ମଧୁସୂଦନ ପତି: ଓଡ଼ିଆ ସାହିତ୍ୟିକ, ଇଂରାଜୀ ଅଧ୍ୟାପକ

ମଧୁସୂଦନ ପତି ଜଣେ ଇଂରାଜୀ ଅଧ୍ୟାପକ, ଓଡ଼ିଆ ସାହିତ୍ୟିକ ଓ ଅନୁବାଦକ । ସେ ୨୦୧୫ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରଦତ୍ତ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

ମଧୁସୂଦନ ପତି
ଜନ୍ମ (1941-06-10) ୧୦ ଜୁନ ୧୯୪୧ (ବୟସ ୮୨)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବୃତ୍ତିଅଧ୍ୟାପକ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୧୫

ଜୀବନୀ

ମଧୁସୂଦନ ପତି ୧୦ ଜୁନ ୧୯୪୧ରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୬ ମସିହାରେ ସେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀ ଲାଭ କରିଥିଲେ । ୧୯୬୧ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ୧୯୬୩ ମସିହାରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ପରେ ସେ ପିଏଚଡ଼ି ମଧ୍ୟ ହାସଲ କରିଥିଲେ । ତାଙ୍କର ପିଏଚଡ଼ିର ସନ୍ଦର୍ଭ ଥିଲା Indian Classical Drama in the Light of Western Dramatic Criticism । ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଇଂରାଜୀ ପ୍ରାଧ୍ୟାପକ ଭାବରେ ନିଜ ଚାକିରି ଜୀବନ ଆରମ୍ଭ କରି ୨୦୦୧ ମସିହାରେ ସେହି ଅନୁଷ୍ଠାନର ଇଂରାଜୀ ବିଭାଗର ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟ କୃତ୍ତି

  • ଗଙ୍ଗାଧର ମେହେରଙ୍କ 'ତପସ୍ୱିନୀ' ଓ 'ପ୍ରଣୟ ବଲ୍ଲରୀ'ର ଇଂରାଜୀ ଅନୁବାଦ
  • 'ଆଲଫ୍ରେଡ଼ ଲଡ଼ ଟେନିସନ'ଙ୍କ ଇନ ମେମୋରିଅମ'ର ଓଡ଼ିଆ ଅନୁବାଦ
  • ଅନୁଶୀଳନ - ୧୯୭୯
  • ଅଗ୍ରଦୂତ - ୧୯୭୯
  • ଭକ୍ତକବି ମଧୁସୂଦନ ରାଓ, ବ୍ୟକ୍ତିତ୍ୱ ଓ କବିତ୍ୱ -୧୯୮୫
  • ଆଧୁନିକ ଓଡ଼ିଆ କବିତାର ଶୈଳୀ ଓ ତାତ୍ତ୍ୱିକ ସମାଲୋଚନା - ୧୯୯୫
  • Gourishankar Ray (Oriya writer),Sahitya Akademy,Delhi - ୧୯୯୪
  • Kalindi Charan Panigrahi (Oriya writer) Sahitya Akademy - ୨୦୦୧
  • Sanskrit Drama: Essays in Revaluation, Amar Prakashan,Delhi - ୧୯୯୧
  • Hari Narayana Apte, Sahitya Akademy - ୧୯୯୦
  • West Orissa: A Study in Ethos, ସମ୍ବଲପୁର ବିଶ୍ୱବିଦ୍ୟାଳୟ - ୧୯୯୨
  • Arpana, Divine Life Society - ୨୦୦୫
  • ଗଙ୍ଗାଧର କବିମାନସ ଓ କାବ୍ୟଶିଳ୍ପ, ଗ୍ରନ୍ଥମନ୍ଦିର - ୨୦୧୧
  • ପୁନର୍ନବ, କାବ୍ୟଲୋକ - ୨୦୧୬
  • ଚେତନାର ସ୍ୱରାଜ, ମୟୁର ପ୍ରକାଶନ - ୧୯୯୬
  • ଦର୍ଶନ ଓ ନିବେଦନା, ମିତା ବୁକ୍ସ - ୨୦୦୬
  • ଏରକାର ଗୋଧୁଳିରେ - ୧୯୯୬
  • ଫଟର ଆକାଶ, ଗ୍ରନ୍ଥ ମନ୍ଦିର - ୧୯୯୫
  • ଦି ହିଷ୍ଟୋରିକାଲ୍ ନୋବେଲ୍ ଇନ୍ ଓଡ଼ିଆ
  • ଦି ରାମାୟଣ ଅଫ୍ ବାଲ୍ମିକୀ ଏ ରିଡିଙ୍ଗ
  • ଭାଗବତ ଗୀତା: ଏ ଲିଟରାରି ଏଲୁସିଡେସନ୍

ସମ୍ମାନ ଓ ପୁରସ୍କାର

  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୧୫
  • ଝଙ୍କାର ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି) - ୧୯୯୫
  • ନନ୍ଦକିଶୋର ଫାଉଣ୍ଡେସନ ପୁରସ୍କାର
  • ଓଡ଼ିଶା ଗବେଷଣା ପରିଷଦ ପୁରସ୍କାର

ଆଧାର

Tags:

ମଧୁସୂଦନ ପତି ଜୀବନୀମଧୁସୂଦନ ପତି ସାହିତ୍ୟ କୃତ୍ତିମଧୁସୂଦନ ପତି ସମ୍ମାନ ଓ ପୁରସ୍କାରମଧୁସୂଦନ ପତି ଆଧାରମଧୁସୂଦନ ପତିଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଆ ଭାଷା

🔥 Trending searches on Wiki ଓଡ଼ିଆ:

ଜଗନ୍ନାଥ ଦାସତନ୍ଦ୍ରାଲୋକର ପ୍ରହରୀଜର୍ମାନୀଓଡ଼ିଆ ନାଟକରାଜ୍ୟ ସଭାମୌଳିକ ସଂଖ୍ୟାବୀରକିଶୋର ଦାସବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)୧୭ ଜୁଲାଇରାସେଶ୍ୱରୀ ପାଣିଗ୍ରାହୀରମାକାନ୍ତ ରଥଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ଅଶୋକାଷ୍ଟମୀଜଳ ପ୍ରଦୂଷଣଭାଷାwiki.phtmlଆରିଷ୍ଟୋଟଲଅଟିଜିମ୍‌ଅଭିମନ୍ୟୁ ସାମନ୍ତସିଂହାରଓଡ଼ିଶୀଚଣ୍ଡୀଖୋଲବସନ୍ତ କୁମାରୀ ପଟ୍ଟନାୟକହିନ୍ଦୁ ସମୟ ଗଣନା୧ ଜାନୁଆରୀଭାରତୀୟ ସଂଖ୍ୟା ପ୍ରଣାଳିବେଣୁଧର ରାଉତଜୟ ଜଗନ୍ନାଥବିଶ୍ୱଜିତ ଦାସକାଳୀଚରଣ ପଟ୍ଟନାୟକସୁଭାଷ ଚନ୍ଦ୍ର ବୋଷଉଇକିପିଡ଼ିଆ ସମୂହର ତାଲିକାବନ୍ଦେ ଉତ୍କଳ ଜନନୀଚିନ୍ତାମଣିଶ୍ୱର ଶିବ ମନ୍ଦିରଜୟୀରାମ ସାମଲଇଜିପ୍ଟଓଡ଼ିଆଦୀପା ସାହୁ (୧୯୮୫ ଜନ୍ମ)ସମ୍ବଲପୁର ଜିଲ୍ଲାଅଶ୍ୱିନୀ କୁମାର ଘୋଷବାଲେଶ୍ୱର ଜିଲ୍ଲା୨୪ ଅକ୍ଟୋବରଗୋପାଳ ଚନ୍ଦ୍ର ପ୍ରହରାଜଉଦ୍ଭିଦଆର୍ଯ୍ୟଭଟ୍ଟକୁଞ୍ଜବିହାରୀ ଦାଶଜଗନମୋହ‌ନ ଲାଲସୁରେଶ କୁମାର ରାଉତରାୟସିଦ୍ଧାନ୍ତ ମହାପାତ୍ରମୟୂରଭଞ୍ଜ ଜିଲ୍ଲା୨୯ ଅପ୍ରେଲଚନ୍ଦ୍ରଯାନ-୩କାମାକ୍ଷା ପ୍ରସାଦ ସିଂହଦେଓକଣ୍ଟିଲୋଧନକର ଅଧିନିୟମ, ୧୯୫୭ସୀତାକାନ୍ତ ମହାପାତ୍ରଇତିହାସମହାକାଳପଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସମ୍ବଲପୁର୨୬ ଅଗଷ୍ଟଓଡ଼ିଶାର ପର୍ବପର୍ବାଣିଛଉ ନାଚଆପଲ ଇନକର୍ପୋରେଟେଡ୨୨ ଅଗଷ୍ଟଚାଣକ୍ୟପ୍ରେମଓଡ଼ିଆ ଭାଗବତ🡆 More