ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ

ଉତ୍ତର ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ, ଉଚ୍ଚଶିକ୍ଷାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ, ୧୯୯୮ ମସିହାରେ 'ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ'ର ସ୍ଥାପନା କରାଯାଇଥିଲା । ଏହି ବିଶ୍ୱବିଦ୍ୟାଳୟଟି ଓଡ଼ିଶାର ଦୁଇଟି ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ ଓ କେନ୍ଦୁଝରର ଉଚ୍ଚଶିକ୍ଷାର ଆବଶ୍ୟକତା ପୂର୍ଣ କରିଥାଏ । ଏହି ବିଶ୍ୱବିଦ୍ୟାଳୟ ସହ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୮୧ଟି ଉଭୟ ବୈଷୟିକ ଓ ଅଣବୈଷୟିକ ମହାବିଦ୍ୟାଳୟ ଅନୁବନ୍ଧିତ ରହିଛନ୍ତି । ଏହି ବିଶ୍ୱବିଦ୍ୟାଳୟରେ ଉଭୟ ମୁକ୍ତ ଓ ଦୂରଶିକ୍ଷା ମାଧ୍ୟମରେ ଶିକ୍ଷାଦାନ କରାଯାଇଥାଏ । ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ୨୦୨୦ ଡିସେମ୍ବର ୨୩ ତାରିଖରେ ଓଡ଼ିଶା ସରକାରଙ୍କ ଗେଜେଟ ନୋଟିଫିକେସନଦ୍ୱାରା, ଏହି ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରି ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ରଖା ଯାଇଥିଲା ।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ
North Odisha University.jpg
ଲକ୍ଷ୍ୟ"ସାଧନା ସ୍ୱାଭିମାନ ସଦଭାବନା ସ୍ୱୟଂ ସମ୍ପୂର୍ଣତା"
ସ୍ଥାପିତ୧୩ ଜୁଲାଇ ୧୯୯୮
ପ୍ରକାରସାର୍ବଜନୀନ
କୁଳାଧିପତିଏସ. ସି. ଜମିର
କୁଳପତିକିଶୋର କୁମାର ବାସା
ଅବସ୍ଥାନବାରିପଦା, ଓଡ଼ିଶା, ଭାରତ India
ଅନୁବନ୍ଧନଇଉ.ଜି.ସି.,
ୱେବସାଇଟhttp://www.nou.nic.in/

ଆଧାର

ବାହାର ଆଧାର

Official website

Tags:

କେନ୍ଦୁଝର ଜିଲ୍ଲାମୟୂରଭଞ୍ଜ ଜିଲ୍ଲାଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ

🔥 Trending searches on Wiki ଓଡ଼ିଆ:

ଘରଉତ୍କଳ ସମ୍ମିଳନୀରାଜନୀତି ବିଜ୍ଞାନରୁକ୍ମିଣୀ ବିବାହଛ ମାଣ ଆଠ ଗୁଣ୍ଠଜିନା ସାମଲଶଙ୍ଖ କ୍ଷେତ୍ରପଟ୍ଟଚିତ୍ରରାଜକୀୟ ସ୍ପର୍ଶଦିବ୍ୟସିଂହ ଦେବକମଳା ନଦୀରଥମେଲାଟୋନିନଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)କଣ୍ଡୁରୀ ଚରଣ ଦାସସାରଳା ଦାସମାଲେସିଆ ଏୟାରଲାଇନ୍ସ ବିମାନ ଏମଏଚ୩୭୦ଯବକ୍ଷାରଜାନ ବିବନ୍ଧନମିଳିମିଳାଓଡ଼ିଆ ବିଶ୍ୱବିଦ୍ୟାଳୟଫତୁରାନନ୍ଦସ୍ୱାମୀ ବିବେକାନନ୍ଦପିଙ୍କି ପ୍ରଧାନନୂତନ ବର୍ଷ୪ ଅପ୍ରେଲହରିଶୟନ ଏକାଦଶୀଇମେଲଓଡ଼ିଆ କବି ମାନଙ୍କର ତାଲିକାଧନୁଷ୍ଟଙ୍କାରବିଭୂତି ପଟ୍ଟନାୟକଭାରତ ରତ୍ନଚୈତ୍ର ମଙ୍ଗଳବାର ଓଷାପୃଥିବୀର ବାୟୁମଣ୍ଡଳବିଦୁସ୍ମିତାତିଥିପଞ୍ଚସଖାଆଦିଶଙ୍କରପ୍ରସନ୍ନ କୁମାର ପାଟ୍ଟଶାଣୀଡେବିଟ୍ କାର୍ଡ଼କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ୍)ନୃସିଂହ ଚରଣ ପଣ୍ଡାସୀତା ବିବାହଅପ‌ପଠନଓଡ଼ିଶାର ଜଣାଶୁଣା ଲୋକଙ୍କ ତାଲିକାଗୁରୁପ୍ରସାଦ ମହାନ୍ତିଝାରସୁଗୁଡା - ବିଜୟନଗରମ୍ ରେଳପଥଦେବୀପ୍ରସନ୍ନ ପଟ୍ଟନାୟକଭାସ୍କୋ ଡା ଗାମାନବମୀ୧୯୩୬ଜଗନ୍ନାଥଙ୍କ ସେବକଗୋବିନ୍ଦ ତ୍ରିପାଠୀଫ୍ଲୁଭାଷ୍ଟାଟିନଓଡ଼ିଶାର ଜୈବ ବିବିଧତାଚୀନପ୍ରଥମ ବିଶ୍ୱଯୁଦ୍ଧଶୈଳବାଳା ମହିଳା ମହାବିଦ୍ୟାଳୟରାଜରାଜେଶ୍ୱର ବେଶଜଗନମୋହ‌ନ ଲାଲ୮ ଅପ୍ରେଲନବରାତ୍ରୀତୁଳସୀ ଦାସକ୍ୟାବରଗୋଲିନମାଇକ୍ରୋମିଟର (ଉପକରଣ)ବନ୍ଦେ ଉତ୍କଳ ଜନନୀଅଭିମନ୍ୟୁ ସାମନ୍ତସିଂହାରଚୈତନ୍ୟ🡆 More