ମଥୁରା ମଙ୍ଗଳ

ମଥୁରା ମଙ୍ଗଳ ପୁରାତନ କବି ଭକ୍ତ ଚରଣ ଦାସଙ୍କଦ୍ୱାରା ରଚିତ ଛାନ୍ଦକାବ୍ୟ ଅଟେ । ୩୦ ଗୋଟି ଛାନ୍ଦରେ ରଚିତ ଏହି କାବ୍ୟ ଶ୍ରୀକୃଷ୍ଣଙ୍କ ମଥୁରା ଗମନ ଏବଂ କଂସବଧ ଓ ଗୋପୀଙ୍କ ବିଳାପ ଉପରେ ଆଧାରିତ ଅଟେ । ଏଥିରେ ଚକ୍ରକେଳି, କାଳୀ, କାଫି, ପଞ୍ଚମ ବରାଡ଼ି, କଲ୍ୟାଣ ଆହାରୀ, ଆହାରୀ, କେଦାରଗୌଡ଼ା ଇତ୍ଯାଦି ବୃତ୍ତ ବ୍ୟବହୃତ ହୋଇଛି ।

ରେକଡ଼ିଂ

ମଥୁରା ମଙ୍ଗଳର ପ୍ରଥମ ଛାନ୍ଦ "ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର" ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଆକାଶବାଣୀ କଟକରେ ଗାଇଥିଲେ । ଏହାଛଡ଼ା ବାଣୀକଣ୍ଠଙ୍କଦ୍ୱାରା ହିଁ ଏହାର ଅନ୍ୟ କେତୋଟି ଛାନ୍ଦ- "ଗୋପିକା ବଚନ ଶୁଣି" ଇତ୍ଯାଦିର ରେକଡ଼ିଂ ରହିଛି ।

ପ୍ରକାଶନ

ପ୍ରାଚୀ ସମିତି ତରଫରୁ ମଥୁରା ମଙ୍ଗଳର ବିଶୁଦ୍ଧ ସଂସ୍କରଣ ପ୍ରକାଶିତ କରାଯାଇଥିଲା । ଏହା ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ୧୦ ଗୋଟି ପୋଥିରୁ ସଂଗ୍ରହ କରି ଲେଖାଯାଇଥିଲା ।

Tags:

ଭକ୍ତ ଚରଣ ଦାସ

🔥 Trending searches on Wiki ଓଡ଼ିଆ:

କ୍ଲାଉଡ଼ ଟେକ୍ନୋଲୋଜିକାମିନୋ ମିଚିକାଶୀ ବିଶ୍ୱନାଥ ମନ୍ଦିରମାଗୁଣି ଚରଣ ଦାସବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟବଡ଼ଦିନଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକାହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ନୋଟା (ଭାରତ)ହିନ୍ଦୁ ବିବାହ ଅଧିନିୟମ, ୧୯୫୫୨୦ ଅପ୍ରେଲମଧୁସୂଦନ ଦାସତ୍ରିକୋଣମିତିଉଦ୍‌ଜାନସମୟମଣ୍ଡଳଧରିତ୍ରୀପ୍ରହ୍ଲାଦ ନାଟକଉତ୍ତମ ମହାନ୍ତିକୁଞ୍ଜବିହାରୀ ତ୍ରିପାଠୀ୧୫୭୨ଚିତ୍ତରଞ୍ଜନ ଦାସଉଇକିପିଡ଼ିଆଦ୍ରୌପଦୀ ମୁର୍ମୁଶେଷ ଶ୍ରାବଣ୧୪୦୫ଗନ୍ଧମାର୍ଦନଗୌତମ ବୁଦ୍ଧସୁଦର୍ଶନ ପଟ୍ଟନାୟକରବି ସିଂଯୌନ ସମ୍ଭୋଗଆମ୍ବହିଙ୍ଗୁଳା ମନ୍ଦିରଦୁଃଖୀରାମ ସ୍ୱାଇଁପଞ୍ଚତନ୍ତ୍ରଛବିଳ ମଧୁ ବର୍ଣ୍ଣବୋଧଜଗନ୍ନାଥ ଦାସପାରୁଲ ଯାଦବଫାଲଗୁନ୧୯୯୦ଓଡ଼ିଶାର ଦୋଳଯାତ୍ରାବିଶ୍ୱ ଘରଚଟିଆ ଦିବସରାଧାରାଣୀ ପଣ୍ଡାଜଗଦୀଶ ମହାନ୍ତିରାମ ନବମୀ୨୦୦୪ଭାଷାକାହ୍ନୁଚରଣ ମହାନ୍ତିବାୟୋନ୍ ମନ୍ଦିରସ୍ଵପ୍ନେଶ୍ଵର ମନ୍ଦିର,କେନ୍ଦୁସାହିନିତ୍ୟାନନ୍ଦ ମହାପାତ୍ରଇମେଲମୋହନ ଭୋଗଆଣ୍ଟିଅକ୍ସିଡାଣ୍ଟଭାରତୀୟ ଜାତୀୟ କଂଗ୍ରେସବେଲକୃଷ୍ଣ ଜନ୍ମାଷ୍ଟମୀରାଉରକେଲାଖପୁରୀ କଣା ଅସ୍ତ୍ରୋପଚାରପରିସଂଖ୍ୟାନକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)Wikisourceକଳାପାହାଡ଼ନୀଳକଣ୍ଠ ଦାସଦଅଣାଚାନ୍ଦବାଲି୩ ଅଗଷ୍ଟ🡆 More