ଚନ୍ଦ୍ରଗୁପ୍ତ

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ (ରାଜ୍ୟକାଳ : 321 ଖ୍ରୀ: ପୂରୁ 298 ଖ୍ରୀ: ପୂ ) ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ । ସେ ଏକ ସାଧାରଣ ପରିବାରରେ ଜନ୍ମଗଜନ୍ମଗ୍ରହଣ କରିଥିଲେ । ସେ କୌଟିଲ୍ୟ ଚାଣକ୍ୟଙ୍କର (ଅର୍ଥଶାସ୍ତ୍ରର ରଚୟୀତା) ଶିଷ୍ୟ ଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ହିଁ ଦେଶର ପ୍ରଥମ ଶାସକ ଥିଲେ ଯିଏକି ସମ୍ପୂର୍ଣ୍ଣ ଭାରତକୁ ସର୍ବ ପ୍ରଥମେ ନିଜ ଅଧୀନକୁ ଆଣିଥିଲେ । ଐତିହାସିକମାନଙ୍କ  ମତରେ ସେ ଜୈନଧର୍ମଲମ୍ବୀ ଥିଲେ । ସେ ତାଙ୍କର ଶାସନ ପଦ୍ଧତି ସବୁ ଶିଲଲେଖ ମାଧ୍ୟମରେ ଲେଖଉଥିଲେ, ଯାହାକି ଆଜି ମଧ୍ୟ ଦେଖିବାକୁ ମିଳେ । ତାଙ୍କର ନାତି ଯିଏ କି ସମ୍ରାଟ ''ଅଶୋକ'' ନାମରେ ସାରା ବିଶ୍ୱରେ ପରିଚିତ ସେ ଏକ ଐତିହାସିକ ସ୍ତମ୍ବ ସ୍ଥାପନ କରିଥିଲେ ଏବଂ ସେ ଭାରତରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ ଉଲେଖନୀୟ କାର୍ଯ୍ୟ କରିଥିଲେ । ମହାନ ଗ୍ରୀକ ଦାର୍ଶନିକ ମେଘାସ୍ଥିନିସ ତାଙ୍କ ଦରବାରରେ ୪ ବର୍ଷ ଗ୍ରୀକ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ଗ୍ରୀକ ଓ ଲାଟିନରେ ଚନ୍ଦ୍ରଗୁପ୍ତ ''ସାନ୍ଦ୍ରୋକୋଟୋସ'' ଏବଂ ''ଅଣ୍ଡ୍ରୋକୋଟୋସ'' ନାମରେ ମଧ୍ୟ ପରିଚିତ ।

ଚନ୍ଦ୍ରଗୁପ୍ତ
ପ୍ରଥମ ମୋର୍ଯ୍ୟ ଶାସକ
ଶାସନକାଳ c. 321 – c. 297 BCE
ରାଜ୍ୟାଭିଷେକ c. ୩୨୧ BCE
ପୂର୍ବାଧିକାରୀ ଧନାନନ୍ଦ
ଉତ୍ତରାଧିକାରୀ ବିନ୍ଦୁସାର (ପୁତ୍ର)
ଜୀବନସାଥୀ ଦୁରଧାରା ଓ

ଧନନନ୍ଦଙ୍କ ଝିଅ

ସନ୍ତାନସନ୍ତତିଗଣ
ବିନ୍ଦୁସାର
ବଂଶ ମୋର୍ଯ୍ୟ
ବାପା unknown
ମାଆ ମୁରା
ଜନ୍ମ c. ୩୪୦BCE
ପଟଳିପୁତ୍ର, ମଗଧ (ବର୍ତ୍ତମାନ ସମୟରେ ପାଟନା, ବିହାର)
ମୃତ୍ୟ ୨୯୭ BCE
Shravanabelagola, କର୍ଣ୍ଣାଟକ (ଜୈନ କିମ୍ବଦନ୍ତୀ)
ଧର୍ମ ଜୈନ

ଜୀବନୀ ଆଧାରରେ

ପ୍ରାରମ୍ଭ ଜୀବନ

ସିଂହଳୀ ବୌଦ୍ଧ ପରମ୍ପରା ଅନୁଯାୟୀ, ଚନ୍ଦ୍ରଗୁପ୍ତଙ୍କ ପିତା - ସେହି ସମୟର ମୌର୍ଯ୍ୟ ବଂଶର ପ୍ରମୁଖ - ଏକ ଯୁଧ୍ୟରେ ପ୍ରାଣ ହରାଇଥିଲେ - ଯେବେ ତାଙ୍କ ମା ଗର୍ଭବତୀ ଥିଲେ । ତାଙ୍କ ମା ପୁଷ୍ପା-ପୁର (ବସ୍ତୁତଃ : "ପୁଷ୍ପା ନଗରୀ") ସହରକୁ ନିଜ ଭାଇଙ୍କ ସହାୟତାରେ ଖସି ପଳେଇ ଥିଲେ । ଏହି ସହରର ପରିଚୟ ପାଟଳୀପୁତ୍ର ସହ କରାଯାଏ, ଯେଉଁଟା କି କୁସୁମ-ପୁର (ଯାହାକୁ "ଫୁଲ ସହର" ଭି କୁହା ଯାଏ) ନାମରେ ମଧ୍ୟ ପରିଚିତ । ତାଙ୍କ ସୁରକ୍ଷା ପାଇଁ, ଚନ୍ଦ୍ରଗୁପ୍ତଙ୍କ ମାମୁଁ ତାଙ୍କୁ ଏକ ଗୌଶାଳାକୁ ନେଇ ଗଲେ, ଯେଉଁଠି ତାଙ୍କୁ ଏକ ଗୋପୀ ପାଳନ ପୋଷଣ କରିଥିଲେ । ଚନ୍ଦ୍ରଗୁପ୍ତ ବଡ଼ ହେଲା ପରେ ସେ ଗୋପୀ ତାଙ୍କୁ ଏକ ଶିକାରୀକୁ ବିକି ଦେଲେ, ଯେ କି ତାଙ୍କୁ ଗୋରୁ-ଗାଈଙ୍କ ପାଳନ କରିବା କାମରେ ଲଗେଇ ଦେଲେ ।

ସାମ୍ରାଜ୍ୟ ପ୍ରତିଷ୍ଠା

ପୂର୍ବଜୟ ଅଭିଯାନ ଏବଂ ନନ୍ଦ ସାମ୍ରାଜ୍ୟର ସମାପ୍ତି

ଯୁଦ୍ଧ ଏବଂ ବିବାହ

ଦକ୍ଷିଣ ଅଭିଯାନ

ସୈନ୍ୟ

ପ୍ରତିଷ୍ଠା, ଶାସନ, ଏବଂ ମୃତ୍ୟୁ

ଭିତ୍ତିସରାଞ୍ଚନ

କଳା ଏବଂ ସଂସ୍କୃତି

ଉତ୍ତରାଧିକାରୀ

ମୃତ୍ୟୁ

ପ୍ରସିଦ୍ଧଇତିହାସ

ଆଧାର

Tags:

ଚନ୍ଦ୍ରଗୁପ୍ତ ଜୀବନୀ ଆଧାରରେଚନ୍ଦ୍ରଗୁପ୍ତ ପ୍ରାରମ୍ଭ ଜୀବନଚନ୍ଦ୍ରଗୁପ୍ତ ସାମ୍ରାଜ୍ୟ ପ୍ରତିଷ୍ଠାଚନ୍ଦ୍ରଗୁପ୍ତ ପ୍ରତିଷ୍ଠା, ଶାସନ, ଏବଂ ମୃତ୍ୟୁଚନ୍ଦ୍ରଗୁପ୍ତ ଆଧାରଚନ୍ଦ୍ରଗୁପ୍ତବୌଦ୍ଧ ଧର୍ମ

🔥 Trending searches on Wiki ଓଡ଼ିଆ:

ଲିଙ୍ଗରାଜ ମନ୍ଦିରଇଜିପ୍ଟଘରପଣା ସଂକ୍ରାନ୍ତି୧୯୪୯୩୧ ଅଗଷ୍ଟ୨୨ ଅଗଷ୍ଟନରୱେସଜନାବିରଜା ରାଉତରାୟଓଡ଼ିଶୀବନମାଳୀ ଦାସବି. ଆର. ଆମ୍ବେଦକରଉଇକିମିଡ଼ିଆ ମୁଭମେଣ୍ଟଓଡ଼ିଶା ବିଧାନ ସଭାମ୍ୟାଲେରିଆମାସମୋହନ ସୁନ୍ଦର ଦେବ ଗୋସ୍ୱାମୀ୩ ଅପ୍ରେଲମୁକ୍ତେଶ୍ୱର ଦେଉଳନାରାୟଣ ସାହୁ (୧୯୩୮ ଜନ୍ମ)ପଞ୍ଚତନ୍ତ୍ରଚନ୍ଦକା ହାତୀ ଅଭୟାରଣ୍ୟଚନ୍ଦନ ଯାତ୍ରାସୋଡ଼ିଅମ୧୮ ସେପ୍ଟେମ୍ବରଜଳସଞ୍ଜୁ ଆଉ ସଞ୍ଜନାଓଡ଼ିଆଲକ୍ଷ୍ମୀପ୍ରିୟା ମହାପାତ୍ରଗୋପାଳ ଚନ୍ଦ୍ର ପ୍ରହରାଜ୨ ଅଗଷ୍ଟରବି ପଟ୍ଟନାୟକଶ୍ରୀରାମ ପଣ୍ଡା୧୨ ମାର୍ଚ୍ଚ୬ ସେପ୍ଟେମ୍ବରହିନା ରବାନି ଖରମଙ୍ଗଳା ମନ୍ଦିରରବିବାରମହାବୀର ଜୈନଓଡ଼ିଶାର ସଂସ୍କୃତିସାତକଡ଼ି ହୋତାରାଜ୍ୟନବୀନ ପଟ୍ଟନାୟକନିଗମାନନ୍ଦ ପରମହଂସଭାରତର ଜାତୀୟ ପତାକାସ୍ୱର ବର୍ଣ୍ଣବାଜି ରାଉତଲକ୍ଷ୍ମୀକାନ୍ତ ମହାପାତ୍ରୟୁଭିଆଇଟିସଚିନ୍ତାମଣିଶ୍ୱର ଶିବ ମନ୍ଦିରସମୟ (କାଳ)ଓଡ଼ିଆ ଗହଣା୨୧ ଅପ୍ରେଲଚନ୍ଦନ ବୋଡ଼ାଧର୍ମ ନିକିତିଝାଲ ମୁଢ଼ିରଣପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)କଙ୍କାଳତପସ୍ୱିନୀମାଛଜୈନବାଦସତ୍ୟେନ୍ଦ୍ର ନାଥ ବୋଷ୨ ନଭେମ୍ବରପରୀ ବେୱାଭାଷାଅଶୋକାଷ୍ଟମୀମୋରାରଜୀ ଦେଶାଇଦାସକାଠିଆସୀତା ବିବାହ୨୬ ଅପ୍ରେଲ🡆 More