ରାମଚନ୍ଦ୍ର ବେହେରା: ଓଡ଼ିଆ ଲେଖକ

ରାମଚନ୍ଦ୍ର ବେହେରା (ଜନ୍ମ : ୦୨ ନଭେମ୍ବର ୧୯୪୫) କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟସ୍ଥ ବାରହାଟିପୁରା ଗାଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଓ ନାଟ୍ୟକାର । ଅନେକ ସାଧାରଣ ଘଟଣା ଓ ଚରିତ୍ରରେ ଲୁଚି ରହିଥିବା ଦାର୍ଶନିକ ଓ ପ୍ରତୀକାତ୍ମକ ବିଶ୍ଲେଷଣ, ସମବେଦନା ଓ ମନନଶୀଳତାକୁ ନିଜ ରଚନା ମାଧ୍ୟମରେ ସେ ପ୍ରକାଶ କରିଥାନ୍ତି ।

ରାମଚନ୍ଦ୍ର ବେହେରା
Ramachandra Behera
ସାଳନ୍ଦୀ ସାହିତ୍ୟ ସଙ୍ଗମ, ୨୦୨୪ରେ ରାମଚନ୍ଦ୍ର ବେହେରା
ଜନ୍ମ ଓ ଜନ୍ମସ୍ଥାନ (1945-11-02) ୨ ନଭେମ୍ବର ୧୯୪୫ (ବୟସ ୭୮)
ବାରହାଟିପୁରା, ଘଟଗାଁ, କେନ୍ଦୁଝର ଜିଲ୍ଲା
ବୃତ୍ତିଅଧ୍ୟାପନା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ଇଂରାଜୀ), ପିଏଚଡ଼ି
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ
ଶୈଳୀଆଧୁନିକ କ୍ଷୁଦ୍ର ଗଳ୍ପ. ଉପନ୍ୟାସ, ନାଟକ
ବିଷୟନାଟକ, ଗପ, ଏକାଙ୍କିକା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ରାମଚନ୍ଦ୍ର, ରେଭେନ୍ସା ମହାବିଦ୍ୟାଳୟ ଓ ବନାରସ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ସାହିତ୍ୟ ଅଧ୍ୟୟନ କରି ୧୯୬୯ ମସିହାରେ କେନ୍ଦ୍ରାପଡ଼ା କଲେଜରେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ଗଳ୍ପ ବିଶେଷ ସୂର୍ଯ୍ୟର ବହ୍ନି ପ୍ରକାଶ ପାଇଥିଲା ୧୯୭୧ ନଭେମ୍ବର ମାସ ନବରବି ପତ୍ରିକାରେ । ପତ୍ରିକାର ସମ୍ପାଦକ କଣ୍ଡୁରୀ ଚରଣ ଦାସଙ୍କଠାରୁ ରାମଚନ୍ଦ୍ରଙ୍କୁ ମିଳିଥିଲା ଏକ ପ୍ରଂଶସାମୂଳକ ଚିଠି । ସେହି ଚିଠି ଥିଲା ରାମଚନ୍ଦ୍ରଙ୍କ ପାଇଁ ପ୍ରେରଣାର ସ୍ରୋତ । ତାପରେ ସେ ବରାବର ଲେଖିଚାଲିଲେ ଗଳ୍ପ । ୧୯୭୬ମସିହାରେ ଅଗ୍ରଦୂତ ପ୍ରକାଶନୀଦ୍ୱାରା ତାଙ୍କର ପ୍ରଥମ ଗଳ୍ପଗ୍ରନ୍ଥ ଦ୍ୱିତୀୟ ଶ୍ମଶାନ ପ୍ରକାଶିତ ହୋଇଥିଲା । ୩୧ ମଇ ୨୦୧୦ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ରଚନାବଳୀ

ରାମଚନ୍ଦ୍ର ବେହେରା ୧୦ଟି କ୍ଷୁଦ୍ରଗଳ୍ପ ସଂକଳନ, ୮ଟି ଉପନ୍ୟାସ, ୧୬ଟି ରେଡିଓ ନାଟକ ଓ ୬ଟି ମଞ୍ଚନାଟକର ଲେଖକ ।

ସମ୍ମାନ ଓ ପୁରସ୍କାର

ଆଧାର

Tags:

ରାମଚନ୍ଦ୍ର ବେହେରା ରଚନାବଳୀରାମଚନ୍ଦ୍ର ବେହେରା ସମ୍ମାନ ଓ ପୁରସ୍କାରରାମଚନ୍ଦ୍ର ବେହେରା ଆଧାରରାମଚନ୍ଦ୍ର ବେହେରାଓଡ଼ିଆ ଭାଷାକେନ୍ଦୁଝର ଜିଲ୍ଲା

🔥 Trending searches on Wiki ଓଡ଼ିଆ:

ବଙ୍ଗୋପସାଗରଧର୍ମଓଡ଼ିଶା ସରକାରପରିସଂଖ୍ୟାନସମୁଦ୍ରରାଣୀ ଲକ୍ଷ୍ମୀବାଈମହିଳା ଯୌନାଙ୍ଗ ଛେଦନ୧୨ ଫେବୃଆରୀବି. ଆର. ଆମ୍ବେଦକରଅଖିଳ ମୋହନ ପଟ୍ଟନାୟକଇଣ୍ଡୋନେସିଆମୀନ (ମାସ)ବିଶ୍ୱତାପନବିରଜା ମନ୍ଦିରଓଡ଼ିଆଚନ୍ଦନଲାଗି ବେଶଅଭିମନ୍ୟୁ ସାମନ୍ତସିଂହାରଧର୍ମେନ୍ଦ୍ର ପ୍ରଧାନଜୋହାନ୍ ସେବାଷ୍ଟିଆନ୍ ବାକ୍ବୈଶାଖଦୁର୍ଗାଦୀପକ ମିଶ୍ରଭୀମ ଭୋଇପଠାଣି ସାମନ୍ତଓଡ଼ିଶାର ଇତିହାସଗାଲୁଆସଞ୍ଜୁ ସାମସନହୃତ୍‌ପିଣ୍ଡମୃଣାଳ ସେନନମିତା ଅଗ୍ରୱାଲଚିନ୍ତାମଣି ବେହେରାଅନାଦି ଚରଣ ସାହୁଭୂମିଜ ଜାତିଆସିକା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ବାଘନବୀନ ପଟ୍ଟନାୟକଜଗନ୍ନାଥଙ୍କ ବେଶଉତ୍କଳ ଦୀପିକାସାଦୃଶ୍ୟଆପେଣ୍ଡିସାଇଟିସପଟ୍ଟଚିତ୍ରବୃହସ୍ପତିମଧୁସୂଦନ ରାଓନୀଳକଣ୍ଠ ଦାସସୌର ଜଗତସମ୍ବାଦ (ଖବରକାଗଜ)ଚିନ୍ତାମଣି ମହାନ୍ତିଅଟିଜିମ୍‌ଓକିଲ ଦିବସହନୁମାନ ଚାଳିଶାଅନୁଗୋଳ ଜିଲ୍ଲାମ୍ୟାଲେରିଆବିଷ୍ଣୁଇଣ୍ଡିଆନ ପ୍ରିମିଅର ଲିଗଗୁରୁବାର୪ ଅପ୍ରେଲ୧୨ ସେପ୍ଟେମ୍ବରଭୂମିକମ୍ପରାମଚନ୍ଦ୍ର ମିଶ୍ରମନୋରଞ୍ଜନ ଦାସସାଇକେଲବିଅରଉଇକିକମନ୍ସ🡆 More