ଚନ୍ଦ୍ରଶେଖର ରଥ: ଓଡ଼ିଆ ଗାଳ୍ପିକ

ଚନ୍ଦ୍ରଶେଖର ରଥ ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । ଯନ୍ତ୍ରାରୁଢ଼ ଓ ନବଜାତକ ଉପନ୍ୟାସ ତଥା ପାଠଚକ୍ର ଡାଏରି ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।.

ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮)[୧][୨] ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର,[୩] ପ୍ରାବନ୍ଧିକ[୪] ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।[୫]

ଚନ୍ଦ୍ରଶେଖର ରଥ
Chandrasekhar Rath, Profile, October 2007.jpg
ଜନ୍ମ ଓ ଜନ୍ମସ୍ଥାନ(1929-10-17)୧୭ ଅକ୍ଟୋବର ୧୯୨୯
ମାଲପଡ଼ା, ବଲାଙ୍ଗୀର
ମୃତ୍ୟୁ୯ ଫେବୃଆରୀ ୨୦୧୮(2018-02-09) (ବୟସ ୮୮)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥିଚାରୁବାଳା ରଥ

ପରିବାର

ଚନ୍ଦ୍ରଶେଖରଙ୍କ ପିତାଙ୍କ ନାମ ଥିଲା କେଳେଇ ରଥ ଓ ମାତାଙ୍କ ନାମ ଥିଲା ଚମ୍ପା ଦେବୀ ।[୬] ତାଙ୍କ ପତ୍ନୀଙ୍କ ନାମ ଚାରୁବାଳା ରଥ ।[୭]

ରଚନବଳୀ

ଉପନ୍ୟାସ

  • ଯନ୍ତ୍ରାରୁଢ଼ (୧୯୬୭)[୮]
  • ଅସୂର୍ଯ୍ୟ ଉପନିବେଶ (୧୯୭୪)
  • ନବଜାତକ (୧୯୮୧)

କ୍ଷୁଦ୍ରଗଳ୍ପ ସଙ୍କଳନ

  • ଅନେକ ବନ୍ୟା ପରେ (୧୯୭୮)
  • ଅଶ୍ୱାରୋହୀର ଗଳ୍ପ (୧୯୭୯)
  • ସମ୍ରାଟ ଓ ଅନ୍ୟମାନେ (୧୯୮୦)
  • ଅନ୍ୟ ଏକ ସକାଳ (୧୯୮୧)
  • ସବୁଯାକ ସ୍ୱପ୍ନ (୧୯୮୪)
  • ବାଘ ସବାର (୧୯୮୭)
  • ଏତେ ପାଖରେ ସମୁଦ୍ର (୧୯୮୮)
  • ପାହାଡ ଚଢା
  • ବିକ୍ରୀ ପାଇଁ ଫୁଲମାଳ (୧୯୯୦)
  • ସ୍ୱପ୍ନ ବାହାକ (୧୯୯୨)
  • ସବୁଠାରୁ ଦୀର୍ଘ ରାତି (୧୯୯୪)
  • କ୍ରମଶ ଗଭୀର ନଇ (୧୯୯୬)
  • ଅନ୍ତିମ (୧୯୯୬)
  • ଶିଖର ଲଙ୍ଘନ (୨୦୦୨)
  • ନାଗାନ୍ତକ ବିଦ୍ୟା (୨୦୦୪)
  • ସନ୍ଧିକାଳ (୨୦୦୭)

ନିବନ୍ଧ ସଙ୍କଳନ

  • ଦୃଷ୍ଟି ଓ ଦର୍ଶନ (୧୯୭୧)
  • ଏ ଯେଉଁ ପୃଥିବୀ (୧୯୭୫)
  • ମୁଁ ସତ୍ୟଧର୍ମା କହୁଛି (୧୯୭୭)
  • ମଧୁସନ୍ଧାନ (୧୯୭୮)
  • ଉତ୍ତର ଅରଣ୍ୟ (୧୯୭୦/୮୦)
  • ଅଶ୍ରୁତ ସ୍ୱର (୧୯୮୧)
  • କ୍ରୀତଦାସର ସ୍ୱପ୍ନ (୧୯୮୧)
  • ରଥ ସପ୍ତକ (୧୯୮୫)
  • ବିଶେଷ କଥନ (୨୦୦୫)
  • ଲଘୁ ସଂହିତା (୨୦୧୨)
  • ନିବନ୍ଧ ସଂଗ୍ରହ (୨୦୧୨)
  • ଉନ୍ମୋଚିତ ଦିଗ୍‌ବଳୟ (୨୦୧୨)

କବିତା ସଙ୍କଳନ

  • ତୁମ ପାଇଁ ପକ୍ଷୀଗାନ (୨୦୦୦)
  • ଆଗକୁ ବନସ୍ତ (୨୦୦୨)
  • ମୋ ଘର ବହୁତ ଦୂର (୨୦୧୨)

ଅନ୍ୟାନ୍ୟ ସଙ୍କଳନ

  • ଅତିବଡ଼ୀ ଶ୍ରୀମଦ୍‌ ଭାଗବତ ଗୀତା ଭାଷ୍ୟ-ଆଚାର୍ଯ୍ୟ ଶଙ୍କର (୨୦୦୯)
  • ରିଚାର୍ଡ ବାକ୍‌ଙ୍କ ଜନାଥନ୍‌ ସି’ଗଲ୍‌ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’
  • ପାଠଚକ୍ର ଡାଏରୀ (୨୦୦୨)
  • ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩)

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ, ୨୦୧୮[୯]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭[୧୦]
  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୦[୧୧][୧୨]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୧୩]
    • ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ ନିମନ୍ତେ, ୧୯୭୭
    • ଅଶ୍ରୁତ ସ୍ୱର ପ୍ରବନ୍ଧ ଓ ସମାଲୋଚନା ନିମନ୍ତେ, ୧୯୭୮
  • ଶାରଳା ପୁରସ୍କାର, ୧୯୮୨[୧୪]
  • ଝଙ୍କାର ପୁରସ୍କାର (ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା), ୧୯୭୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୫]
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୧ [୧୬]
  • ପ୍ରଜାତନ୍ତ୍ର ବିଷୁବ ପୁରସ୍କାର, ୧୯୬୩ [୧୭]
  • ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୦୮
  • ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୧୨

ଆଧାର

This article uses material from the Wikipedia ଓଡ଼ିଆ article ଚନ୍ଦ୍ରଶେଖର ରଥ, which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply. (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 3.0 ରେ ଉପଲବ୍ଧ । Images, videos and audio are available under their respective licenses.
#Wikipedia® is a registered trademark of the Wiki Foundation, Inc. Wiki (DUHOCTRUNGQUOC.VN) is an independent company and has no affiliation with Wiki Foundation.

🔥 Trending searches on Wiki ଓଡ଼ିଆ:

ପ୍ରଧାନ ପୃଷ୍ଠାଏଲଓସି କାର୍ଗିଲନେପାଳରିଭାରୋକ୍ସାବାନଦେବସ୍ନାନ ପୂର୍ଣ୍ଣିମାଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଜଗନ୍ନାଥଫକୀର ମୋହନ ସେନାପତିରଥଯାତ୍ରାଓଡ଼ିଶାଅଣସରସଚ୍ଚିଦାନନ୍ଦ ରାଉତରାୟରାଧାନାଥ ରାୟଗୋପୀନାଥ ମହାନ୍ତିଗୋଦାବରୀଶ ମିଶ୍ରଗଙ୍ଗାଧର ମେହେରଏ. ପି. ଜେ. ଅବଦୁଲ କଲାମଗୋପବନ୍ଧୁ ଦାସମହାପାତ୍ର ନୀଳମଣି ସାହୁଭାବନା କାନ୍ତଜଗନ୍ନାଥ ମନ୍ଦିରକଟକସାରଳା ଦାସକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାମନୋଜ ଦାସପରି ମଣିଓଡ଼ିଶାର ଲୋକନୃତ୍ୟବାଜି ରାଉତଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ଦାସଭାରତସୁରେନ୍ଦ୍ର ମହାନ୍ତିପଠାଣି ସାମନ୍ତରଜଶାନ୍ତନୁ କୁମାର ଆଚାର୍ଯ୍ୟପ୍ରତିଭା ରାୟମେଘା ବର୍ମନଓଡ଼ିଆ ସାହିତ୍ୟର ଇତିହାସବନ୍ଦେ ଉତ୍କଳ ଜନନୀଗୁରୁ ପ୍ରସାଦ ମହାନ୍ତିନନ୍ଦିନୀ ଶତପଥୀଜଗନ୍ନାଥ ଦାସନବକଳେବରଗାନ୍ଧାରୀ (ମହାଭାରତ)ଭଗବତ ଗୀତାମହାତ୍ମା ଗାନ୍ଧୀକାଳିନ୍ଦୀ ଚରଣ ପାଣିଗ୍ରାହୀନିଜାମୀ ବନ୍ଧୁଉପେନ୍ଦ୍ର ଭଞ୍ଜକନକ ମଞ୍ଜରୀ ମହାପାତ୍ରଗିଢାଗୋଦାବରୀଶ ମହାପାତ୍ରଫତୁରାନନ୍ଦମଧୁସୂଦନ ରାଓବିଜ୍ଞାନଶ୍ରୀମନ୍ଦିରରେ ପାଳିତ ବିଶେଷ ନୀତିଓଡ଼ିଶାର ଇତିହାସଜ୍ଞାନପୀଠ ପୁରସ୍କାର🡆 More