ବିଭୂତି ପଟ୍ଟନାୟକ: ଓଡ଼ିଆ ଔପନ୍ୟାସିକ ଓ ଗାଳ୍ପିକ

ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି । ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।

ବିଭୂତି ପଟ୍ଟନାୟକ
ବିଭୂତି ପଟ୍ଟନାୟକ: ସାହିତ୍ୟ ସର୍ଜନା, ପୁରସ୍କାର ଓ ସମ୍ମାନ, ଆଧାର
ଜନ୍ମ ଓ ଜନ୍ମସ୍ଥାନ (1937-10-25) ୨୫ ଅକ୍ଟୋବର ୧୯୩୭ (ବୟସ ୮୬)
ଡିଙ୍ଗେଶ୍ୱର, ଜଗତସିଂହପୁର
ବୃତ୍ତିଗାଳ୍ପିକ, ଔପନ୍ୟାସିକ
ଭାଷାଓଡ଼ିଆ,
ଜାତୀୟତାଭାରତୀୟ
ସମୟବିଂଶ ଶତାବ୍ଦୀ
ଶୈଳୀଉପନ୍ଯାସ, କ୍ଷୁଦ୍ରଗଳ୍ପ
ସାହିତ୍ୟ କୃତିଅଶ୍ୱମେଧର ଘୋଡ଼ା , ମହିଷାସୁରର ମୁହଁ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଜୀବନସାଥୀସୁରପ୍ରଭା ପଟ୍ଟନାୟକ

ସାହିତ୍ୟ ସର୍ଜନା

ଉପନ୍ୟାସ

  • ଶେଷ ବସନ୍ତ
  • ଅଭିମାନ
  • ପରପୁରୁଷ
  • ଓଦା ମାଟିର ସ୍ୱର୍ଗ
  • ରଙ୍ଗନଟି
  • ଚପଳ ଛନ୍ଦା
  • ଉଜାଣି ଯମୁନା
  • ଅଶ୍ୱମେଧର ଘୋଡ଼ା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)
  • ପ୍ରେମିକା
  • ବଧୂ ନିରୂପମା
  • ନଷ୍ଟ ଚରିତ୍ର
  • ନାୟିକାର ନାମ ଶ୍ରାବଣୀ
  • ପାପପୁଣ୍ୟ
  • ନଗରୀର ନିଳପରୀ
  • ବନ୍ଦୀ ଯାଯାବର
  • ମାୟାବୀ ହୃଦୟ
  • ରାଣୀ ମହୁମାଛି
  • ଶେଷ ଅଭିନୟ
  • ଶେଷ ରାତ୍ରିର ସୂର୍ଯ୍ୟ
  • ପ୍ରେମ ଓ ପୃଥିବୀ
  • ଧୂଳିଘର

ପୁରସ୍କାର ଓ ସମ୍ମାନ

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫ (ମହିଷାସୁରର ମୁହଁ ଗଳ୍ପ ପୁସ୍ତକ ପାଇଁ)
  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୬ (ସାମଗ୍ରୀକ କୃତି ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ (ଅଶ୍ୱମେଧର ଘୋଡ଼ା ପାଇଁ)
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଶାରଳା ପୁରସ୍କାର, ୧୯୯୯(ସାମଗ୍ରୀକ କୃତି ପାଇଁ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୦୭
  • ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି), ୧୯୯୪
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୧୯୯୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗୋବର୍ଦ୍ଧନରାମ ସାହିତ୍ୟ ପୁରସ୍କାର - ୨୦୨୧ (ଗୋବର୍ଦ୍ଧନରାମ ସ୍ମୃତି କମିଟି, ଗୁଜରାଟ ପ୍ରଦତ୍ତ)

ଆଧାର

Tags:

ବିଭୂତି ପଟ୍ଟନାୟକ ସାହିତ୍ୟ ସର୍ଜନାବିଭୂତି ପଟ୍ଟନାୟକ ପୁରସ୍କାର ଓ ସମ୍ମାନବିଭୂତି ପଟ୍ଟନାୟକ ଆଧାରବିଭୂତି ପଟ୍ଟନାୟକ ଅଧିକ ତଥ୍ୟବିଭୂତି ପଟ୍ଟନାୟକଓଡ଼ିଆ ସାହିତ୍ୟକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଜଗତସିଂହପୁର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ପାପମୋଚନୀ ଏକାଦଶୀମୌଳିକ ସଂଖ୍ୟାଶିଶୁ ଅନନ୍ତ ଦାସଦୁର୍ଗାଷ୍ଟମୀମଧୁସୂଦନ କାନୁନଗୋସୀତା ବିବାହରେଭେନ୍‌ସା କଲିଜିଏଟ ସ୍କୁଲଲିଙ୍ଗରାଜ ମନ୍ଦିରଭାରତୀୟ ଜାତୀୟ କଂଗ୍ରେସଭାରତର ନଦୀ ସମୂହର ତାଲିକାବିଜ୍ଞାନକାଳିନ୍ଦୀ ଚରଣ ପାଣିଗ୍ରାହୀଭାରତୀୟ ଜନଗଣନାଅଂଶୁଘାତସିପାହୀ ବିଦ୍ରୋହଧାତୁଶିମିଳିପାଳ ଜାତୀୟ ଉଦ୍ୟାନବୀଣାପାଣି ମହାନ୍ତିଲାଲ ବାହାଦୁର ଶାସ୍ତ୍ରୀଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଲକ୍ଷ୍ମୀନାରାୟଣ ସାହୁଭୂମିକା ଦାଶହନୁମାନ ଚାଳିଶାଶିବବାଳୀଓଡ଼ିଆ କଥାଚିତ୍ର ଜଗତସମ୍ବଲପୁରୀ ଭାଷାଭାରତୀୟ ଜନତା ପାର୍ଟିବାଲେଶ୍ୱର ଜିଲ୍ଲାଆମ୍ବତାମିଲ ଭାଷାସରସ୍ୱତୀ ସମ୍ମାନଅହିଂସାରମାକାନ୍ତ ରଥ୧୯୬୩ର ଓଡ଼ିଆ କଥାଚିତ୍ରସମ୍ବଲପୁର ଜିଲ୍ଲାପ୍ରଥମ ବିଶ୍ୱଯୁଦ୍ଧକୃଷ୍ଣଧୋତିମସ୍କୋସବ୍ୟସାଚୀ ମିଶ୍ରବିଭୂତି ଭୂଷଣ ପ୍ରଧାନସୁଗ୍ରୀବରାମଚନ୍ଦ୍ର ମିଶ୍ରଅପରେଟିଙ୍ଗ ସିଷ୍ଟମଶ୍ରୀନିବାସ ରାମାନୁଜନହୋଲିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଚାନ୍ଦବାଲିଭାରତର ଜାତୀୟ ପତାକାଇଣ୍ଟରନେଟସମ୍ବାଦକେଳୁଚରଣ ମହାପାତ୍ରସୁରେନ୍ଦ୍ର ମହାନ୍ତିକାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୮ ଅପ୍ରେଲଦେବସ୍ନାନ ପୂର୍ଣ୍ଣିମାନୀଳକଣ୍ଠ ଦାସଅକ୍ଷୟ ତୃତୀୟାଉତ୍କଳ ଦୀପିକାଆଣ୍ଟିସାଇକୋଟିକଭୁବନେଶ୍ୱରକପିଳାସ ଶିବ ମନ୍ଦିରଚନ୍ଦ୍ରଶେଖର ରଥପାରାଦ୍ୱୀପସୁଭାଷ ଚନ୍ଦ୍ର ବୋଷ🡆 More