ହିନ୍ଦୁ ଦେବଦେବୀ

ମହର୍ଷି ଯାସ୍କ ନିରୁକ୍ତ ଗ୍ରନ୍ଥରେ ଦେବତାମାନଙ୍କୁ ସାଧାରଣତଃ ତିନିଭାଗରେ ବିଭକ୍ତ କରିଛନ୍ତି । ସେମାନେ ପୃଥିବୀ ସ୍ଥାନୀୟ ଦେବତା, ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଓ ଦ୍ୟୁସ୍ଥାନୀୟ ଦେବତା ଭାବେ ପରିଚିତ । ପୃଥିବୀ, ଅଗ୍ନି, ସୋମ, ବୃହସ୍ପତି, ନଦୀ ଆଦି ପୃଥିବୀ ସ୍ଥାନୀୟ ଦେବତା ଭାବେ ସ୍ୱୀକୃତ । ଇନ୍ଦ୍ର, ଅପାମ, ନପାତ, ରୁଦ୍ର, ବାୟୁ ପର୍ଯ୍ୟନ, ମାତରିଶ୍ୱା ଆଦି ଅନ୍ତରୀକ୍ଷ ସ୍ଥାନୀୟ ଦେବତା ଭାବେ ଗୃହୀତ । ଦୌସ, ବରୁଣ, ମିତ୍ର, ସୂର୍ଯ୍ୟ, ସବିତୃ, ପୂଷନ୍, ବିଷ୍ଣୁ, ଆଦିତ୍ୟ, ଉଷମ୍ ଓ ଅଶ୍ୱିନୀ କୁମାର ପ୍ରମୁଖ ଦୌସ୍ଥାନୀୟ (ଦ୍ୟୁସ୍ଥାନୀୟ) ଦେବତା ଅଟନ୍ତି । ଏହା ବ୍ୟତୀତ ବିଶ୍ୱକର୍ମା, ତ୍ୱଷ୍ଟା, ପ୍ରଜାପତି, ମନ୍ୟୁ, ଶ୍ରଦ୍ଧା ଆଦି କେତେକ କାଳ୍ପନିକ ଦେବତାଭାବେ ଗୃହୀତ ହୋଇଥାନ୍ତି ।

ଦେବ

  • ତ୍ରିଦେବ: ବ୍ରହ୍ମା, ବିଷ୍ଣୁଶିବ
  • ପଞ୍ଚ ଦେବତା: ଗଣେଶ, ବିଷ୍ଣୁ, ମହାଦେବ, ପାର୍ବତୀସୂର୍ଯ୍ୟ
  • ଅଷ୍ଟଭୈରବ: ମହାଭୈରବ, ସଂହାର ଭୈରବ, ଅସିତାଙ୍ଗ ଭୈରବ, ରୁରୁଭୈରବ, କାଳଭୈରବ, କ୍ରୋଧ ଭୈରବ, ତାମ୍ରଚୂଡ଼ ଭୈରବ ଓ ଚନ୍ଦ୍ରଚୂଡ଼ ଭୈରବ
  • ଦ୍ୱାଦଶ ମାଧବ: ଆଦି ମାଧବ, ବରାହ ମାଧବ, ଅନନ୍ତ ମାଧବ, ଯୋଗ ମାଧବ, ଚମ୍ପକ ମାଧବ, ହରିହର ମାଧବ, ସିଦ୍ଧ ମାଧବ, ଗଦାଧର ମାଧବ, ପୁରୁଷୋତ୍ତମ ମାଧବ, ନରକାନ୍ତକ ମାଧବ, ଭୋଗ ମାଧବ ଓ ବାସୁଦେବ ମାଧବ
  • ରାମ: ସୀତାପତି ରାମ, ଧନୂର୍ଦ୍ଧାରୀ ରାମ
  • କୃଷ୍ଣ
  • କାର୍ତ୍ତିକେୟ
  • ହନୁମାନ
  • ଇନ୍ଦ୍ର
  • ଗଣେଶ: ଏକଦନ୍ତ, ମହାକାୟ, କପିଳ, ଗଜକର୍ଣ୍ଣ, ଲମ୍ବୋଦର, ବିକଟ, ବିଘ୍ନନାଶ, ବିନାୟକ, ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର, ଗଜାନନ
  • ବରାହ: ଯଜ୍ଞ ବରାହ, ଲକ୍ଷ୍ମୀ ବରାହ, ଶ୍ୱେତ ବରାହ
  • ନାରାୟଣ: ଅନନ୍ତଶାୟୀ ନାରାୟଣ, ଲକ୍ଷ୍ମୀ ନାରାୟଣ
  • ନୃସିଂହ: ଅଭୟ ନୃସିଂହ, ଲକ୍ଷ୍ମୀ ନୃସିଂହ, ଉଗ୍ର ନୃସିଂହ, ଭୀମ ନୃସିଂହ, ବୀର ନୃସିଂହ

ଦେବୀ

  • ମହାଦେବୀ: ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀ
  • ସପ୍ତମାତୃକା: ବାରାହୀ, ଐନ୍ଦ୍ରୀ, ବୈଷ୍ଣବୀ, ବ୍ରାହ୍ମୀ, କୌମାରୀ, ମାହେଶ୍ୱରୀ ଓ ନାରସିଂହୀ
  • ଅଷ୍ଟଚଣ୍ଡୀ: ଉଗ୍ରଚଣ୍ଡା, ପ୍ରଚଣ୍ଡା, ଚଣ୍ଡୋଗ୍ରା, ଚଣ୍ଡନାୟିକା, ଅତିଚଣ୍ଡା, ଚାମୁଣ୍ଡା, ଚଣ୍ଡା ଓ ଚଣ୍ଡବତୀ
  • ଅଷ୍ଟଭୈରବୀ: ସିଦ୍ଧେଶ୍ୱରୀ, ନୀଳାକ୍ଷୀ, ଉତ୍ତରେଶ୍ୱରୀ, ଭଗବତୀ, କ୍ରୋଟବୀଶ୍ୱରୀ, ଭୀମାବତୀ, କ୍ରୋଡ଼ବାସିନୀ ଓ ସନ୍ଥେଶ୍ୱରୀ
  • ନବଦୁର୍ଗା: ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ ଓ ମହାଗୌରୀ
  • ଦଶମହାବିଦ୍ୟା: କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ,ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଓ କମଳା
  • ଆଦି ପରାଶକ୍ତି
  • ଦେବୀ
  • ସରସ୍ୱତୀ
  • ଲକ୍ଷ୍ମୀ
  • ସତୀ
  • ପାର୍ବତୀ
  • ଦୁର୍ଗା
  • ସୀତା
  • ରାଧା

ଆଧାର

ଅଧିକ ତଥ୍ୟ

Tags:

ହିନ୍ଦୁ ଦେବଦେବୀ ଦେବହିନ୍ଦୁ ଦେବଦେବୀ ଦେବୀହିନ୍ଦୁ ଦେବଦେବୀ ଆଧାରହିନ୍ଦୁ ଦେବଦେବୀ ଅଧିକ ତଥ୍ୟହିନ୍ଦୁ ଦେବଦେବୀବିଶ୍ୱକର୍ମା

🔥 Trending searches on Wiki ଓଡ଼ିଆ:

ଭଦ୍ରକତ୍ରିପୁରା ମିଶ୍ରଅଣ୍ଡାହୃଷୀକେଶ ମଲ୍ଲିକଭାରତର ସଂସ୍କୃତିକଟକପାପୁଆ ନିଉ ଗିନିତ୍ରିଭୁଜଓଡ଼ିଆ ଭାଗବତମାସସରଳା ଦେବୀଟିଣବୈକୁଣ୍ଠନାଥ ପଟ୍ଟନାୟକଚିଲିକା (ବହୁବିକଳ୍ପ)ମାଟିର ମଣିଷଆମ୍ବବେଣୁଧର ରାଉତମ୍ୟାଲେରିଆକୃଷ୍ଣପ୍ରସାଦ ମିଶ୍ରଦଗ୍ଧଶିବମାୟାଧର ମାନସିଂହମୁମ୍ବାଇବିଶ୍ୱନାଥ କରବିଜ୍ଞାନବାଙ୍କୀଗୁରୁ ପ୍ରସାଦ ମହାନ୍ତିଆଇଡେଲାଲିସିବଜୟୀରାମ ସାମଲଭୁବନେଶ୍ୱରମହିଳାଙ୍କ ସୁରକ୍ଷା ନିମନ୍ତେ ଭାରତରେ ଥିବା ଆଇନ ତାଲିକାଗୋଲୋକ ବିହାରୀ ଧଳଛାୟାପଥହରେକୃଷ୍ଣ ମହତାବପ୍ରସନ୍ନ କୁମାର ପଣ୍ଡାକାଞ୍ଚି ଅଭିଯାନମନମୋହନ ସାମଲଜୁନରାଶି ଓ ନକ୍ଷତ୍ରରାଜାରାଣୀ ମନ୍ଦିରvji40ବ୍ରଜରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଗୋପାଳକୃଷ୍ଣ ପଟ୍ଟନାୟକଓଡ଼ିଆ ନାଟକ୨୦ ଅଗଷ୍ଟମୟୂରଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣି୨୦୧୨ଉଦୟନାଥ ଷଡ଼ଙ୍ଗୀବିଶ୍ୱତାପନପ୍ରାଣକୃଷ୍ଣ ପରିଜାତାଳଚେର ତାପଜ ବିଦ୍ୟୁତ କେନ୍ଦ୍ରବିଶ୍ୱ ଏଡ୍‌ସ ଦିବସକୁନ୍ତଳା କୁମାରୀ ସାବତମଇ ଦିବସଫକୀର ମୋହନ ସେନାପତିଶ୍ରୀତମ ଦାସନଟବର ସାମନ୍ତରାୟବୈଶାଖଜନ୍ମ ନିରୋଧବନ୍ଦେ ଉତ୍କଳ ଜନନୀଟୁକୁନି ସାହୁସଂକ୍ରାନ୍ତିଇଣ୍ଟରନେଟହମିଦା ବାନୁ ବେଗମଚରକପଣା ସଂକ୍ରାନ୍ତିଦଣ୍ଡ ନାଟଶାରଳା ପୁରସ୍କାରଓଡ଼ିଶାର ଲୋକନୃତ୍ୟଭାରତର ଜାତୀୟ ପତାକାଜଳ୨୧🡆 More