ମେଘ

ନଦୀ, ସମୁଦ୍ର, ଗାଡିଆ ପୋଖରୀ ଇତ୍ୟାଦିରୁ ଜଳ ସୂର୍ଯ୍ୟକିରଣଦ୍ୱାରା ବାଷ୍ପିଭୂତ ହୋଇ ବାୟୁମଣ୍ଡଳରେ ମିଶିଯାଏ ଓ ଘନୀଭୂତ ହୋଇ ପାଣିଟୋପା ଆକାର ଭୂପୃଷ୍ଠରେ ପତିତ ହୁଏ । ଏହାକୁ ମେଘ ବା ବର୍ଷା କୁହାଯାଏ ।

ମେଘ
ମେଘର ସୁଷ୍ଟି

ପ୍ରକାର

ଆବର୍ତ୍ତକ

ମେଘ 
କଳାହାଣ୍ତିଆ ମେଘ

ଆବର୍ତ୍ତକ ମେଘ କଳାହାଣ୍ଡିଆ ରୂପ ଧାରଣ କରି ମଝିରେ ମଝିରେ ବ୍ୟାପକ ବୃଷ୍ଟିକରାଏ ।

ସମ୍ବର୍ତ୍ତକ

ସମ୍ବର୍ତ୍ତକ ମେଘ ପ୍ରଳୟ ସୃଷ୍ଟିକାରୀ ଅତିବୃଷ୍ଟି କରାଇଥାଏ ଓ ବନ୍ୟା ବିତ୍ପାତ ଆଣିଥାଏ ।

ଦ୍ରୋଣ

ଦ୍ରୋଣ ବୁଢାମେଘ ନାମରେ ପରିଚିତ । ତେଣୁ ସ୍ୱାଭାବିକ ଦୁର୍ବଳ ।

ପୁଷ୍କର

ପୁଷ୍କର ମେଘ ଅତ୍ୟନ୍ତ ଚାଷ ଉପଯୋଗୀ । ସେଥିପାଇଁ କୁହାଯାଏ 'ପୁଷ୍କର- ଗାଡିଆ ପୋଖରୀ ଚାଷକର' ।

ଆଧାର

Tags:

ମେଘ ପ୍ରକାରମେଘ ଆଧାରମେଘଜଳ

🔥 Trending searches on Wiki ଓଡ଼ିଆ:

ତ୍ରିଭୁଜରାଜତନ୍ତ୍ର୨୬ ନଭେମ୍ବରପଦାର୍ଥଲାଟିନ ଭାଷାସମୟମଣ୍ଡଳନୀଳଚକ୍ରପଞ୍ଚସଖାଏପ୍ଟିନେଜୁମାବଅଗ୍ନ୍ୟାଶୟ ଅକ୍ଷମତାସ୍ୱର ବର୍ଣ୍ଣଛତୁନବୀନ ପଟ୍ଟନାୟକକର୍କଟ ରୋଗସମ୍ବାଦଗରିଷ୍ଠ ସାଧାରଣ ଗୁଣନୀୟକପଠାଣି ସାମନ୍ତମନୋଜ ଦାସକେଳୁଚରଣ ମହାପାତ୍ରୟୁ ଟ୍ୟୁବଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟସୁପ୍ରିୟା ମଲ୍ଲିକ୨୦ ନଭେମ୍ବରଗଞ୍ଜାମ ଜିଲ୍ଲାଭି. କାର୍ତ୍ତିକେୟ ପାଣ୍ଡିଆନରାଜେନ୍ଦ୍ର କିଶୋର ପଣ୍ଡାବୃତ୍ତଅନ୍ତରଙ୍ଗ ସମ୍ପର୍କବି. ଆର. ଆମ୍ବେଦକରଛାନ୍ଦବିକ୍ରମ ବାତ୍ରାକାହ୍ନୁଚରଣ ମହାନ୍ତିଅନୁଭବ ମହାନ୍ତିସୂର୍ଯ୍ୟ ଦେବତାରାଜ୍ୟ ସଭାସୁଭାଷ ଚନ୍ଦ୍ର ବୋଷଶରତ ମହାନ୍ତିଗଜାଓଡ଼ିଆ ଲିପିଗୋଦାବରୀଶ ମହାପାତ୍ରପୁରୀଶ୍ରୀନିବାସ ରାମାନୁଜନସ୍ୱାଧୀନତା ଦିବସ‌ (ଭାରତ)ଭୁବନେଶ୍ୱରମହାବୀର ଜୈନପରିବେଶବ୍ରହ୍ମପୁରଅମ୍ଳଜାନପଦାର୍ଥ ବିଜ୍ଞାନସୂର୍ଯ୍ୟଆରଣ୍ୟକଭଗବତୀ ଚରଣ ପାଣିଗ୍ରାହୀଅଜନ୍ତା ଗୁମ୍ଫା🡆 More