ମଧ୍ୟ ଏସିଆ: ଏସିଆରେ ସବ୍ରେଗିଅନ୍

ମଧ୍ୟ ଏସିଆ ଏସିଆ ମହାଦ୍ୱୀପର ମଧ୍ୟ ଭାଗ ଅଟେ । ଏହାର ପୂର୍ବରେ ଚୀନରୁ ପଶ୍ଚିମରେ କୌସ୍ପିୟନ ସାଗର ପର୍ଯ୍ୟନ୍ତ, ଏବଂ ଉତ୍ତରରେ ୠସରୁ ଦକ୍ଷିଣରେ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ ଅଟେ । ଭୂବୈଜ୍ଞାନିକମାନଙ୍କଦ୍ୱାରା ମଧ୍ୟ ଏସିଆର ସମସ୍ତ ପରିଭାଷାରେ ଭୂତପୂର୍ବ ସୋବିୟତ ସଂଘର ପାଞ୍ଚଟି ଦେଶ ସର୍ବଦା ଗଣା ଯାଏ :- କାଜାଖସ୍ତାନ , କିରଗୀଜସ୍ତାନ , ତାଜିକିସ୍ତାନ , ତୁର୍କମେନିସ୍ତାନ , ଉଜବେକୀସ୍ତାନ । ଏହା ଛଡ଼ା ମଙ୍ଗୋଲିୟା , ଆଫଗାନିସ୍ତାନ , ଉତ୍ତର ପାକିସ୍ତାନ , ଭାରତର ଲଦାଖ ପ୍ରଦେଶ , ଚୀନର ଶିନଜିୟଙ୍ଗ , ତିବ୍ୱତ କ୍ଷେତ୍ର ଏବଂ ୠସର ସାଇବେରିୟ କ୍ଷେତ୍ରର ଦକ୍ଷିଣ ଭାଗକୁ ମଧ୍ୟ ପ୍ରାୟତଃ ମଧ୍ୟ ଏସିଆର ଅଂଶ ବୋଲି ବୁଝାଯାଏ ।

ମଧ୍ୟ ଏସିଆ
Map of Central Asia
କ୍ଷେତ୍ରଫଳ୪୦,୦୩,୪୦୦ କିମି
ସଂଖ୍ୟା୬,୪୭,୪୬,୮୫୪
ଜନ ଘନତ୍ୱ୧୫ ବ୍ୟକ୍ତି ପ୍ରତି କିମି
ଦେଶକାଜାଖସ୍ତାନ
କିରଗୀଜସ୍ତାନ
ତାଯିକିସ୍ତାନ
ତୁର୍କମେନିସ୍ତାନ
ଉଜବେକୀସ୍ତାନ

ଇତିହାସରେ ମଧ୍ୟ ଏସିଆ ରେଶମ ମାର୍ଗର ବ୍ୟପାରିକ ଓ ସାଂସ୍କୃତିକ ମହତ୍ତ୍ୱ ପାଇଁ ବୁଝାଯାଏ । ଚୀନ, ଭାରତୀୟ ଉପ-ମହାଦ୍ୱୀପ, ଇରାନ, ମଧ୍ୟ-ପୁର୍ବ, ଏବଂ ୟୁରୋପ ମଧ୍ୟରେ ଲୋକ, ମାଲ, ସେନା ଏବଂ ବିଚାର ମଧ୍ୟ ଏସିଆରୁ ଗତିକରି ହିଁ ଯିବା-ଆସିବା କରୁଥିଲେ । ଏହି ଇଲାକାର ବଡ଼ ଭାଗ ଏକ "ସ୍ତୋପି" ଯୁକ୍ତ ଘାସରେ ଘୋଡ଼ା ହୋଇଥିବା ପଡ଼ିଆ ଅଟେ, ହେଲାକି ତିୟାନ ଶାନ ପରି ପର୍ବତ ଶୃଙ୍ଖଳ, କାରାକୁମ ମରୁଭୂମି ଏବଂ ଅରଳ ସାଗର ପରି ବଡ଼ ଝରଣା ମଧ୍ୟ ଏହି ଭୂ ଭାଗରେ ଆସିଥାଏ ।

ଐତିହାସିକ ରୂପେ ମଧ୍ୟ ଏସିଆରେ ଖାନାବଦୋଶ ଜାତୀୟ ମାନଙ୍କ ଅଧିକାର ରହିଛି । ପ୍ରଥମେ ଏହା ଉପରେ ପୁର୍ବ ଇରାନୀ ଭାଷା କହୁଥିବା "ସ୍କିଥି", "ବୌକ୍ତ୍ନୀୟାଈ", ଏବଂ "ସୋଗଦାଈ" ଜାତୀୟ ଲୋକଙ୍କ ବୋଲବାଲା ଥିଲା କିନ୍ତୁ ସମୟ ସହିତ "କାଜାଖ", "ଉଜବେକ", "କିରଗିଜ୍" ଏବଂ "ଉଈଗୁର" ପରି ତୁର୍କୀ ଜାତି ଅଧିକ ଶକ୍ତିଶାଳୀ ବନିଗଲେ । ଏଥିପାଇଁ ଏହାକୁ କେବେ-କେବେ "ତୁର୍କୀସ୍ତାନ" ମଧ୍ୟ କୁହାଯାଏ । ୧୯ବିଂ ସଦୀ ପରେ ମଧ୍ୟ ଏସିଆର ବଡ଼ ଅଂଶ ଉପରେ ପ୍ରଥମେ ରୂସୀ ସାମ୍ରାଜ୍ୟ ଏବଂ ପରେ ସୋବିୟତ ସଂଘର ରାଜ୍ୟ ରହିଲା, ଯାହା ଦୁଇ ସ୍ଲାବି ଲୋକ - ବହୁ ସଂଖ୍ୟକ ଥିଲେ । ଏଥିରେ ବହୁ ଋଷି ଆସି ଏଠାରେ ବାସ କଲେ । ୧୯୯୦ ଦଶକରେ ସୋବିୟତ ସଂଘ ଭାଙ୍ଗିବାଦ୍ୱାରା ଏଠାକାର ଦେଶ ଆଜାଦ ରାଷ୍ଟ୍ର ରୂପେ ପ୍ରତିଷ୍ଠିତ ହେଲେ ।

ଏହାକୁ ମଧ୍ୟ ଦେଖନ୍ତୁ

  • କିରଗୀଜସ୍ତାନ
  • ତୁର୍କମେନିସ୍ତାନ
  • ଉଜବେକୀସ୍ତାନ

ଆଧାର

Tags:

ଏସିଆକାଜାଖସ୍ତାନତାଜିକିସ୍ତାନ

🔥 Trending searches on Wiki ଓଡ଼ିଆ:

ପର୍ଫେନାଜାଇନରବି ପଟ୍ଟନାୟକଲୋକ ସଭାଲକ୍ଷ୍ମୀକାନ୍ତ ମହାପାତ୍ରଓଡ଼ିଶାର ଭୂଗୋଳଅସହଯୋଗ ଆନ୍ଦୋଳନଡିଜିଟାଲ ଅବଜେକ୍ଟ ଆଇଡେଣ୍ଟିଫାୟରବିଦ୍ୟାଳୟଶ୍ରୀତମ ଦାସଜଗନ୍ନାଥ ଦାସମୁମ୍ବାଇହୃଷୀକେଶ ପଣ୍ଡା୩୦ ଅପ୍ରେଲଇଂରାଜୀ ଭାଷାଅଟିଜିମ୍‌କିଶୋରୀ ଚରଣ ଦାସପରଶୁରାମଜଗଦୀଶ ମହାନ୍ତିଓଡ଼ିଆ ରାନ୍ଧଣାଭାରତୀୟ ସ୍ୱାଧୀନତା ଆନ୍ଦୋଳନବଣିଜାତୀୟ ବିଜ୍ଞାନ ଦିବସବରଗଛରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାପୁରୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀଶିବବିଶ୍ୱଜିତ ଦାସବାଞ୍ଛାନିଧି ମହାନ୍ତିକଟକ ଜିଲ୍ଲା୨୧ ଅପ୍ରେଲଅପରେଟିଙ୍ଗ ସିଷ୍ଟମଓଡ଼ିଆ କବି ମାନଙ୍କର ତାଲିକାଗୀତଗୋବିନ୍ଦରମାକାନ୍ତ ରଥଦରବାର (କବିତା)ପଦ୍ମଶ୍ରୀବନ୍ଦେ ଉତ୍କଳ ଜନନୀତାମିଲ ଭାଷାବସନ୍ତ କୁମାର ଶତପଥୀଅଶ୍ରୁମୋଚନ ମହାନ୍ତିବଳରାମ ଦାସଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣିକଳିଙ୍ଗ ଯୁଦ୍ଧଭାରତୀୟ ଜାତୀୟ କଂଗ୍ରେସଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାକାଞ୍ଚନ ଅୱସ୍ତିଟାଟା ମୋଟରସଜଗନ୍ନାଥପ୍ରାଣବନ୍ଧୁ କର୧୭ ଅପ୍ରେଲଦି ଟାଇମସ୍ ଅଫ୍ ଇଣ୍ଡିଆଦଶାବତାରତମନ୍ନା ବ୍ୟାସପର୍ଯ୍ୟାୟ ସାରଣୀଭାରତର ରାଷ୍ଟ୍ରପତି ମାନଙ୍କର ତାଲିକାଭକ୍ତ ଚରଣ ଦାସଧର୍ମେନ୍ଦ୍ର ପ୍ରଧାନଫକୀର ମୋହନ ସେନାପତିଲାଲ ବାହାଦୁର ଶାସ୍ତ୍ରୀରମଜାନଶବ୍ଦ (ଧ୍ୱନି)କପିଳାସ ଶିବ ମନ୍ଦିରନୀଳକଣ୍ଠ ଦାସଡଙ୍ଗରିଆ କନ୍ଧ🡆 More