ଆଣ୍ଡ୍ରଏଡ଼

ଆଣ୍ଡ୍ରଏଡ ଅଥବା ଆନ୍ଦ୍ରଏଡ (IPA:/ˈændrɔɪd/)ଲିନକ୍ସ ଉପରେ ଆଧାରିତ ଏକ ମୋବାଇଲ ସଫ୍ଟୱେର । ଏହାକୁ ମୂଖ୍ୟତଃ ସ୍ମାର୍ଟଫୋନ ଏବଂ ଟାବଲେଟ କମ୍ପ୍ୟୁଟର ଇତ୍ୟାଦିକୁ ସଂଚାଳନ କରିବାରେ ଉପଯୋଗ କରାଯାଇଥାଏ । ଏହାର ବିକାଶ ମୂଳରୁପରେ ୨୦୦୫ ମସିହାରେ ଗୁଗୁଲ କରିଥିଲା ଏବଂ ତା ପରେ ୨୦୦୭ରେ ଓପନ ହାଣ୍ଡସେଟ ଆଲାଏନ୍ସ ଏହାକୁ ଆଗକୁ ବଢାଇଥିଲା ।

ଆଣ୍ଡ୍ରଏଡ଼
ଆଣ୍ଡ୍ରଏଡ଼ ଆଣ୍ଡ୍ରଏଡ଼
କମ୍ପାନୀ / ସଫ୍ଟୱେର ଗଢ଼ାଳିGoogle Inc, Open Handset Alliance, Android (operating system)#Android Open Source Project
ପ୍ରଗ୍ରାମ କେଉଁଠି କରାଯାଇଛି:କୋଟଲିନ,C (core), Java (UI), C++
OS ପରିବାରLinux
କାମର ସ୍ଥିତିCurrent
ସ୍ରୋତ ମଡ଼େଲOpen Source
ଆରମ୍ଭ ସଂସ୍କରଣସେପ୍ଟେମ୍ବର 20, 2008 (2008-09-20)
Latest stable release୮.୦ (ଓରିଓ) / ଅଗଷ୍ଟ ୨୧ ୨୦୧୭
ନଗଦ ଅସ୍ଥିର ସଙ୍କଳନ୮.୧
ପ୍ୟାକେଜ ମ୍ୟାନେଜରGoogle Play / APK
ସହାୟକ ପ୍ଲାଟଫର୍ମARM, MIPS,
କର୍ନେଲ ପ୍ରକାରMonolithic (modified Linux kernel)
ଡିଫଲ୍ଟ ଇଉଜର ଇଣ୍ଟରଫେସGraphical
ଲାଇସେନ୍ସApache License 2.0
Linux kernel patches under GNU GPL v2
ୱେବସାଇଟwww.android.com

ଇତିହାସ

thumb|ଆଧୁନିକ ଆଣ୍ଡ୍ରଏଡ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ ଥିବା ପାଲୋ ଅଲ୍ଟୋଠାରେ ଆଣ୍ଡ୍ରଏଡ, Inc.ର ଉତ୍ପତ୍ତି ହେଇଥିଲା । ଏହା ପ୍ରଥମେ 1.3 ସଂସ୍କରଣରେ ବାହାରିଥିଲା ଜାହାକି ଲୋକଙ୍କ ମନକୁ ପସନ୍ଦ ଆସିଥିଲା । ପରେ ଏହାର ବିଭିନ୍ନ ସଂସ୍କରଣ ବାହାରିଲା ।

  • ୨.୨ ଫ୍ରୋୟୋ
  • ୨.୩ ଜିଙ୍ଗରବ୍ରେଡ
  • ୩.୦ ହନିକମ୍ବ
  • ୩.୧ ହନିକମ୍ବ,
  • ୩.୨ହନିକମ୍ବ,
  • ୪.୦ ଆଇସ କ୍ରିମ-ସାଣ୍ଡବିଚ,
  • ୪.୧ ଜେଲିବିନ୍
  • ୪.୪ କିଟ୍ କାଟ୍
  • ୫.୦ ଲଲିପପ୍
  • ୬.୦ ମାର୍ଶମେଲୋ
  • ୭.୦ ନୋଘଟ
  • ୮.୦ ଓରିଓ

ବିଶେଷତ୍ୱ

  • ହ୍ୟାଣ୍ଡସଟ ଲେ-ଆଉଟ
  • କନେକଟିଭିଟି
  • ମେସେଜ
  • ଏକରୁ ଅଧିକ ଭାଷା
  • ୱେବ ବ୍ରାଉଜର
  • ଜାଭା ସ୍କ୍ରିପ୍ଟ
  • ମିଡିଆ ସପୋର୍ଟ
  • ଷ୍ଟ୍ରିମିଙ୍ଗ ମେଡ଼ିଆ ସପୋର୍ଟ
  • ମଲ୍ଟି ଟଚ
  • ବ୍ଲୁ-ଟୁଥ
  • ଭିଡିଓ କଲିଙ୍ଗ
  • ମଲ୍ଟି-ଟାସ୍କିଙ୍ଗ
  • ଟେଥରିଙ୍ଗ
  • ସ୍କ୍ରିନ କ୍ୟାପଚର
  • ଏକ୍ସଟ୍ରନାଲ ମେମୋରି ଷ୍ଟୋରେଜ

ଆଧାର

Tags:

ଗୁଗଲଲିନକ୍ସସଫ୍ଟୱେର

🔥 Trending searches on Wiki ଓଡ଼ିଆ:

ମଇ ଦିବସପଞ୍ଚୁ ପାଣ୍ଡବ (ଓଡ଼ିଆ କଥାଚିତ୍ର)ଚୁଡ଼ାସମ୍ବଲପୁର ଜିଲ୍ଲାଶାସ୍ତି (ଓଡ଼ିଆ କଥାଚିତ୍ର)ପାପୁଆ ନିଉ ଗିନିଓଡ଼ିଶାର ରାଜ୍ୟପାଳମାନଙ୍କର ତାଲିକାଆଜାଦ ହିନ୍ଦ୍ ଫୌଜରୋହିତ ଶର୍ମାବୈଷ୍ଣବ ଚରଣ ସାମଲଧରିତ୍ରୀ (ଖବରକାଗଜ)କୋଣାର୍କଜହ୍ନଛବିଳ ମଧୁ ବର୍ଣ୍ଣବୋଧସିଦ୍ଧାନ୍ତ ମହାପାତ୍ର୧ (ସଂଖ୍ୟା)ଆକବରବଳବ୍ରାହ୍ମ ସମାଜହେମନ୍ତ କୁମାର ଦାସକାଳିନ୍ଦୀ ଚରଣ ପାଣିଗ୍ରାହୀଦୀପକ ମିଶ୍ରଓଡ଼ିଶୀ ସଙ୍ଗୀତବାଇଶି ପାହାଚଅଷ୍ଟ୍ରେଲିଆଭାରତଶ୍ରୀଡାକ ମୁନସୀମଧୁସୂଦନ ରାଓ୧ମ ଓଡ଼ିଶା ବିଧାନ ସଭାଗୋପାଳ ଚନ୍ଦ୍ର ପ୍ରହରାଜଜଗନ୍ନାଥ ଦାସରାମସୌଭାଗ୍ୟ କୁମାର ମିଶ୍ରସାରଳା ଦାସଆଲୋକଜନ ଗଣ ମନହରେକୃଷ୍ଣ ମହତାବପ୍ରାଣକୃଷ୍ଣ ପରିଜାକଖାରୁ ଫୁଲ ଭଜାମହାନଦୀବିଜୟ ଶଙ୍କର ଦାସଆଖୁଗିରିଧର ଗମାଙ୍ଗଧର୍ମଓଡ଼ିଆ ସାହିତ୍ୟସିନ୍ଧୁ ନଦୀଗୁରୁ ପ୍ରସାଦ ମହାନ୍ତିଜାପାନ ସାଗରଆମ୍ବଶ୍ରବଣ ( ରାମାୟଣ ର ଚରିତ୍ର )ବିସ୍ଥାପିତ କାନ୍ଧ ଗଣ୍ଠିଜାଭା (ପ୍ରୋଗ୍ରାମିଂ ଭାଷା)ସତ୍ୟନାରାୟଣ ରାଜଗୁରୁନଅତୁଣ୍ଡୀରାସନ କାର୍ଡ଼ (ଭାରତ)କିଶୋରୀ ଚରଣ ଦାସସୁନାଚନ୍ଦ୍ରଶେଖର ନନ୍ଦବୀର ସୁରେନ୍ଦ୍ର ସାଏରାଜକିଶୋର ରାୟନୀଳକଣ୍ଠ ଦାସଗର୍ଭାବସ୍ଥାଦଣ୍ଡ ନାଟହେପାଟାଇଟିସମଦର ଟେରେସାଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଓଡ଼ିଆପ୍ରଥମ ଭାସ୍କରଗୋପାଳ କୃଷ୍ଣ ରଥ🡆 More