ଇଣ୍ଟରନେଟ: କୋମ୍ପୁଟର ମାନଙ୍କ ଅନ୍ତର୍ଜାତିକ ମେଳଣ

ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଅନେକ କମ୍ପ୍ୟୁଟର ଯୋଡି ହୋଇ ରହିଥାନ୍ତି, ଯାହାକି କମ୍ପ୍ୟୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।

ଇଣ୍ଟରନେଟ‎
ଇଣ୍ଟରନେଟ: କୋମ୍ପୁଟର ମାନଙ୍କ ଅନ୍ତର୍ଜାତିକ ମେଳଣ
ଇଣ୍ଟରନେଟ‎

ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସଂପର୍କ ରଖିବା ପାଇଁ କରାଯାଇଥିଲା । ହେଲେ ପରେ ପରେ ଏହାକୁ ବିଶ୍ୱବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା ।

ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପାଇବା/ପଠାଇବା, ଚାଟିଙ୍ଗ କରିବା, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୂଆ ନୁଆ ଜ୍ଞାନ କୌଶଳର ବ୍ୟବହାର ହେଉଛି । ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ୱରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ ।

ଜ୍ଞାନକୌଶଳ

ଇଣ୍ଟରନେଟରେ କିଛି ମୁଖ୍ୟ କମ୍ପ୍ୟୁଟର ରହିଥାଏ, ଯାହାକୁ ସର୍ଭର କୁହାଯାଏ । ସର୍ଭରଗୁଡ଼ିକ ପରସ୍ପର ମଧ୍ୟରେ ସଂଯୁକ୍ତ ହୋଇଥାନ୍ତି । ସର୍ଭର ବା ମୁଖ୍ୟ କମ୍ପ୍ୟୁଟରରେ ଡାଟା ସବୁ ସାଇତି ରଖା ଯାଇଥାଏ । ପ୍ରତ୍ୟେକ ସର୍ଭରର ସ୍ୱତନ୍ତ୍ର ନାମ ଏବଂ ଆଡ୍ରେସ ରହିଥାଏ । ଆମେ ଯେତେବେଳେ ଆମ କମ୍ପ୍ୟୁଟରରେ ୱେବସାଇଟ ଖୋଳୁଛୁ, ସେ ପ୍ରଥମେ ନିଜର ସର୍ଭର ସହିତ ସମ୍ପର୍କ କରେ ଏବଂ ସର୍ଭରରୁ ସମ୍ପୃକ୍ତ ପ୍ରୁଷ୍ଠାକୁ ଆମ କମ୍ପ୍ୟୁଟରରେ ଦେଖେଇ ଥାଏ ଏବଂ ଆମେ ଆମ କାମ କରିଥାଉ ।

ଆଧାର

Tags:

କମ୍ପ୍ୟୁଟର

🔥 Trending searches on Wiki ଓଡ଼ିଆ:

ନୃସିଂହହୀରାକୁଦ ବନ୍ଧପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷବାସନ୍ତୀବକ୍ସି ଜଗବନ୍ଧୁଜୈନ ଧର୍ମମହାନଦୀ୨୧ ମାର୍ଚ୍ଚଜୟ ଜଗନ୍ନାଥମାର୍ଚ୍ଚମନୋଜ ଦାସଙ୍କ କଥା ଓ କାହାଣୀପାରୁଲ ଯାଦବଉଦ୍ୟମ ସଂସାଧନ ଯୋଜନା ‍‌(ଇଆର୍‍ପି‌‌)ରମାକାନ୍ତ ରଥମନୋଜ ଦାସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିଚିତ୍ତରଞ୍ଜନ ଦାସଜର୍ମାନୀହିନ୍ଦୁ ବିବାହ ଅଧିନିୟମ, ୧୯୫୫ପଞ୍ଚସଖାଶାନ୍ତନୁ କୁମାର ଆଚାର୍ଯ୍ୟମୋଗଲ ସାମ୍ରାଜ୍ୟପ୍ଲାଟିପସନୃସିଂହ ଚରଣ ପଣ୍ଡାବାଘଇସଲାମ ଧର୍ମସୁଭାଷ ଶତପଥୀଧାତୁଓଡ଼ିଶାର ଇତିହାସଇଣ୍ଟରନେଟସମ୍ବଲପୁରଶରଧାବାଲିହିନ୍ଦୁ ବିଧବା ପୁନର୍ବିବାହ ଅଧିନିୟମ, ୧୮୫୬ଭାରତ ସରକାର୧୯୮୯ବାଞ୍ଛାନିଧି ମହାନ୍ତିଦେଉଳଝରି ଉଷ୍ଣପ୍ରସ୍ରବଣରାସନ କାର୍ଡ଼ (ଭାରତ)କେନ୍ଦୁଝର ଜିଲ୍ଲାତମନ୍ନା ବ୍ୟାସ୧୯ ଫେବୃଆରୀବିଜୁ ଜନତା ଦଳରାଧାନାଥ ରାୟପ୍ରାଣୀଭକ୍ତ ଚରଣ ଦାସଭୂଗୋଳରଥବଣ୍ଡ (ଅର୍ଥ)ଶନିପ୍ରଥମ ବିଶ୍ୱଯୁଦ୍ଧଲକ୍ଷ୍ମୀକାନ୍ତ ମହାପାତ୍ର୧୩ ଅପ୍ରେଲଖ୍ରୀଷ୍ଟ ଧର୍ମଗୁରୁ ପ୍ରସାଦ ମହାନ୍ତିରାମକୃଷ୍ଣ ନନ୍ଦଭାରତୀୟ ଜନତା ପାର୍ଟିସୁନାବେଣୁଧର ରାଉତଯୁକ୍ତରାଜ୍ୟଅଚ୍ୟୁତ ସାମନ୍ତଲିଙ୍ଗରାଜ ମନ୍ଦିରକାନାଡ଼ାକୋରାପୁଟ (ଲୋକ ସଭା ନିର୍ବାଚନ ମଣ୍ଡଳୀ)🡆 More