ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏକ ସାରସ୍ୱତ ସମ୍ମାନ ଯାହା ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କବି ଓ ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।

ପୁରସ୍କାରପ୍ରାପ୍ତ ସାହିତ୍ୟିକମାନଙ୍କର ତାଲିକା

ସାହିତ୍ୟିକଙ୍କ ନାମ ସମ୍ମାନ ବର୍ଷ ସୂଚନା
ରାଧାମୋହନ ଗଡ଼ନାୟକ ୧୯୯୩
କୃଷ୍ଣଚନ୍ଦ୍ର ତ୍ରିପାଠୀ ୧୯୯୪
ନଟବର ସାମନ୍ତରାୟ ୧୯୯୫
ରାଜକିଶୋର ପଟ୍ଟନାୟକ ୧୯୯୬
ଲକ୍ଷ୍ମୀଧର ନାୟକ ୧୯୯୭
ଗୌରୀ କୁମାର ବ୍ରହ୍ମା ୧୯୯୮
ନିତ୍ୟାନନ୍ଦ ମହାପାତ୍ର ୧୯୯୯
ବିନୋଦଚନ୍ଦ୍ର ନାୟକ ୨୦୦୦
ବସନ୍ତ କୁମାରୀ ପଟ୍ଟନାୟକ ୨୦୦୧
ଅଚ୍ୟୁତାନନ୍ଦ ପ‌ତି ୨୦୦୨
ଚିନ୍ତାମଣି ବେହେରା ୨୦୦୩
ମନୋରଞ୍ଜନ ଦାସ ୨୦୦୪
ଉମାଶଙ୍କର ପଣ୍ଡା ୨୦୦୫
ସୁଦର୍ଶନ ଆଚାର୍ଯ୍ୟ ୨୦୦୬
ମନୋଜ ଦାସ ୨୦୦୭
ମହାପାତ୍ର ନୀଳମଣି ସାହୁ ୨୦୦୮
ଦାଶରଥି ଦାସ ୨୦୦୯
ଚନ୍ଦ୍ରଶେଖର ରଥ ୨୦୧୦
ଗଗନେନ୍ଦ୍ର ନାଥ ଦାଶ ୨୦୧୧
ବ୍ରଜନାଥ ରଥ ୨୦୧୨
ଧନେଶ୍ୱର ମହାପାତ୍ର ୨୦୧୩
ଶାନ୍ତନୁ କୁମାର ଆଚାର୍ଯ୍ୟ ୨୦୧୪
ମଧୁସୂଦନ ପତି ୨୦୧୫
ବିଭୂତି ପଟ୍ଟନାୟକ ୨୦୧୬
ରବି ସିଂ ୨୦୧୭
ରମାକାନ୍ତ ରଥ ୨୦୧୮
ବୀଣାପାଣି ମହାନ୍ତି ୨୦୧୯
ରାମଚନ୍ଦ୍ର ବେହେରା ୨୦୨୦
ପ୍ରତିଭା ରାୟ ୨୦୨୧
ସୀତାକାନ୍ତ ମହାପାତ୍ର ୨୦୨୨
ଶ୍ରୀନିବାସ ଉଦ୍ଗାତା ୨୦୨୩

ଆଧାର

Tags:

ଓଡ଼ିଆ ଭାଗବତଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀଜଗନ୍ନାଥ ଦାସ

🔥 Trending searches on Wiki ଓଡ଼ିଆ:

ଯଶୋବନ୍ତ ଦାସସଚ୍ଚିଦାନନ୍ଦ ରାଉତରାୟଅଭିରାମ ପରମହଂସଲୋକ ସଭାଦାସକାଠିଆବିଷ୍ଣୁଚିତ୍ତରଞ୍ଜନ ଦାସଲାଜକୁଳୀ ଲତାମହାତ୍ମା ଗାନ୍ଧୀଇଲେକ୍ଟ୍ରୋନିକ କମର୍ସମହାଦେଶହାତୀଶାସ୍ତିଓଡ଼ିଆ ସାହିତ୍ୟଅଶୋକ (ଗଛ)ଅଭିମନ୍ୟୁ ସାମନ୍ତସିଂହାର୨୭ ଅପ୍ରେଲକମଳ ଲୋଚନ ମହାନ୍ତିଓଡ଼ିଆ ଲିପିପାଟଦେଇଅର୍ଥଶାସ୍ତ୍ରମହେନ୍ଦ୍ର ସିଂହ ଧୋନିବାଘଲାଟିନ ଭାଷାପି. ସାଇନାଥମାଦଳା ପାଞ୍ଜିଜଗନ୍ନାଥଅଶୋକାଷ୍ଟମୀଆମ୍ବନିତ୍ୟାନନ୍ଦ ମହାପାତ୍ରଭଦ୍ରକ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ବେଙ୍ଗାଳୁରୁହେପାଟାଇଟିସ୨ (ସଂଖ୍ୟା)ଦିବ୍ୟସିଂହ ଦେବଚୀନମଧୁସୂଦନ ରାଓମାଟିର ମଣିଷଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଭଗବତ ଗୀତାମହାନଦୀମନମୋହନ ସାମଲଶୀତଳ ଷଷ୍ଠୀ ଯାତ୍ରାଭାରତର ରାଷ୍ଟ୍ରପତିଘିମିରିମହାପ୍ରସାଦକରଣ (ଜାତି)ଜୟୀରାମ ସାମଲବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଚଉତିଶାକେଉଁ ଦୁନିଆରୁ ଆସିଲ ବନ୍ଧୁଶରତ କୁମାର ମହାନ୍ତିନୀଲ ଆର୍ମଷ୍ଟ୍ରଙ୍ଗଚନ୍ଦ୍ରଗୁପ୍ତମଣିଷଯେମ୍ସ ୱେବ ମହାକାଶ ଦୁରବୀକ୍ଷଣଇଟାକ୍ରାଇନିକ ଏସିଡପଣା ସଂକ୍ରାନ୍ତିଫେସବୁକଚିଲିକା ହ୍ରଦଅଳକାଜାତୀୟ ଆୟବ୍ରହ୍ମୋତ୍ରୀ ମହାନ୍ତିପ୍ରଶାନ୍ତ କୁମାର ମୁଦୁଲିବିଜୁ ଜନତା ଦଳଶ୍ରୀରାମ ପଣ୍ଡା🡆 More