ଡ୍ରିମ୍ ଗାର୍ଲ: ୨୦୦୯ର ଓଡ଼ିଆ କଥାଚିତ୍ର

ଡ୍ରିମ୍ ଗାର୍ଲ, ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏ.

ରମେଶ ପ୍ରସାଦ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଡ୍ରିମ୍ ଗାର୍ଲ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଏ. ରମେଶ ପ୍ରସାଦ
ସଂଳାପରଜନୀ ରଞ୍ଜନ
କଳାକାରସବ୍ୟସାଚୀ ମିଶ୍ର
ପ୍ରିୟା ଚୌଧୁରୀ
ମିହିର ଦାସ
ଅପରାଜିତା ମହାନ୍ତି
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୦୦୯
ଦେଶଡ୍ରିମ୍ ଗାର୍ଲ: ଅଭିନୟ, ଗୀତ ଓ ସଙ୍ଗୀତ, ଟୀକା ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ପ୍ରିୟା ଚୌଧୁରୀ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ବବି ମିଶ୍ର, ପିଣ୍ଟୁ ନନ୍ଦ, ଜୟୀରାମ ସାମଲ, ଦେବୁ ବୋଷ, ଜିନା ସାମଲ, ସୋଫିଆ ଆଲମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି କଥାଚିତ୍ର ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଅଭିନୟ

ଗୀତ ଓ ସଙ୍ଗୀତ

ଗୀତ

  1. ଆଖି ମୋର ଖୋଲା ଥାଇ କେହି ଜଣେ
  2. ଜହ୍ନ ଶୋଇଚି ଶୋଇ ପଡ଼ିଲେ ତାରା
  3. ପ୍ରିୟାରେ ପ୍ରିୟାରେ ନଜରେ ନଜରେ
  4. ସାଥିରେ ସାଥିରେ ପହିଲି ପ୍ରିତିରେ

ଟୀକା

ବାହାର ଆଧାର

  1. ଇଣ୍ଟରନେଟ ମୁଭି ଡାଟାବେସରେ ଡ୍ରିମ୍ ଗାର୍ଲ

Tags:

ଡ୍ରିମ୍ ଗାର୍ଲ ଅଭିନୟଡ୍ରିମ୍ ଗାର୍ଲ ଗୀତ ଓ ସଙ୍ଗୀତଡ୍ରିମ୍ ଗାର୍ଲ ଟୀକାଡ୍ରିମ୍ ଗାର୍ଲ ବାହାର ଆଧାରଡ୍ରିମ୍ ଗାର୍ଲ

🔥 Trending searches on Wiki ଓଡ଼ିଆ:

୭ ଅପ୍ରେଲପୂଜା (ଉପାସନା)ୟୁ ଟ୍ୟୁବବନ୍ଦେ ଉତ୍କଳ ଜନନୀଚଇତି ଘୋଡ଼ା ନାଚଓଡ଼ିଆଟାଇଫଏଡଉତ୍କଳ ଦୀପିକାକାହ୍ନୁଚରଣ ମହାନ୍ତିଦିବାକର ପରିଡ଼ାମହାପାତ୍ର ନୀଳମଣି ସାହୁବିଶ୍ୱ ମ୍ୟାଲେରିଆ ଦିବସରମଜାନନାରାୟଣ ସାହୁ (୧୯୨୮ ଜନ୍ମ)ସମ୍ବାଦଜୟଦ୍ରଥଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନବିଧାନ ସଭା ସଭ୍ୟଖାଦ୍ୟପଖାଳ ଦିବସଯୁକ୍ତରାଷ୍ଟ୍ର ଆମେରିକାଭାତଭାରତର ପ୍ରଧାନମନ୍ତ୍ରୀତୁମ ପରି ଛୋଟ ପିଲାଟିଏଲକ୍ଷ୍ମଣ ମିଶ୍ର୧୯୩୪ଅଶୋକାଷ୍ଟମୀକୋଣାର୍କ ସୂର୍ଯ୍ୟ ମନ୍ଦିରତୋରାଣିପ୍ରଶାନ୍ତ ନନ୍ଦ୪ ଅପ୍ରେଲରାଜକିଶୋର ପଟ୍ଟନାୟକଭଗବତ ଗୀତା୨୭ ଅପ୍ରେଲଚନ୍ଦ୍ରଶେଖର ରଥ୨୧ ଅପ୍ରେଲଡଙ୍ଗରିଆ କନ୍ଧବେଦକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବୀଣାପାଣି ମହାନ୍ତିଟାଇପରାଇଟରବର କୋଳିwiki.phtmlସୌଭାଗ୍ୟ କୁମାର ମିଶ୍ରଗୋମୁହାଁ କୁମ୍ଭୀରବାଞ୍ଛାନିଧି ମହାନ୍ତିଗୋଦାବରୀଶ ମିଶ୍ରହିନ୍ଦୁରାଧାନାଥ ରାୟମଥୁରା ମଙ୍ଗଳଭୁବନେଶ୍ୱର ବେହେରାଅରୁଣା ମହାନ୍ତିବିଭୁଦତ୍ତ ମିଶ୍ରକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବରମାକାନ୍ତ ପଣ୍ଡାଓଡ଼ିଶା ବିଧାନ ସଭାତାରିଣୀ ମନ୍ଦିର, ଘଟଗାଁକବି ପ୍ରସାଦ ମିଶ୍ରଚାନ୍ଦବାଲି୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନଟୀକା ଗୋବିନ୍ଦ ଚନ୍ଦ୍ରସ୍ତନ୍ୟପାୟୀକଳାପାହାଡ଼🡆 More