ପଞ୍ଚାମୃତ

ଦେଶୀ ଗାଈର ଦୁଧ, ଘିଅ, ଦହି, ମହୁ ଓ ଶର୍କରା (ତୁଳସୀ) ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣକୁ ପଞ୍ଚାମୃତ କୁହାଯାଏ । ପଞ୍ଚାମୃତର ମହତ୍ୱ ପଞ୍ଚଗବ୍ୟ ସହ ସମାନ ଅଟେ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ ଧର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦୁଧ, ଘିଅ, ତୁଳସୀପତ୍ର ତଥା ଗଙ୍ଗାଜଳ ମଧ୍ୟ ମିଶୁଥିବାରୁ ଏହା ଅମୃତ୍ୟ ତୁଲ୍ୟ ହୋଇଥାଏ । ଏ ସଂସାରରେ ଯେତେ ରସାୟନ (ଟନିକ୍) ଅଛି ତା ମଧ୍ୟରେ ପଞ୍ଚାମୃତ ହେଉଛି ଅଳ୍ପ ମୂଲ୍ୟରେ ପ୍ରସ୍ତୁତ ହେଉଥିବା ଅତି ଉତ୍କୃଷ୍ଟ ରସାୟନ । ଏହି ପଞ୍ଚାମୃତ ସକରାତ୍ମକ ଶକ୍ତି ଧାରଣ କରୁଥିବାରୁ ଦେବଦେବୀ ପୂଜା ପୂର୍ବରୁ ସେ ସ୍ଥାନରେ ଏହାକୁ ପ୍ରସ୍ତୁତ କରି ରଖାଯାଏ ।

ଆଧାର

Tags:

ତୁଳସୀଦୁଧମହୁ

🔥 Trending searches on Wiki ଓଡ଼ିଆ:

ଚତୁର ବିନୋଦଭାରତୀୟ ମୁଦ୍ରାରାମାୟଣଗନରିଆଭୁବନେଶ୍ୱରଯାଜପୁରଓଡ଼ିଶାର ମାପ ବ୍ୟବସ୍ଥାରସୁଣଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଏକ୍ସକ୍ୟୁଜ ମିହାଡ଼ଫୁଟିବିଜ୍ଞାନକଣ୍ଡୋମବୁଧବାରସରୋଜିନୀ ନାଇଡୁଉଇକିମିଡ଼ିଆ ମୁଭମେଣ୍ଟରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନକେଶବ କୋଇଲିଜହ୍ନହେନା ଫୁଲଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଖୋର୍ଦ୍ଧା ଜିଲ୍ଲାକାଠଚମ୍ପାରାସାୟନିକ ମୌଳିକସାରଳା ସମ୍ମାନକଙ୍କାଳତାରାତାରିଣୀ ମନ୍ଦିରକବିସୂର୍ଯ୍ୟ ବଳଦେବ ରଥନୀଳକଣ୍ଠ ଦାସହୋଲିଭାରତ ସରକାରମୃଣାଳ ସେନଗଜଲଚନ୍ଦନଲାଗି ବେଶଅଂଶୁଘାତସଞ୍ଜୀବ କୁମାର ମଲ୍ଲିକୟୁ ଟ୍ୟୁବଓଡ଼ିଆ ଭ୍ରମଣ ସାହିତ୍ୟଲବଙ୍ଗପରିସଂଖ୍ୟାନବନ୍ଦେ ଉତ୍କଳ ଜନନୀବିଭୂତି ପଟ୍ଟନାୟକବେଲଏସିଆଅଭିମନ୍ୟୁ ସାମନ୍ତସିଂହାରମନୋଜ ପଟ୍ଟନାୟକ (ଗୀତିକାର)ବିଧାନ ସଭା ସଭ୍ୟଅଟିଜିମ୍‌ଜଳକିଶୋରୀ ଚରଣ ଦାସଦୁର୍ଗାବିରଜା ମନ୍ଦିରକୁଜିବର ପ‌ତ୍ରଓଡ଼ିଆ ଯୁବକ ପାଠାଗାରକାଳିନ୍ଦୀ ଚରଣ ପାଣିଗ୍ରାହୀଆଲବର୍ଟ ଆଇନଷ୍ଟାଇନବୁନ୍ଦିଆ ଖିରିସମ୍ବଲପୁର (ଲୋକ ସଭା ନିର୍ବାଚନ ମଣ୍ଡଳୀ)୨୩ ଅପ୍ରେଲକଟକପୁରୀ ଜିଲ୍ଲାଚୈତନ୍ୟଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାସୋରିଷଜାପାନଇଣ୍ଡୋନେସିଆଜଳ ପ୍ରଦୂଷଣପାଟୁଆ ଯାତ୍ରା🡆 More