ବସନ୍ତ କୁମାରୀ ପଟ୍ଟନାୟକ

ବସନ୍ତ କୁମାରୀ ପଟ୍ଟନାୟକ (୧୫ ଡିସେମ୍ବର ୧୯୨୩ - ୨୯ ମାର୍ଚ୍ଚ ୨୦୧୩) ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକା । ଅମଡ଼ାବାଟ, ଚୋରାବାଲି, ଅଲିଭାଚିତା, ପାଲଟା ଢେଉ ଆଦି ତାଙ୍କର ଜଣାଶୁଣା ରଚନା ।

ବସନ୍ତ କୁମାରୀ ପଟ୍ଟନାୟକ
ବସନ୍ତ କୁମାରୀ ପଟ୍ଟନାୟକ
ଜନ୍ମ
ବସନ୍ତ କୁମାରୀ ପଟ୍ଟନାୟକ

(1923-12-15)୧୫ ଡିସେମ୍ବର ୧୯୨୩
ତେଲେଙ୍ଗାବଜାର, କଟକ
ମୃତ୍ୟୁ୨୯ ମାର୍ଚ୍ଚ ୨୦୧୩(2013-03-29) (ବୟସ ୮୯)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଅର୍ଥନୀତି)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିକବି, ଗାଳ୍ପିକା ଓ ଔପନ୍ୟାସିକା
ପିତାମାତା(s)ଶ୍ରୀବତ୍ସ ପଟ୍ଟନାୟକ, ସୁନ୍ଦରମଣୀ ପଟ୍ଟନାୟକ
ସମ୍ପର୍କୀୟରାଜକିଶୋର ପଟ୍ଟନାୟକ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଦସ୍ତଖତ
ବସନ୍ତ କୁମାରୀ ପଟ୍ଟନାୟକ

ବସନ୍ତ କୁମାରୀ ୧୯୨୩ ମସିହା ଡିସେମ୍ବର ୧୫ ତାରିଖରେ କଟକର ତେଲେଙ୍ଗାବଜାରଠାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀବତ୍ସ ପଟ୍ଟନାୟକ ଓ ସୁନ୍ଦରମଣୀ ପଟ୍ଟନାୟକ ଥିଲେ ତାଙ୍କର ପିତା ଓ ମାତା । ସେ ଅର୍ଥନୀତିରେ ସ୍ନାତକୋତ୍ତର ଲାଭ କରିଥିଲେ ମଧ୍ୟ, ସାହିତ୍ୟକୁ ସମୟ ନଦେଇପାରିବାର ଆଶଙ୍କା ଯୋଗୁଁ ଚାକିରି କରିନଥିଲେ ।

ସାହିତ୍ୟ ସର୍ଜନା

ଗଳ୍ପଲିଖନରୁ, ବସନ୍ତଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ, ସେ କବିତା, ଉପନ୍ୟାସ, ଏକାଙ୍କିକା ଓ ଅନୁବାଦ ସାହିତ୍ୟରେ ମଧ୍ୟ ପ୍ରବେଶ କରିଥିଲେ । ଜେ. କୃଷ୍ଣମୂର୍ତ୍ତୀଙ୍କଦ୍ୱାରା ପ୍ରଭାବିତ ବସନ୍ତ କୁମାରୀ, ତାଙ୍କର ବହୁ ପୁସ୍ତକ ଓଡ଼ିଆରେ ଅନୁବାଦ କରିଛନ୍ତି ।

ରଚନାବଳୀ

  • ଅମଡ଼ାବାଟ (ଉପନ୍ୟାସ)
  • ଚୋରାବାଲି (ଉପନ୍ୟାସ, ଅମଡ଼ାବାଟର ଦ୍ୱିତୀୟ ଭାଗ)
  • ଅଲିଭାଚିତା (ଉପନ୍ୟାସ)
  • ସଭ୍ୟତାର ସଜ (ଗଳ୍ପ ସଂକଳନ)
  • ପାଲଟା ଢେଉ(ଗଳ୍ପ ସଂକଳନ)
  • ଜୀବନ ଚିହ୍ନ (ଗଳ୍ପ ସଂକଳନ)
  • ଚିତାନଳ (କବିତା ସଂକଳନ)
  • ଜୁଆର ଭଟ୍ଟା (ଏକାଙ୍କିକା)
  • ପରିଚିତିରୁ ମୁକ୍ତି (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
  • କୃଷ୍ଣମୂର୍ତ୍ତୀଙ୍କ ଟିପାଖାତା (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
  • ଅସମ୍ଭବ ପ୍ରଶ୍ନ(ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)
  • ପରିବର୍ତ୍ତନ ଏକାନ୍ତ ଜରୁରୀ (ଜେ. କୃଷ୍ଣମୂର୍ତ୍ତୀଙ୍କ ପୁସ୍ତକର ଅନୁବାଦ)

ପୁରସ୍କାର ଓ ସମ୍ମାନ

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୧
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୬

ଆଧାର

Tags:

ବସନ୍ତ କୁମାରୀ ପଟ୍ଟନାୟକ ସାହିତ୍ୟ ସର୍ଜନାବସନ୍ତ କୁମାରୀ ପଟ୍ଟନାୟକ ପୁରସ୍କାର ଓ ସମ୍ମାନବସନ୍ତ କୁମାରୀ ପଟ୍ଟନାୟକ ଆଧାରବସନ୍ତ କୁମାରୀ ପଟ୍ଟନାୟକଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଅମଡ଼ା ବାଟ (ଉପନ୍ୟାସ)ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଛଉ ନାଚଇଣ୍ଟରନେଟସ୍ତନ ଯନ୍ତ୍ରଣାଉତ୍ତମ ମହାନ୍ତିଚୌଧୁରୀ ହେମକାନ୍ତ ମିଶ୍ରବୀର ସୁରେନ୍ଦ୍ର ସାଏ୯ ଅଗଷ୍ଟସମ୍ବଲପୁର ଜିଲ୍ଲାନବକଳେବରୟୁଭିଆଇଟିସମଧୁସୂଦନ ରାଓଭାରତୀୟ ଜାତୀୟ କଂଗ୍ରେସଧର୍ମ୧୫୭୧ଓଡ଼ିଆବରୀ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବିନୋଦ ଚନ୍ଦ୍ର ନାୟକକାଟୁଲୁ ରବି କୁମାରରାସେଶ୍ୱରୀ ପାଣିଗ୍ରାହୀସ୍ଥାନେଶ୍ୱର ମହାଦେବ ମନ୍ଦିରହେପାଟାଇଟିସଓଉଚଇତି ଘୋଡ଼ା ନାଚଫେବୃଆରୀ୧୮ ଫେବୃଆରୀ୩ ଅପ୍ରେଲରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକକିଶୋର ପାଣିଗ୍ରାହୀମଦନମୋହନଇଜିପ୍ଟସଖୀ କଣ୍ଢେଇ ନାଚଅର୍ଜୁନ ଗଛଅପର୍ଣ୍ଣା ମହାନ୍ତିଯକୃତଇରା ମହାନ୍ତିକମ୍ପ୍ୟୁଟରମାତଙ୍ଗୀଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଲେଶ୍ୱର ଜିଲ୍ଲାଭାଷା ବିଜ୍ଞାନବର୍ଷା ପ୍ରିୟଦର୍ଶିନୀଭରତେଶ୍ୱର ମନ୍ଦିରଯୌନ ସମ୍ଭୋଗକାହ୍ନୁଚରଣ ମହାନ୍ତିଗୋପୀନାଥ ମହାନ୍ତିଧନୁର୍ଜୟ ସିଦୁଘରଓଡ଼ିଆ ନବବର୍ଷଦାମୋଦର ରାଉତଗଙ୍ଗାଧର ମେହେରସାରଳା ଦାସ୧୪ ମାର୍ଚ୍ଚରାଜ୍ୟଅଟିଜିମ୍‌କିଶୋରୀ ଚରଣ ଦାସଆଳୁ ପୋଟଳ ଭଜାହନୁମାନ ଚାଳିଶାପରୀ ବେୱାଜୟ ଜଗନ୍ନାଥୟୁରୋପଅନ୍ନଦା ଶଙ୍କର ରାୟରବି ସିଂଚୈତନ୍ୟ୩୦ ମାର୍ଚ୍ଚଆଫଗାନିସ୍ତାନନାରୁ ମହାନ୍ତିମଟର ସାଇକେଲଶବର୧୫ ଡିସେମ୍ବରଚନ୍ଦନ ଯାତ୍ରାସୀତା🡆 More