ଯକୃତ

ଯକୃତ (ଇଂରାଜୀ ଭାଷାରେ liver) ଉପର ପେଟର ଡାହାଣ ଭାଗରେ ଥିବା ଏକ ଆଭ୍ୟନ୍ତରୀଣ ଅଙ୍ଗ । କଥିତ ଭାଷାରେ ଏହାକୁ କଲିଜା ବୋଲି କୁହାଯାଏ ।

ଯକୃତ
ଯକୃତ ଓ ପାଚନ ତନ୍ତ୍ର

କାର୍ଯ୍ୟ

ଯକୃତ ଶରୀରର ଅନେକ ଜରୁରୀ କାମ କରିଥାଏ ।

  • ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।
  • ଯକୃତ ଶର୍କରା ଗଚ୍ଛିତ କରେ ଓ ରକ୍ତର ଶର୍କରା ମାତ୍ରା ସ୍ଥିର ରଖେ ।
  • ଯକୃତ ପୁଷ୍ଟିସାର ଓ ସ୍ନେହସାରରୁ ଶର୍କରା ତିଆରି କରିଥାଏ ।
  • ଯକୃତ କିଛି ମାତ୍ରାରେ ସ୍ନେହସାର ଓ କୋଲେଷ୍ଟରଲ୍ ମଧ୍ୟ ତିଆରି କରେ ।
  • ଯକୃତ ରକ୍ତରେ ଅନେକ ବସ୍ତୁକୁ ବିଘଟନ କରେ :
    • ହିମୋଗ୍ଲୋବିନ୍‌
    • ପୁଷ୍ଟିସାର
    • ଆମୋନିଆ
    • ଶରୀରର ବିଷାକ୍ତ ବସ୍ତୁ
  • ଯକୃତ ଜୀବସାର ଓ ଧାତୁସାରକୁ ଗଚ୍ଛିତ ରଖେ ।
  • ଯକୃତ ଅନେକ ପୁଷ୍ଟିସାର ତିଆରି କରିଥାଏ ।
  • ଭୃଣରେ ଲୋହିତ ରକ୍ତ କଣିକା ତିଆରି କରିଥାଏ ।


ବାହାର ୱେବ୍‌ସାଇଟ୍‌

Tags:

en:English

🔥 Trending searches on Wiki ଓଡ଼ିଆ:

ଟିଣଆଖିପ୍ରତିଭା ରାୟଭାଷାରାମାୟଣଲସିବଡ଼ ଏରାବିଜ୍ଞାନଲକ୍ଷ୍ମୀନାରାୟଣ ସାହୁମନୋଜ ଦାସମହାପ୍ରସାଦଚାଟ୍ ଜିପିଟିଜୀବସାର ଗ୨୦ ଅଗଷ୍ଟକିଶୋରୀ ଚରଣ ଦାସଆକବରଆର୍ଯ୍ୟଭଟ୍ଟକୁଞ୍ଜବିହାରୀ ଦାଶଓଡ଼ିଆ ଭ୍ରମଣ ସାହିତ୍ୟସୁଇଜରଲ୍ୟାଣ୍ଡଇତିହାସତାରିଣୀ ମନ୍ଦିର, ଘଟଗାଁପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷନବକଳେବର୧୭୪୬ନଅଙ୍କ ଦୁର୍ଭିକ୍ଷଅନନ୍ତ ପଟ୍ଟନାୟକନୀଳକଣ୍ଠ ଦାସପ୍ରଥମ ଭାସ୍କରରାଜନୀତି ବିଜ୍ଞାନତ୍ରିଭୁଜଭୂମିକମ୍ପମଧୁସୂଦନ ଦାସପୂରଣବାଚକ ସଂଖ୍ୟାଶିଶୁ ଅନନ୍ତ ଦାସନବଯୌବନ ବେଶରଥଯାତ୍ରାଭକ୍ତ ଚରଣ ଦାସବାଘଓଡ଼ିଆ ଭାଷାବିଶ୍ୱ ଏଡ୍‌ସ ଦିବସଆନନ୍ଦ ଶଙ୍କର ଦାସଭ୍ୟାକୁମ୍ କ୍ଲିନର୍ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଦ୍ୱିତୀୟ ବିଶ୍ୱଯୁଦ୍ଧଚିତ୍ତରଞ୍ଜନ ଦାସଓଡ଼ିଆ ସାହିତ୍ୟ୧୦୫୪ବିର୍ସା ମୁଣ୍ଡାଜର୍ମାନୀଜଗନ୍ନାଥ ଦାସଧନୁ (ରାଶି)ତପସ୍ୱିନୀରାବଣ୨୧ଓଡ଼ିଆ ଲିପିଜଗନମୋହ‌ନ ଲାଲରକ୍ତକଳାପାହାଡ଼ଯୌନ ଉତ୍ପୀଡ଼ନରାକ୍ଷୀ ପୂର୍ଣ୍ଣିମାଅମାବାସ୍ୟାର ଚନ୍ଦ୍ରମହିଳା ଯୌନାଙ୍ଗ ଛେଦନପାଇକ ଆଖଡ଼ାଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିବୀର ସୁରେନ୍ଦ୍ର ସାଏଗୌରୀଶଙ୍କର ରାୟତରୁଣକାନ୍ତି ମିଶ୍ରରାୟଗଡ଼ା ଜିଲ୍ଲାଗର୍ଭାଶୟ ଅନ୍ତଃସ୍ତର କର୍କଟମନୋଜ କୁମାର ମିଶ୍ର🡆 More