ସୁଦର୍ଶନ ଆଚାର୍ଯ୍ୟ: ଓଡ଼ିଆ ସାହିତ୍ୟିକ

ସୁଦର୍ଶନ ଆଚାର୍ଯ୍ୟ(୨୮ ଜାନୁଆରୀ ୧୯୩୯ - ୧ ଡିସେମ୍ବର ୨୦୨୨), କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଥିଲେ। ଓଡ଼ିଆ ସାହିତ୍ୟରେ ଜଣେ ସମାଲୋଚକ, ଅନୁବାଦକ ଏବଂ ସମ୍ପାଦକ ଭାବରେ ତାଙ୍କର ଯୋଗଦାନ ରହିଛି । ତାଙ୍କର ଏଯାବତ ୨୭ଟି ପୁସ୍ତକ ପ୍ରକାଶ ପାଇସାରିଛି ।

ସୁଦର୍ଶନ ଆଚାର୍ଯ୍ୟ
ଜନ୍ମ ଓ ଜନ୍ମସ୍ଥାନ(1939-01-28)୨୮ ଜାନୁଆରୀ ୧୯୩୯
ସୁବର୍ଣ୍ଣପୁର, ଜରଡ଼ା, ଗଞ୍ଜାମ
ମୃତ୍ୟୁ୧ ଡିସେମ୍ବର ୨୦୨୨(2022-12-01) (ବୟସ ୮୩)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର, ପିଏଚଡ଼ି
ଶୈଳୀସମାଲୋଚକ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

ସୁଦର୍ଶନ ୧୯୩୯ ମସିହାରେ ଗଞ୍ଜାମ ଜିଲ୍ଲାର ଜରଡ଼ା ନିକଟସ୍ଥ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୮ ମସିହାରୁ ସେ ସାହିତ୍ୟ ସମାଲୋଚନା ଦିଗରେ କାର୍ଯ୍ୟ କରୁଛନ୍ତି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଭାବରେ ସେବା ନିବୃତ ହୋଇ ସାରିଛନ୍ତି ।

ରଚନବଳୀ

  • ସାହିତ୍ୟ ଓ ସାହିତ୍ୟିକା
  • ସ୍ରଷ୍ଟା ଓ ସୃଷ୍ଟି
  • ଓଡ଼ିଆ କାବ୍ୟ କୌଶଳ
  • ଓଡ଼ିଶାର ଅସ୍ମିତା ସନ୍ଧାନ ଓ ଉପେନ୍ଦ୍ରଭଞ୍ଜ କାବ୍ୟାଲୋଚନା
  • କଥା ସରିତ ସାଗର
  • ନିଶାଗ୍ର

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ସଚ୍ଚିଦାନନ୍ଦ ରାଉତରାୟବୀର ସୁରେନ୍ଦ୍ର ସାଏରଥଚିତ୍ତରଞ୍ଜନ ତ୍ରିପାଠୀରାମଚନ୍ଦ୍ର ମିଶ୍ରରେବତୀ (କ୍ଷୁଦ୍ରଗଳ୍ପ)ଖାଦ୍ୟଉଦ୍ଭିଦକାଜାଖସ୍ତାନପୁଥୁପ୍ପାଲ୍ଲୀ, କୋଟ୍ଟାୟାମଆପେଣ୍ଡିସାଇଟିସକାଟୁଲୁ ରବି କୁମାରଏ. ପି. ଜେ. ଅବଦୁଲ କଲାମଜଗନ୍ନାଥବସନ୍ତ କୁମାର ଶତପଥୀବେଣୁଧର ରାଉତଟ୍ରାଲୋକିନୁମାବଉଦୟନାଥ ଷଡ଼ଙ୍ଗୀଯୁକ୍ତରାଷ୍ଟ୍ର ଆମେରିକାଚରକଆଖିଭାରତର ଜାତୀୟ ପତାକାଗ୍ରହସାଲଭାଡୋର ଡାଲିଫାଇଲେରିଆଶ୍ରୀରାଧାବୈଜୟନ୍ତ ପଣ୍ଡାପୂର୍ଣ୍ଣଚ୍ଛେଦକଟକ ଜିଲ୍ଲାଚୈତନ୍ୟଚିଲିକା (ବହୁବିକଳ୍ପ)ପୋଟଳ ରସାଖଡ଼ଗପୁରପଖାଳଦାଶରଥି ଦାସତାରିଣୀ ମନ୍ଦିର, ଘଟଗାଁଶ୍ରାଦ୍ଧ୨୦୦୬ନନ୍ଦିଘୋଷବିଭୂତି ପଟ୍ଟନାୟକନବଯୌବନ ବେଶତରୁଣକାନ୍ତି ମିଶ୍ରଫରିନା ଆଜାଦଓଡ଼ିଶାଶଙ୍କରାଚାର୍ଯ୍ୟ୭ (ସଂଖ୍ୟା)ପ୍ରଣବ ପ୍ରକାଶ ଦାସଗୋଦାବରୀଶ ମହାପାତ୍ରରାମସୁନାବେଶଓମ'ଙ୍କ ନିୟମଶତ୍ରୁଘ୍ନ ପାଣ୍ଡବଅପରେଟିଙ୍ଗ ସିଷ୍ଟମଓଡ଼ିଆ ଭ୍ରମଣ ସାହିତ୍ୟବୈଶାଖକୃଷ୍ଣଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରପଥ ଓ ପୃଥିବୀଆଖୁଅକ୍ଷୟ ତୃତୀୟାଗୋପାଳ କୃଷ୍ଣ ରଥକବିସୂର୍ଯ୍ୟ ବଳଦେବ ରଥଫେବୃଆରୀ ୨୮ମ୍ୟାଲେରିଆପକୋଡ଼ାଜଗନ୍ନାଥ ପ୍ରସାଦ ଦାସବାରବାଟି ଦୁର୍ଗବିରଳା ମନ୍ଦିର, ହାଇଦ୍ରାବାଦଗାଲୁଆ🡆 More