ବିଧାନ ସଭା ନିର୍ବାଚନ ମଣ୍ଡଳୀ ଦଶପଲ୍ଲା

ଦଶପଲା (କ୍ରମିକ ସଂଖ୍ୟା: ୧୨୧) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଦଶପଲା ବ୍ଳକ, ଗଣିଆ ବ୍ଳକ ଓ ନୂଆଗାଁ ବ୍ଳକ ।

ଦଶପଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୯,୧୪୪
ଜିଲ୍ଲା: ନୟାଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: କନ୍ଧମାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଇନ୍ଦୁମତି ନାୟକଙ୍କଠାରୁ ୫୭୩୨୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କାଶୀନାଥ ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲେକ୍ଚରର ବୁଲିଅନଙ୍କଠାରୁ ୩୮,୭୫୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

୨୦୦୯ ନିର୍ବାଚନ ଫଳାଫଳ

୨୦୦୯ ବିଧାନ ସଭା ନିର୍ବାଚନ, ଦଶପଲା
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ କାଶୀନାଥ ମଲ୍ଲିକ ୬୧,୧୪୨ ୫୯.୨୮ -
କଂଗ୍ରେସ ଲେକ୍ଚରର ବୁଲିଅନ ୨୨,୩୮୪ ୨୧.୭୦ -
ଭାଜପା ମନୋଜ କୁମାର ବେହେରା ୧୩,୨୧୮ ୧୨.୮୨ -
ସ୍ୱାଧୀନ ସୁଶାନ୍ତ କୁମାର ନାୟକ ୨,୦୫୦ ୧.୯୯ -
ସ୍ୱାଧୀନ ବାସୁଦେବ ନାୟକ ୧,୪୬୨ ୧.୪୨ -
ସମୃଦ୍ଧ ଓଡ଼ିଶା ବେଣୁଧର ନାୟକ ୧,୦୭୧ ୧.୦୪ -
ସ୍ୱାଧୀନ ଦେବରାଜ ନାୟକ ୯୨୦ ୦.୮୯ -
ସପା ଆର୍ତ୍ତବନ୍ଧୁ ଚୌଧୁରୀ ୮୯୨ ୦.୮୬ -
ଭୋଟ ବ୍ୟବଧାନ ୩୮,୭୫୮ ୩୭.୫୮* -
ମତଦାନ ହାର ୧,୦୩,୧୪୩ ୬୪.୪୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:

ଆଧାର

Tags:

ଓଡ଼ିଶା ବିଧାନ ସଭାଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକାନୟାଗଡ଼ ଜିଲ୍ଲା

🔥 Trending searches on Wiki ଓଡ଼ିଆ:

କୋଶଳ କ୍ରାନ୍ତି ଦଳଭୁବନେଶ୍ୱର ବେହେରାଓଡ଼ିଶା ଉଚ୍ଚ ନ୍ୟାୟାଳୟଭଦ୍ରକସମଲେଶ୍ୱରୀ ମନ୍ଦିରଯାଜପୁରଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା୧୯୯୩ହୃଦାନନ୍ଦ ପାଣିଗ୍ରାହୀକଳାହାଣ୍ଡି ଜିଲ୍ଲାସରଳା ଦେବୀରୁକ୍ମଣୀତନ୍ଦୁର୍କୌରବବିଶ୍ୱଜିତ ଦାସଉତ୍କଳ ସମ୍ମିଳନୀ୧୯ ଜାନୁଆରୀବର କୋଳିସିପାହୀ ବିଦ୍ରୋହଓଳାଶୁଣି ଗୁମ୍ଫାଚନ୍ଦନ ଯାତ୍ରାପୁଷ୍ଟିସାରଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି୧୯୬୨ଅଚ୍ୟୁତାନନ୍ଦ ଦାସସୌଭାଗ୍ୟ କୁମାର ମିଶ୍ରହରେକୃଷ୍ଣ ମହତାବଜଗନ୍ନାଥ ଦାସଦ୍ଵାରକାଧୀଶ ମନ୍ଦିରଅଂକୋର୍ ୱାଟ୍କାଳିନ୍ଦୀ ଚରଣ ପାଣିଗ୍ରାହୀବେଦଗୀତଗୋବିନ୍ଦଆଫ୍ରିକା୧ ଅକ୍ଟୋବରଓଡ଼ିଆ ରାମାୟଣଭାରତ ଛାଡ଼ ଆନ୍ଦୋଳନକପିଳାସ ଶିବ ମନ୍ଦିରଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଅନ୍ନପୂର୍ଣ୍ଣା ରଙ୍ଗମଞ୍ଚସାମବେଦସନ୍ଧିପଦବିଭୂତି ପଟ୍ଟନାୟକମାଗୁଣି ଚରଣ କୁଅଁରହରେ କୃଷ୍ଣସ୍ୱାମୀ ବିବେକାନନ୍ଦପ୍ରଯୁକ୍ତି ବିଦ୍ୟାରାଜ ଯୋଗ୭ (ସଂଖ୍ୟା)ଗୋଦାବରୀଶ ମହାପାତ୍ରସୀସାକମ୍ପ୍ୟୁଟର ବିଜ୍ଞାନ୧୯୬୭ବଳଦେବଜୀଉ ମନ୍ଦିର୧୯୮୪ଗଙ୍ଗାଧର ରଥ୨ ମାର୍ଚ୍ଚଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରଆଲଜେରିଆଅକ୍ଷୟ ତୃତୀୟାଓଡ଼ଗାଁଚିତ୍ତରଞ୍ଜନ ଦାସତୃପ୍ତି ଦାସବୀଣାପାଣି ମହାନ୍ତିକାଳୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଲକ୍ଷ୍ମୀନାରାୟଣ ସାହୁସାହି ଯାତଏଚଆଇଭି/ଏଡସ🡆 More