ଆ'ଲୋ ମୋର କଣ୍ଢେଇ: ୨୦୧୦ର ଓଡ଼ିଆ କଥାଚିତ୍ର

ଆ'ଲୋ ମୋର କଣ୍ଢେଇ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମାନସ ସାହୁ । ଚଞ୍ଜଳା ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଆ'ଲୋ ମୋର କଣ୍ଢେଇ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକମାନସ ସାହୁ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟହିମାଂଶୁ ପରିଜା
କାହାଣୀଚଞ୍ଜଳା ସାହୁ
କଳାକାରଆକାଶ ଦାସନାୟକ
ପ୍ରିୟା ଚୌଧୁରୀ
ଅର୍ଚ୍ଚିତା ସାହୁ
ସିଦ୍ଧାନ୍ତ ମହାପାତ୍ର
ମିହିର ଦାସ
ହରିହର ମହାପାତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକପ୍ରତୀକ ମିଶ୍ର
ମୁକ୍ତିଲାଭ ତାରିଖ
୧୧ ଜୁନ ୨୦୧୦
ଦେଶଆ'ଲୋ ମୋର କଣ୍ଢେଇ: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ ଓ ଅର୍ଚ୍ଚିତା ସାହୁ । ସିଦ୍ଧାନ୍ତ ମହାପାତ୍ର ଏହି କଥାଚିତ୍ରଟିର ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ସରୋଜ ଦାସ, ଅନୀତା ଦାସ, ହରିହର ମହାପାତ୍ର, ବୀଣା ମହାରଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗତୀ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ବସନ୍ତରାଜ ସାମଲ ଏବଂ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ଶ୍ରୀଚରଣ ମହାନ୍ତି, ଖୁସ୍‌ବୋ ଜୈନ, ପାମେଲା ଜୈନ, ଉଦିତ ନାରାୟଣ, ଦିପ୍ତି ପଣ୍ଡା, ଶୈଳଭାମା ମହାପାତ୍ର, ସୁଭଦ୍ରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ

କ୍ରମଗୀତସମୟ
1."ଆ'ଲୋ ମୋର କଣ୍ଢେଇ" 
2."ଆଇ ଲଭ୍‌ ୟୁ" 
3."ଚାନ୍ଦ କ‌ହିଲା ତୁ କ'ଣ ନବୁ" 
4."କେବେ ନା କେବେ ଚଲା ବାଟରେ" 
5."ଅନାଥର ନାଥ" 

ଆଧାର

ବାହାର ଆଧାର

Tags:

ଆ'ଲୋ ମୋର କଣ୍ଢେଇ ଅଭିନୟଆ'ଲୋ ମୋର କଣ୍ଢେଇ କାହାଣୀଆ'ଲୋ ମୋର କଣ୍ଢେଇ ଗୀତ ଏବଂ ସଙ୍ଗୀତଆ'ଲୋ ମୋର କଣ୍ଢେଇ ଆଧାରଆ'ଲୋ ମୋର କଣ୍ଢେଇ ବାହାର ଆଧାରଆ'ଲୋ ମୋର କଣ୍ଢେଇ

🔥 Trending searches on Wiki ଓଡ଼ିଆ:

ପରିସଂଖ୍ୟାନ ବର୍ଗୀକରଣ୭ ଅପ୍ରେଲଉପେନ୍ଦ୍ର କିଶୋର ଦାସଲିନକ୍ସନୃସିଂହ ଚରଣ ପଣ୍ଡାଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳସୌଭାଗ୍ୟ କୁମାର ମିଶ୍ରରାଧାନାଥ ରାୟ୨୯ ଅପ୍ରେଲଯକୃତଶତ୍ରୁଘ୍ନ ପାଣ୍ଡବଦି ଟାଇମସ୍ ଅଫ୍ ଇଣ୍ଡିଆପ୍ରଦୀପ କୁମାର ପାଣିଗ୍ରାହୀବିଜୁଳିଦେବୀପ୍ରସନ୍ନ ପଟ୍ଟନାୟକପାର୍କିନ୍‌ସନ୍ ରୋଗଭାରତୀୟ ସମ୍ବିଧାନପଣା ସଂକ୍ରାନ୍ତିଅହିଂସାମିଆ ଖଲିଫାନନ୍ଦିନୀ ଶତପଥୀଜୁଲିଅସ ସିଜରଟାଇପରାଇଟରହିଡ଼ିମ୍ବମାୟାଧର ମାନସିଂହଇରା ମହାନ୍ତିମଧୁସୂଦନ କାନୁନଗୋକାଜଲନନ୍ଦ କିଶୋର ବଳନାରାୟଣ ସାହୁ (୧୯୨୮ ଜନ୍ମ)ଭାରତୀୟ ଦଣ୍ଡ ସଂହିତା, ୧୮୬୦ନବକଳେବରବସନ୍ତ କୁମାର ଶତପଥୀଗୋବିନ୍ଦ ତ୍ରିପାଠୀଶିମିଳିପାଳ ଜାତୀୟ ଉଦ୍ୟାନବେଦଭଗବତ ଗୀତାସଚ୍ଚିଦାନନ୍ଦ ରାଉତରାୟଜଗନମୋହ‌ନ ଲାଲଦାସକାଠିଆପାପମୋଚନୀ ଏକାଦଶୀରଥଯାତ୍ରାରେଭେନ୍‌ସା କଲିଜିଏଟ ସ୍କୁଲଅଚ୍ୟୁତାନନ୍ଦ ଦାସବିଭୁଦତ୍ତ ମିଶ୍ରପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଶବ୍ଦ (ଧ୍ୱନି)ରାଧାବୈଷ୍ଣବ ପାଣିଚୌଧୁରୀ ବିକାଶ ଦାସପର୍ଯ୍ୟାୟ ସାରଣୀସଂସ୍କୃତ ଭାଗବତଜୟଦେବ ଜେନାବିଶ୍ୱଜିତ ଦାସସଦାଶିବ ତ୍ରିପାଠୀଇଣ୍ଡୋନେସିଆଦାଶରଥୀ ଜେନାଭାରତର ଜାତୀୟ ପତାକାଭାଷାନୃସିଂହନାଥ ଖୁଣ୍ଟିଆଫକୀର ମୋହନ ସେନାପତିଚନ୍ଦନଲାଗି ବେଶଭୂମିକା ଦାଶପାରାଦ୍ୱୀପଭିତରକନିକା ଜାତୀୟ ଉଦ୍ୟାନପ୍ରଥମ ବିଶ୍ୱଯୁଦ୍ଧଶିବାଜୀ🡆 More