନୁଜୀ ରାଓଲାଟିନ ଭାଷାହନୁମାନ ବାଟିକାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଫେବୃଆରୀବ୍ରଜନାଥ ରଥଅମାବାସ୍ୟାର ଚନ୍ଦ୍ରପ୍ଲୀହାଗୋପାଳ କୃଷ୍ଣ ରଥବିରାଟ କୋହଲୀନଅତୁଣ୍ଡୀଶବ୍ଦ (ପଦ)କୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)କାଳିନ୍ଦୀ ଚରଣ ପାଣିଗ୍ରାହୀଦ୍ଵାରକାଧୀଶ ମନ୍ଦିରମହାପାତ୍ର ନୀଳମଣି ସାହୁଯୌନ ଉତ୍ପୀଡ଼ନଭାରତର ସଂସଦ🡆 More