ଦୀପ୍ତିରେଖା ପାଢ଼ୀ

ଦୀପ୍ତିରେଖା ପାଢ଼ୀ ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ ଏବଂ ପ୍ରଚ୍ଛଦପଟ ଗାୟିକା । ସେ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍‌ରେ ପ୍ରଥମ କରି ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରିଥିଲେ । ଏହା ପରେ ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ରାଜକନ୍ୟା ଧାରାବାହିକରେ ନୟିକା ପୂର୍ବି ଭାବରେ ଅଭିନୟ କରିଥିଲେ । ଦୀପ୍ତି ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଭଜନ ଓ ଆଲବମ ଆଦିରେ ଗୀତ ଗାଇଛନ୍ତି ।

ଦୀପ୍ତିରେଖା ପାଢ଼ୀ
ଜନ୍ମ୧୭ ଅକ୍ଟୋବର
ବୃତ୍ତି(ସମୂହ)(ଓଡ଼ିଆ) ଅଭିନେତ୍ରୀ
ପ୍ରଚ୍ଛଦପଟ ଗାୟିକା
ସକ୍ରିୟ ବର୍ଷ୨୦୦୯ରୁ-ଏବେଯାଏଁ
ପୁରସ୍କାରଓଡ଼ିଆ ଫିଲ୍ମ‌ଫେୟାର- ୨୦୧୭
ତରଙ୍ଗ ସିନେ ଆୱାର୍ଡ଼

ପ୍ରାରମ୍ଭିକ ଜୀବନ

ଦୀପ୍ତିରେଖା ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଗୋଟିଏ ସାନ ଭାଇ ଅଛନ୍ତି । ସେ ଛୋଟବେଳୁ ଗୀତ ଶିଖିବା ଆରମ୍ଭ କରିଥିଲେ । ସେ ରାଜଧାନୀ କଳା ସଂସଦରେ ପ୍ରଥମେ ଗୀତ ଶିଖିଥିଲେ ।

ଅଭିନୟ ଜୀବନ

ଦୀପ୍ତି ସାତ ବର୍ଷ ବୟସରୁ ଗୀତ ଶିଖିବା ଆରମ୍ଭ କରିଥିଲେ । ସେ ଛୋଟବେଳେ ବିଦ୍ୟାଳୟରେ ଅନୁଷ୍ଠିତ ଗୀତ ପ୍ରତିଯୋଗିତାମାନଙ୍କରେ ଭାଗ ନେଉଥିଲେ । ୨୦୦୯ରେ ଦୀପ୍ତି ତାଙ୍କ କାକାଙ୍କ ସ‌ହ ପ୍ରେମ ଆନନ୍ଦଙ୍କ ପାଖକୁ ଯାଇଥିଲେ । ସେଠାରେ ପ୍ରେମାନନ୍ଦ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଡଟ୍ କମ୍‌ରେ ପ୍ରଚ୍ଛଦପଟ ଗାୟିକା ଭାବରେ ନେଇଥିଲେ ଏବଂ ନୂଆ ପ୍ରେମିକା ଆଲବମ୍‌ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ । ପରେ ପରେ ଦୀପ୍ତି ଭାଇନା, କ'ଣ କଲା ସେର ଚଲା କରିବା ଠିଆ ପାଲା ଭଳି ଗୀତ ଗାଇଥିଲେ । ତାଙ୍କର ଅନ୍ୟ କିଛି ଗୀତ ହେଲା: ଯିଏ ମୋତେ କିଣି ଦେବ ଛୋଟ ଛୋଟ ଛିଟ ଜାମା, ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରର ଗୀତ । ବେବି, ଅଭୟ, ରୋମିଓ ଜୁଲିଏଟ, ହିରୋ ନଂ ୱାନ୍ ଭଳି ଚଳଚ୍ଚିତ୍ରରେ ସେ ଗୀତ ଗାଇଥିଲେ ।

ଇ ଟିଭି ଓଡ଼ିଆରେରେ ପ୍ରସାରିତ ଧାରାବାହିକ ରାଜକନ୍ୟାର ପୂର୍ବ ନାୟିକା ଛାଡ଼ିଦେବା ପରେ ଦୀପ୍ତିଙ୍କୁ ମଳୟ ମଲ୍ଲିକଙ୍କ ତରଫରୁ ସୁଯୋଗ ଦିଆଯାଇଥିଲା । ଏହି ଧାରାବାହିକରେ ସେ ନାୟିକା ପୂର୍ବି ଭାବରେ ଅଭିନୟ କରୁଥିଲେ ।

ଅଭିନୀତ ଧାରାବାହିକ

  • ରାଜକନ୍ୟା- ଇ ଟିଭି ଓଡ଼ିଆ

ପ୍ରଚ୍ଛଦପଟ ଗାୟିକା

ପୁରସ୍କାର

  • ଓଡ଼ିଆ ଫିଲ୍ମ‌ଫେୟାର ପୁରସ୍କାର- ୨୦୧୭
  • ତରଙ୍ଗ ସିନେ ଆୱାର୍ଡ଼- ୨୦୧୭

ଆଧାର

Tags:

ଦୀପ୍ତିରେଖା ପାଢ଼ୀ ପ୍ରାରମ୍ଭିକ ଜୀବନଦୀପ୍ତିରେଖା ପାଢ଼ୀ ଅଭିନୟ ଜୀବନଦୀପ୍ତିରେଖା ପାଢ଼ୀ ଅଭିନୀତ ଧାରାବାହିକଦୀପ୍ତିରେଖା ପାଢ଼ୀ ପ୍ରଚ୍ଛଦପଟ ଗାୟିକାଦୀପ୍ତିରେଖା ପାଢ଼ୀ ପୁରସ୍କାରଦୀପ୍ତିରେଖା ପାଢ଼ୀ ଆଧାରଦୀପ୍ତିରେଖା ପାଢ଼ୀଓଡ଼ିଆ କଥାଚିତ୍ର ଜଗତଲଭ୍ ଡଟ୍ କମ୍

🔥 Trending searches on Wiki ଓଡ଼ିଆ:

ଶାନ୍ତନୁ କୁମାର ଆଚାର୍ଯ୍ୟଲକ୍ଷ୍ମୀକାନ୍ତ ମହାପାତ୍ରଯୁକ୍ତରାଷ୍ଟ୍ର ଆମେରିକାଆନ୍ତର୍ଜାତିକ ମହିଳା ଦିବସଡାମାସକସଇଲେକ୍‌ଟ୍ରୋନଭାରତର ନଦୀ ସମୂହର ତାଲିକାଅଶୋକ (ସମ୍ରାଟ)କ୍ରୋଏସିଆଜୟୀରାମ ସାମଲଗୋଦାବରୀଶ ମହାପାତ୍ରଉମେଶଚନ୍ଦ୍ର ସରକାରପଣା ସଂକ୍ରାନ୍ତିକୋଳିକୋଡ଼ଲକ୍ଷ୍ମୀଆଇସଲ୍ୟାଣ୍ଡନିର୍ମାଲ୍ୟଛବିଳ ମଧୁ ବର୍ଣ୍ଣବୋଧହେଲସିଙ୍କିଦକ୍ଷିଣ କୋରିଆନନ୍ଦିନୀ ଶତପଥୀଇସାଭୁକୋନାଜୋନିଅମଉଇକିପିଡ଼ିଆ ସମୂହର ତାଲିକାଶତପୁରା ରେଞ୍ଜକମ୍ପ୍ୟୁଟର ବିଜ୍ଞାନଲୋମୁଷ୍ଟାଇନତରୁଣକାନ୍ତି ମିଶ୍ରରବୀନ୍ଦ୍ରନାଥ ଠାକୁରମହାତ୍ମା ଗାନ୍ଧୀଓଡ଼ିଆମସ୍ତିଷ୍କସିକ୍ଲ ସେଲ୍ ରୋଗଇରାନସୁଭାଷ ଚନ୍ଦ୍ର ବୋଷସୁବୋଧ ପଟ୍ଟନାୟକଉମାଶଙ୍କର ମିଶ୍ରନରେନ୍ଦ୍ର ମୋଦୀକୋଣାର୍କ ସୂର୍ଯ୍ୟ ମନ୍ଦିରଆଲଜିମର ରୋଗରମାକାନ୍ତ ରଥନଡ଼ିଆମାଙ୍ଗାଲୋରେନରୱେରାଧାନାଥ ରାୟବିବାହ୨୦ ମାର୍ଚ୍ଚସର୍ବପଲ୍ଲୀ ରାଧାକୃଷ୍ଣନକୁନ୍ତଳା କୁମାରୀ ସାବତଥାଇଲାଣ୍ଡନିତ୍ୟାନନ୍ଦ ମହାପାତ୍ରନହୁଷଫୁସଫୁସପାଦର ଗଣ୍ଠିଜୟଦ୍ରଥ୧୮୭୦ସୁରେନ୍ଦ୍ର ସିଂହ ଭୋଇଅଟିଜିମ୍ ସ୍ପେକ୍ଟ୍ରମ୯୯୪କେଶବ କୋଇଲିହେପାଟାଇଟିସକୋଷ୍ଠକାଠିନ୍ୟ୯୯୦ଶ୍ରୀ ଅରବିନ୍ଦଶେଷ ବସନ୍ତର ଚିଠିପଦାର୍ଥମାନବ ମସ୍ତିଷ୍କଫାରୋ ଦ୍ୱୀପପୁଞ୍ଜକାରଗିଲ ଯୁଦ୍ଧମାଲେସିଆଭକ୍ତ ଚରଣ ଦାସ🡆 More