ନଟବର ସାମନ୍ତରାୟ: ଓଡ଼ିଆ ସାହିତ୍ୟିକ ଓ ସମୀକ୍ଷକ

ନଟବର ସାମନ୍ତରାୟ (୨୩ ଡିସେମ୍ବର ୧୯୧୮ - ୧୭ ଅଗଷ୍ଟ ୨୦୦୦) ଜଣେ ଓଡ଼ିଆ ଲେଖକ ଓ ସାହିତ୍ୟ ସମୀକ୍ଷକ ଥିଲେ । ତାଙ୍କର କେତେକ ଜଣାଶୁଣା ସାହିତ୍ୟ-ଐତିହାସିକ ରଚନାବଳୀଗୁଡ଼ିକ ମଧ୍ୟରୁ ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) , ଆଧୁନିକ ଓଡ଼ିଆ ସାହିତ୍ୟର ଭିତ୍ତିଭୂମି, ଏବଂ ବ୍ୟାସକବି ଫକୀରମୋହନ ଆଦି ପ୍ରମୁଖ । ତାଙ୍କ ସମୀକ୍ଷା ଲିଖନସବୁ ଜଣାଶୁଣା ଓଡ଼ିଆ ଲେଖକ ଫକୀରମୋହନ ସେନାପତି ଓ ରାଧାନାଥ ରାୟ ଆଦିଙ୍କ ରଚନା ଉପରେ ପର୍ଯ୍ୟବସିତ । ତାଙ୍କ ଐତିହାସିକ ଗବେଷଣା ବ୍ରିଟିଶ ଶାସନ କାଳରେ ଉପକୂଳ ଓଡ଼ିଶା ଉପରେ ତାହାର ପ୍ରଭାବକୁ ନେଇ ୧୮୦୩ ମସିହାରୁ ୧୯୨୦ ମସିହା ଭିତରେ ପ୍ରକାଶିତ ପ୍ରମୁଖ ଓଡ଼ିଆ ରଚନାବଳୀ ଏବଂ ତାତ୍କାଳୀକ ଆଧୁନିକ ଓଡ଼ିଆ ସାହିତ୍ୟ ଉପରେ ବ୍ରିଟିଶ ଶାସନର ପ୍ରଭାବର ଏକ ସବିଶେଷ ବିଶ୍ଳେଶଣ ।

ନଟବର ସାମନ୍ତରାୟ
ଜନ୍ମ ଓ ଜନ୍ମସ୍ଥାନ(1918-12-23)୨୩ ଡିସେମ୍ବର ୧୯୧୮
ମୃତ୍ୟୁ୧୭ ଅଗଷ୍ଟ ୨୦୦୦(2000-08-17) (ବୟସ ୮୧)
ବୃତ୍ତିଲେଖକ, ସମୀକ୍ଷକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦)

ରଚନାବଳୀ

  • ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) (୧୯୬୪)
  • ବ୍ୟାସକବି ଫକୀରମୋହନ (୧୯୬୭)
  • ଫକୀରମୋହନ ସାହିତ୍ୟ ସମୀକ୍ଷା (୧୯୮୪)
  • କାବ୍ୟସୃଷ୍ଟି ମାନସ (୧୯୯୯)
  • ରାଧାନାଥ ରଚନାବଳୀ ଓ ସେମାନଙ୍କ ପ୍ରକାଶ ସମୟ ନିର୍ଣ୍ଣୟ (ଡଗର, ୨୪, ୬ଷ୍ଠ ଓ ୭ମ ସଂଖ୍ୟା, ୧୯୬୦-୬୧, ପୃ. ୫)
  • ରାଧାନାଥ ସାହିତ୍ୟ ସମୀକ୍ଷା ଏକ ଅଧ୍ୟୟନ (ଝଙ୍କାର, ୮, ୧୧ଶ ସଂଖ୍ୟା, ଫେବୃଆରୀ ୧୯୫୭, ପୃ. ୧୦୬୨)
  • ଯୁଗ ପ୍ରବର୍ତ୍ତକ ରାଧାନାଥ

ସମ୍ମାନ ଓ ପୁରସ୍କାର

ଆଧାର

Tags:

ଓଡ଼ିଆ ଭାଷାଓଡ଼ିଆ ସାହିତ୍ୟଫକୀରମୋହନ ସେନାପତିରାଧାନାଥ ରାୟ

🔥 Trending searches on Wiki ଓଡ଼ିଆ:

ବକ୍ସି ଜଗବନ୍ଧୁଗୁରୁପ୍ରସାଦ ମହାନ୍ତିଅଭିମନ୍ୟୁ ସାମନ୍ତସିଂହାରଅମୃତାୟନବୈଶାଖବାବୁଶାନ୍ବୀଣାପାଣି ମହାନ୍ତିତରଳ ଝାଡ଼ାଆମ୍ବଚାଣକ୍ୟଖିଲିପାନକଳିଙ୍ଗ ଯୁଦ୍ଧବୁଧନ ମୁର୍ମୁପୃଥିବୀଓଡ଼ିଆ ଲିପିଦୁର୍ଗାଓଡ଼ଗାଁଦକ୍ଷିଣ କୋରିଆଓଡ଼ିଆ କବି ମାନଙ୍କର ତାଲିକାବନ୍ଦେ ଉତ୍କଳ ଜନନୀଗଣେଶଜଳ ପ୍ରଦୂଷଣସତ୍ୟବାଦୀ ବନ ବିଦ୍ୟାଳୟଯଦୁମଣି ମହାପାତ୍ରଓଡ଼ିଶାର ଲୋକନୃତ୍ୟମନୋଜ ଦାସରୋହିଦାସ ସିଂ ନାଗଲାଟିନ ଭାଷାରଥଅନୁଗୁଳ ସ୍ୱୟଂଶାସିତ ସରକାରୀ କଲେଜଭୂମିକମ୍ପଭାରତୀୟ ଜନତା ପାର୍ଟିବିଜୟ ମିଶ୍ରଲୋକ ସଭାର ବାଚସ୍ପତିଧାମନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ସୂର୍ଯ୍ୟ ଦେବତାମ୍ୟୁଚୁଆଲ ଫଣ୍ଡପୃଥ୍ୱୀ (କ୍ଷେପଣାସ୍ତ୍ର)ଭୀମାଶଙ୍କର ମନ୍ଦିରସମାଜ (ଖବରକାଗଜ)ରାମାୟଣ, ଭିନ୍ନ ଭାଷା ଓ ପ୍ରକାରଭେଦ ରେଜୟୀ ରାଜଗୁରୁଫକୀର ମୋହନ ସେନାପତିବୈଦେହୀଶ ବିଳାସତନ୍ତଯକ୍ଷ୍ମାରବିବାରଦାସକାଠିଆଶବ୍ଦ (ପଦ)କ୍ରେଡିଟ କାର୍ଡ଼ସୁରେନ୍ଦ୍ର ମହାନ୍ତିଏଡା ଲଭ୍‌ଲେସ୍‌ବରଗଡ଼ ଜିଲ୍ଲାନମିତା ଅଗ୍ରୱାଲବସନ୍ତ କୁମାର ଶତପଥୀଲକ୍ଷ୍ମଣ ନାୟକମୁଣ୍ଡା ଭାଷାସମୂହକରଞ୍ଜଦାରିଙ୍ଗବାଡ଼ିଚିକିତ୍ସା ବିଜ୍ଞାନରେ ନୋବେଲ ବିଜେତାଙ୍କ ତାଲିକାଅଟଳ ବିହାରୀ ବାଜପେୟୀନିତ୍ୟାନନ୍ଦ ମହାପାତ୍ରଆଲାନ ଟ୍ୟୁରିଙ୍ଗଯୁକ୍ତରାଜ୍ୟନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲାପାଇଥନ୍ (ପ୍ରୋଗ୍ରାମିଂ ଭାଷା)ସାପ୨୧ଗଇଁଠା🡆 More