ଟୁଇଟର

ଟୁଇଟର (/ˈtwɪtər/) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-ଅକ୍ଷର ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ ଟୁଇଟ୍ ବୋଲି କୁହାଯାଏ ।

ଟୁଇଟର
TypePublic
ତିଆରି କରାଯାଇଥିଲାମାର୍ଚ୍ଚ 21, 2006; 18 years ago (2006-୦୩-21)
ପ୍ରତିଷ୍ଠାତାJack Dorsey, Noah Glass, Biz Stone, Evan Williams
ମୂଖ୍ୟସ୍ଥାନSan Francisco, California, United States
ସେବା ପରିସରWorldwide
କେଉଁ ପ୍ରକାରର କମ୍ପାନୀInternet
ଲାଭIncrease US$1.4 billion (2014)
କର୍ମଚାରୀ3,900 (2015)
ସାହାଯ୍ୟକାରୀVine
ବେବସାଇଟtwitter.com
ଆଲେକ୍ସା ସ୍ଥାନSteady 9 (December 2015)
ସାଇଟର ପ୍ରକାରSocial network service
ଖାତାଖୋଲାRequired to post, follow, or be followed
ବ୍ୟବହାରକାରୀ302 million active (May 2015)
ମିଳୁଥିବା ସଂସ୍କରଣMultilingual
ପ୍ରଥମେ ଆସିଥିଲାଜୁଲାଇ 15, 2006 (2006-07-15)
ଏବେକାର ସ୍ଥିତିActive
Screenshot
Screen of X (Twitter).png
Twitter's homepage as of August 2015 (only in select countries)

ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୂଆ ଟୁଇଟ୍ ପଢିପରିବେ । ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି । Twitter Inc. ଏକ ସାନଫ୍ରାନ୍ସିସ୍କୋସ୍ଥିତ କମ୍ପନି ଯାହର ୨୫ରୁ ଉର୍ଧ କାର୍ୟାଳଯ୍ ରହିଛି ।

ମର୍ଚ୍ ୨୦୦୬ରେ ଜ୍ୟାକ୍ ଡୋର୍ସେ, ଇଭାନ୍ ଉଇଲିୟମ୍, ବିଜ୍ ସ୍ଟୋନ୍ ପ୍ରଥମ ଥର ପାଇଁ ଟୁଇଟର ତିଆରି କରିଥିଲେ ଏବଂ ଜୁଲାଇ ୨୦୦୬ରେ ଏହର ସେବା ଅରମ୍ଭ୍ ହୋଇଥିଲା ।

ଇତିହାସ

ସୃଷ୍ଟି

ଟୁଇଟର 
A blueprint sketch, c. 2006, by Jack Dorsey, envisioning an SMS-based social network.

ଟୁଇଟରର ସୃଷ୍ଟି ଏକ ଦିନିକିଆ ସଭାରେ (ଯାହା ଏକ Podcasting କମ୍ପାନି Odeo. Jack Dorseyଦ୍ୱାରା ହୋଇଥିଲା) ହୋଇଥିଲା । ଏହାପରେ ନିଉୟର୍କ ସିଟି ୟୁନିଭରସିଟିର ଜଣେ ଛାତ୍ର ଏକ ଚିନ୍ତାଧାରା ପରିବେଷଣ କରିଥିଲେ, ଯେଉଁଥିରେ ଲୋକମାନେ ସର୍ଟ ମେସେଜିଙ୍ଗ ସେବାଦ୍ୱାରା ଏକାସଙ୍ଗରେ ଏକାଧିକ ଲୋକଙ୍କସହ ଭାବର ଆଦାନ ପ୍ରଦାନ କରି ପାରିବେ । ଏହି ପ୍ରୋଜେକ୍ଟର ଅନ୍ୟନାମ ଥିଲା "Twttr" । ଏହି ପ୍ରୋଜେକ୍ଟ ଆରମ୍ଭ ହେବାର ୬ ମାସ ପର୍ଯ୍ୟନ୍ତ twitter.com ଡୋମେନଟି ଉପଲବ୍ଧ ନଥିଲା । ଏହା ଉପଲବ୍ଧ ହେବାପରେ ଏହାକୁ କିଣି ଟୁଇଟର ସେବାର ନାମ ପରିବର୍ତ୍ତନ କରାଯାଇଥିଲା ।

ବିସ୍ତାର

୨୦୦୭ରେ ଟୁଇଟରର ବ୍ୟାପକ ବୃଦ୍ଧି ହୋଇଥିଲା । ଏବେ ଟୁଇଟରରେ ଦୈନିକ ୫୦ ଲକ୍ଷରୁ ଅଧିକ ଟୁଇଟ ହେଉଛି । ମାର୍ଚ୍ଚ ୨୦୧୦ରେ ଟୁଇଟରରେ ସମୁଦାୟ ୭୦୦୦୦ରୁ ଅଧିକ ରେଜିଷ୍ଟର ହୋଇଥିବା ବ୍ୟବହାରକରି ଅଛନ୍ତି । ଜୁନ ୨୦୧୦ ସୁଦ୍ଧା ଟୁଇଟରରେ ଦୈନିକ ବ୍ୟବହାର ବଢ଼ି ୬୫ ଲକ୍ଷ୍ୟ ଟୁଇଟ୍ସରେ ପହଞ୍ଚିଥିଲା ।

ନେତୃତ୍ୱ

ସିଇଓ ଭାବରେ ଡୋରସେ କମ୍ପାନୀର ଅଭିବୃଦ୍ଧି ପାଇଁ ଭେଞ୍ଚର କ୍ୟାପିଟାଲଠାରୁ ଦୁଇଥର ଫଣ୍ଡିଙ୍ଗ ଆଣିଥିଲେ । ଯେ କି ଟୁଇଟରକୁ ବହୁତ ସାହାଯ୍ୟ କରିଆସିଛନ୍ତି । ଅକ୍ଟୋବର ୧୬, ୨୦୦୮ରେ ଉଇଲିୟମ୍ ସିଇଓର ସ୍ଥାନଟି ଗ୍ରହଣ କରି ଥିଲେ । ଏବଂ ଡୋରସେ କଂପାନୀର ଚେୟାରମ୍ୟାନଙ୍କ ଆସନଟି ଗ୍ରହଣ କରିଥିଲେ ।

ବ୍ୟବହାର

ଟେକ୍ନୋଲୋଜି

ସାମାଜିକ ମୂଲ୍ୟ

ଦୁରଦର୍ଶନ ଏବଂ ଟୁଇଟର

ଆଧାର

Tags:

ଟୁଇଟର ଇତିହାସଟୁଇଟର ନେତୃତ୍ୱଟୁଇଟର ବ୍ୟବହାରଟୁଇଟର ଟେକ୍ନୋଲୋଜିଟୁଇଟର ସାମାଜିକ ମୂଲ୍ୟଟୁଇଟର ଦୁରଦର୍ଶନ ଏବଂ ଟୁଇଟର ଆଧାରଟୁଇଟର

🔥 Trending searches on Wiki ଓଡ଼ିଆ:

ଓଡ଼ିଆ ସାହିତ୍ୟର ଇତିହାସଉଇକିକମନ୍ସବକ୍ସି ଜଗବନ୍ଧୁବୁନ୍ଦିଆ ଖିରିପରଶୁରାମନବୀନ ପଟ୍ଟନାୟକଓଡ଼ିଆଅଟିଜିମ୍‌ରାମଚନ୍ଦ୍ର ମିଶ୍ର୧ (ସଂଖ୍ୟା)ବୁଧବାରଦଣ୍ଡ ନାଟଶିମିଳିପାଳ ଜାତୀୟ ଉଦ୍ୟାନସମ୍ବଲପୁରଧର୍ମଚୈତ୍ର ମଙ୍ଗଳବାର ଓଷାଶ୍ରୀରାଧାପାଲାଗଜଲବ୍ୟାସଦେବଦଶାବତାରରାକ୍ଷୀ ବାନ୍ଧିଲି ମୋ ରଖିବ ମାନମି ଠୁ (ହ୍ୟାସଟ୍ୟାଗ)ରାଜନୀତି ବିଜ୍ଞାନ୧ ଫେବୃଆରୀଇରା ମହାନ୍ତିମହାପାତ୍ର ନୀଳମଣି ସାହୁଭାରତର ଜାତୀୟ ପତାକାଦ୍ୱିତୀୟ ବିଶ୍ୱଯୁଦ୍ଧଜ୍ଞାନପୀଠ ପୁରସ୍କାରଓଡ଼ିଶା ସରକାରଅନୁଗୋଳ ଜିଲ୍ଲାଓଡ଼ିଶାର ଅନୁସୂଚିତ ଜନଜାତି ତାଲିକାଜାପାନରାଜ ଯୋଗରାମଚନ୍ଦ୍ର ବେହେରାଭାରତର ରାଷ୍ଟ୍ରପତିଆକବରଭୁବନେଶ୍ୱରଭାରତୀୟ ଦଣ୍ଡ ସଂହିତା, ୧୮୬୦ରାଧାନାଥ ରାୟ୧୭୩୬୧୯୨୦ବନ୍ଦେ ମାତରମଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟଜବାହରଲାଲ ନେହେରୁ୧୨ ସେପ୍ଟେମ୍ବରଅଂଶୁଘାତମଧୁସୂଦନ ଦାସଜୟ ଜଗନ୍ନାଥଅଭିରାମ ପରମହଂସନେରାଟିନିବସ୍ତନଦ୍ରୌପଦୀ ମୁର୍ମୁଜଗନ୍ନାଥ ମନ୍ଦିରରାଶି ଓ ନକ୍ଷତ୍ରକଦଳୀଗଛଏ. ପି. ଜେ. ଅବଦୁଲ କଲାମଲବଙ୍ଗଖାଦ୍ୟପଣା ସଂକ୍ରାନ୍ତିମକର (ରାଶି)🡆 More