ଲାଗେ ପ୍ରେମ ନଜର: ୨୦୨୨ ଓଡ଼ିଆ କଥାଚିତ୍ର

ଲାଗେ ପ୍ରେମ ନଜର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବ୍ୟୋମକେଶ ଶେଜପଡ଼ା । ଖଗେଶ୍ୱର ଶେଜପଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଚିନ୍ମୟ ଦାସ ପଟ୍ଟନାୟକ । ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଲାଗେ ପ୍ରେମ ନଜର
ନିର୍ଦ୍ଦେଶକଦିଲ୍ଲୀପ ପଣ୍ଡା
ପ୍ରଯୋଜକବ୍ୟୋମକେଶ ଶେଜପଡ଼ା
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଦିଲ୍ଲୀପ ପଣ୍ଡା
କାହାଣୀଖଗେଶ୍ୱର ଶେଜପଡ଼ା
କଳାକାରଅମ୍ଳାନ ଦାସ
ପ୍ରିୟା ଚୌଧୁରୀ
ରିୟା ଦେ
ରାଗିଣୀ ସୁତ୍ରଧାର
ରାକେଶ ଦେଓ
ବବି ମିଶ୍ର
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣପ୍ରଦୀପ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୮ ଜୁଲାଇ ୨୦୨୨
ଦେଶଲାଗେ ପ୍ରେମ ନଜର: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ପ୍ରିୟା ଚୌଧୁରୀ, ରିୟା ଦେ ଓ ରାଗିଣୀ ସୁତ୍ରଧାର । ରାକେଶ ଦେଓ, ବବି ମିଶ୍ର, ପପି ସନ୍ତୁକା, ଅମର, ବାପି, ରିପନ, ବିନୋଦ, ଅଜୟ ପ୍ରଧାନ, ଧାରାଶ୍ରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୮ ଜୁଲାଇ ୨୦୨୨ରେ ବାହୁଡ଼ା ଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଲାଗେ ପ୍ରେମ ନଜର
କଥାଚିତ୍ର ଗୀତ ଆଲବମ୍ by
ବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ୧୦ ଡିସେମ୍ବର ୨୦୨୧
ରେକର୍ଡ଼ ତାରିଖ୨୦୨୧
ଭାଷାଓଡ଼ିଆ
ନାମଆମର ମ୍ୟୁଜିକ ଓଡ଼ିଆ
External audio
ଲାଗେ ପ୍ରେମ ନଜର: ଅଭିନୟ, କାହାଣୀ, ଗୀତ ଏବଂ ସଙ୍ଗୀତ  ୟୁ-ଟବ୍‌ରେ Playlist playlist

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ରଞ୍ଜନ କୁମାର ଦାସ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌରବ ଆନନ୍ଦ, ଦୀପ୍ତିରେଖା ପାଢ଼ୀ, କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତକବିଗାୟକସମୟ
1."ପ୍ରେମ ତୀର"ନିର୍ମଳ ନାୟକକୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା୦୩:୪୬
2."ଲାଗେ ପ୍ରେମ ନଜର"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୪:୨୬
3."ମନ ଉଡ଼ି ଯାଏରେ"ଅରୁଣ ମନ୍ତ୍ରୀଗୌରବ ଆନନ୍ଦ, ଦୀପ୍ତିରେଖା ପାଢ଼ୀ୦୩:୨୪
4."ତୋ' ବିନା ଅଧୁରା ମୁଁ"ନିର୍ମଳ ନାୟକଅର୍ପିତା ଚୌଧୁରୀ୦୩:୩୫
5."ତୋ' ଦୁନିଆ ଛାଡ଼ି ଚାଲିଯିବି"ରଞ୍ଜନ କୁମାର ଦାସଗୌରବ ଆନନ୍ଦ୦୩:୨୨

ଆଧାର

ବାହାର ଆଧାର

Tags:

ଲାଗେ ପ୍ରେମ ନଜର ଅଭିନୟଲାଗେ ପ୍ରେମ ନଜର କାହାଣୀଲାଗେ ପ୍ରେମ ନଜର ଗୀତ ଏବଂ ସଙ୍ଗୀତଲାଗେ ପ୍ରେମ ନଜର ଆଧାରଲାଗେ ପ୍ରେମ ନଜର ବାହାର ଆଧାରଲାଗେ ପ୍ରେମ ନଜର

🔥 Trending searches on Wiki ଓଡ଼ିଆ:

ସେଇ ଝିଅଟିଅଙ୍କୁଶକୃମିତମନ୍ନା ବ୍ୟାସକର୍ଣ୍ଣମଠନଟବର ସାମନ୍ତରାୟକୁନ୍ତଳା କୁମାରୀ ସାବତଶ୍ରବଣା (ନକ୍ଷତ୍ର)ଗୋଦାବରୀଶ ମହାପାତ୍ରରାମାୟଣଇନ୍ଦ୍ରାଣୀ ପଟ୍ଟନାୟକଦାସକାଠିଆଋଷିଆଗୋପୀନାଥ ମହାନ୍ତିଏସିଆଯୁକ୍ତରାଜ୍ୟମହା ଶିବରାତ୍ରିଫ୍ରୋଭାଟ୍ରିପଟାନମୁକ୍ତ ମଣ୍ଡପଓଡ଼ିଆ ସାହିତ୍ୟର ଇତିହାସଚୋଡ଼ଗଙ୍ଗ ଦେବମୋହିନୀୟାଟ୍ଟମସୀତାକାନ୍ତ ମହାପାତ୍ରରାଜ୍ୟ ସଭାଅସହଯୋଗ ଆନ୍ଦୋଳନଓଡ଼ିଶାର ପଞ୍ଚାୟତ ସମିତି ତାଲିକା୨୪ ଅଗଷ୍ଟକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ଲକ୍ଷ୍ମୀକାନ୍ତ ମହାପାତ୍ରରକ୍ତସେପ୍ଟେମ୍ବରଚୀନମୁଁ ତୁମେ ଓ ସେଜ୍ଞାନପୀଠ ପୁରସ୍କାରଅପ୍ରେଲମହାଶ୍ୱେତା ରାୟରାଜକିଶୋର ରାୟସୁକାନ୍ତ କୁମାର ନାୟକପୁରୁଷୋତ୍ତମ ଦେବଭାରତର ପ୍ରଧାନମନ୍ତ୍ରୀସିଷ୍ଟର ଶ୍ରୀଦେବୀପରଶୁରାମମାଲେସିଆଦାଶରଥି ଦାସତ୍ରିପୁରା ମିଶ୍ରଫକୀର ମୋହନ ସେନାପତିତାରିଣୀ ମନ୍ଦିର, ଘଟଗାଁହସ୍ତମୈଥୁନଏଚଆଇଭି/ଏଡସଶୈଳଭାମା ମହାପାତ୍ରୱାଇ-ଫାଇଭାରତର ସଂସ୍କୃତିଉତ୍ତରାଷାଢ଼ା (ନକ୍ଷତ୍ର)ହନୁମାନ ଜୟନ୍ତୀସମ୍ବାଦ (ଖବରକାଗଜ)ବରଫଗୁରୁଗୋପୀନାଥ ଦାସଖଣ୍ଡଗିରି ମେଳାମନୋଜ କୁମାର ମିଶ୍ରକାଳୀଚରଣ ପଟ୍ଟନାୟକରାଧାଦାମୋଦର ବେଶଦ୍ରୌପଦୀ ମୁର୍ମୁଏମ ଏସ ସ୍ୱାମୀନାଥନଗଙ୍ଗବଂଶରାମକୃଷ୍ଣ ମଠସୂର୍ଯ୍ୟପରାଗନବରାତ୍ରୀସ୍ୱର ବର୍ଣ୍ଣବିରେନ ପଲେଇ🡆 More