ଚନ୍ଦ୍ରଶେଖର ରଥ: ଓଡ଼ିଆ ଗାଳ୍ପିକ

ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯- ୦୯ ଫେବୃଆରୀ ୨୦୧୮) ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର, ପ୍ରାବନ୍ଧିକ ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । ଯନ୍ତ୍ରାରୁଢ଼ ଓ ନବଜାତକ ଉପନ୍ୟାସ ତଥା ପାଠଚକ୍ର ଡାଏରି ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।

ଚନ୍ଦ୍ରଶେଖର ରଥ
ଚନ୍ଦ୍ରଶେଖର ରଥ: ପରିବାର, ରଚନବଳୀ, ସମ୍ମାନ ଓ ପୁରସ୍କାର
ଜନ୍ମ ଓ ଜନ୍ମସ୍ଥାନ(1929-10-17)୧୭ ଅକ୍ଟୋବର ୧୯୨୯
ମାଲପଡ଼ା, ବଲାଙ୍ଗୀର
ମୃତ୍ୟୁ୯ ଫେବୃଆରୀ ୨୦୧୮(2018-02-09) (ବୟସ ୮୮)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଚାରୁବାଳା ରଥ

ପରିବାର

ଚନ୍ଦ୍ରଶେଖରଙ୍କ ପିତାଙ୍କ ନାମ ଥିଲା କେଳେଇ ରଥ ଓ ମାତାଙ୍କ ନାମ ଥିଲା ଚମ୍ପା ଦେବୀ । ତାଙ୍କ ପତ୍ନୀଙ୍କ ନାମ ଚାରୁବାଳା ରଥ ।

ରଚନବଳୀ

ଉପନ୍ୟାସ

  • ଯନ୍ତ୍ରାରୁଢ଼ (୧୯୬୭)
  • ଅସୂର୍ଯ୍ୟ ଉପନିବେଶ (୧୯୭୪)
  • ନବଜାତକ (୧୯୮୧)

କ୍ଷୁଦ୍ରଗଳ୍ପ ସଙ୍କଳନ

  • ଅନେକ ବନ୍ୟା ପରେ (୧୯୭୮)
  • ଅଶ୍ୱାରୋହୀର ଗଳ୍ପ (୧୯୭୯)
  • ସମ୍ରାଟ ଓ ଅନ୍ୟମାନେ (୧୯୮୦)
  • ଅନ୍ୟ ଏକ ସକାଳ (୧୯୮୧)
  • ସବୁଯାକ ସ୍ୱପ୍ନ (୧୯୮୪)
  • ବାଘ ସବାର (୧୯୮୭)
  • ଏତେ ପାଖରେ ସମୁଦ୍ର (୧୯୮୮)
  • ପାହାଡ ଚଢା
  • ବିକ୍ରୀ ପାଇଁ ଫୁଲମାଳ (୧୯୯୦)
  • ସ୍ୱପ୍ନ ବାହାକ (୧୯୯୨)
  • ସବୁଠାରୁ ଦୀର୍ଘ ରାତି (୧୯୯୪)
  • କ୍ରମଶ ଗଭୀର ନଇ (୧୯୯୬)
  • ଅନ୍ତିମ (୧୯୯୬)
  • ଶିଖର ଲଙ୍ଘନ (୨୦୦୨)
  • ନାଗାନ୍ତକ ବିଦ୍ୟା (୨୦୦୪)
  • ସନ୍ଧିକାଳ (୨୦୦୭)

ନିବନ୍ଧ ସଙ୍କଳନ

  • ଦୃଷ୍ଟି ଓ ଦର୍ଶନ (୧୯୭୧)
  • ଏ ଯେଉଁ ପୃଥିବୀ (୧୯୭୫)
  • ମୁଁ ସତ୍ୟଧର୍ମା କହୁଛି (୧୯୭୭)
  • ମଧୁସନ୍ଧାନ (୧୯୭୮)
  • ଉତ୍ତର ଅରଣ୍ୟ (୧୯୭୦/୮୦)
  • ଅଶ୍ରୁତ ସ୍ୱର (୧୯୮୧)
  • କ୍ରୀତଦାସର ସ୍ୱପ୍ନ (୧୯୮୧)
  • ରଥ ସପ୍ତକ (୧୯୮୫)
  • ବିଶେଷ କଥନ (୨୦୦୫)
  • ଲଘୁ ସଂହିତା (୨୦୧୨)
  • ନିବନ୍ଧ ସଂଗ୍ରହ (୨୦୧୨)
  • ଉନ୍ମୋଚିତ ଦିଗ୍‌ବଳୟ (୨୦୧୨)

କବିତା ସଙ୍କଳନ

  • ତୁମ ପାଇଁ ପକ୍ଷୀଗାନ (୨୦୦୦)
  • ଆଗକୁ ବନସ୍ତ (୨୦୦୨)
  • ମୋ ଘର ବହୁତ ଦୂର (୨୦୧୨)

ଅନ୍ୟାନ୍ୟ ସଙ୍କଳନ

  • ଅତିବଡ଼ୀ ଶ୍ରୀମଦ୍‌ ଭାଗବତ ଗୀତା ଭାଷ୍ୟ-ଆଚାର୍ଯ୍ୟ ଶଙ୍କର (୨୦୦୯)
  • ରିଚାର୍ଡ ବାକ୍‌ଙ୍କ ଜନାଥନ୍‌ ସି’ଗଲ୍‌ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’
  • ପାଠଚକ୍ର ଡାଏରୀ (୨୦୦୨)
  • ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩)

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ, ୨୦୧୮
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭
  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୦
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
    • ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ ନିମନ୍ତେ, ୧୯୭୭
    • ଅଶ୍ରୁତ ସ୍ୱର ପ୍ରବନ୍ଧ ଓ ସମାଲୋଚନା ନିମନ୍ତେ, ୧୯୭୮
  • ଶାରଳା ପୁରସ୍କାର, ୧୯୮୨
  • ଝଙ୍କାର ପୁରସ୍କାର (ପ୍ରବନ୍ଧ ଓ ସାହିତ୍ୟ-ସମାଲୋଚନା), ୧୯୭୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୧
  • ପ୍ରଜାତନ୍ତ୍ର ବିଷୁବ ପୁରସ୍କାର, ୧୯୬୩
  • ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୦୮
  • ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ ଉପାଧି ପ୍ରଦାନ, ୨୦୧୨

ଆଧାର

Tags:

ଚନ୍ଦ୍ରଶେଖର ରଥ ପରିବାରଚନ୍ଦ୍ରଶେଖର ରଥ ରଚନବଳୀଚନ୍ଦ୍ରଶେଖର ରଥ ସମ୍ମାନ ଓ ପୁରସ୍କାରଚନ୍ଦ୍ରଶେଖର ରଥ ଆଧାରଚନ୍ଦ୍ରଶେଖର ରଥଓଡ଼ିଆ ଭାଷାଓଡ଼ିଶା ସାହିତ୍ୟ ଏକାଡେମୀବଲାଙ୍ଗୀର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ମାରୀଚଘଟଗାଁଜଗନ୍ନାଥବିଜୁ ପଟ୍ଟନାୟକଅଭିନେତ୍ରୀ (ନାରୀ କଳାକାର)ସୂର୍ଯ୍ୟ ଦେବତାରେଢ଼ାଖୋଲ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସ୍ୱାମୀ ବିବେକାନନ୍ଦମାଳତୀ ଚୌଧୁରୀଚବିଶ ଗୁରୁଧର୍ମପିପିଲିନବମୀଅର୍ଜୁନ ଚରଣ ସେଠୀଉଇଲିୟମ୍ ହେନେରୀ ପର୍କିନମହିମା ଧର୍ମସତ୍ୟବାଦୀ ବନ ବିଦ୍ୟାଳୟଉପେନ୍ଦ୍ର ଭଞ୍ଜହେମୋଫିଲିଆମୋହନ ସୁନ୍ଦର ଦେବ ଗୋସ୍ୱାମୀଇନ୍‌ଫ୍ଲୁଏଞ୍ଜାପାରିକୁଦପ୍ରସନ୍ନ କୁମାର ଦାଶବ୍ୟକ୍ତିଗତ ଅର୍ଥବ୍ୟବସ୍ଥାଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାସୁରେଶ କୁମାର ରାଉତରାୟସମାଜ (ଖବରକାଗଜ)କାଜାଖସ୍ତାନଇନୋଟୁଜୁମାବ ଓଜୋଗାମିସିନଓଡ଼ଗାଁପୁନର୍ମିଳନସୋଫିଆ ଆଲାମଛାନ୍ଦସାନଖେମୁଣ୍ଡି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୀତା ବିବାହଦି ଟେଷ୍ଟ ଅଫ ମାଇ ଲାଇଫପ୍ଲୀହାସାହି ଯାତକମଳା ଦାସବଣ୍ଡ (ଅର୍ଥ)ପୋଇଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାଓଧପଣା ସଂକ୍ରାନ୍ତିମ୍ୟୁଚୁଆଲ ଫଣ୍ଡଯୁକ୍ତରାଷ୍ଟ୍ର ଆମେରିକାଚିତ୍ରକୋଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗଓଡ଼ିଶା ବିଧାନ ସଭାକଳାପାହାଡ଼ଅଷ୍ଟ୍ରେଲିଆଭାରତୀୟ ଜନଗଣନାଗୌତମ ବୁଦ୍ଧକୋଣାର୍କ ସୂର୍ଯ୍ୟ ମନ୍ଦିରମୁଁ ରାଜା ତୁ ରାଣୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରେବା ରାୟଗୋଦାବରୀଶ ମହାପାତ୍ରବାଣପ୍ରସନ୍ନ ଦାସ (ବହୁବିକଳ୍ପ)କୋଷସଫ୍ଟୱେରଦୀପକ ମିଶ୍ରମକର (ରାଶି)ପ୍ରଦୂଷଣ🡆 More