ଗୁଗଲ ଡୁଓ

ଗୁଗଲ ଡୁଓ ଭିଡିଓ ମାଧ୍ୟମରେ କଥାବାର୍ତ୍ତା ହେବାର ଏକ ମୋବାଇଲ ଆପ୍ଲିକେସନ୍ , ଏହା ଗୁଗଲର ଏକ ଉତ୍ପାଦ , ଉଭୟ ଆଣ୍ଡ୍ରଏଡ଼ ଏବଂ ଆଇଓଏସରେ ଉପଲବ୍ଧ । ମଇ ୧୮ ୨୦୧୬ରେ ଗୁଗଲ ଆଇ/ଓରେ ଆଲ୍ଲୋ (messaging app) ଘୋଷିତ ହେଲା । ଅଗଷ୍ଟ ୧୬ ୨୦୧୬ରେ ଡୁଓ ୟୁନାଇଟେଡ ସ୍ଟେଟ୍ସ୍ରେ ଆରମ୍ଭ ହେଲା , ଏହାର କିଛି ଦିନ ପରେ ସମଗ୍ର ବିଶ୍ୱରେ ପ୍ରଚାରିତ ହେଲା । ଗୁଗଲ ଡୁଓ ଦୁଇ ଦିନ ମଧ୍ୟରେ ଗୁଗଲ ପ୍ଲେରେ ମାଗଣା ଆପ୍ଲିକେସନ୍ମାନଙ୍କ ମଧ୍ୟରେ ୧ ନମ୍ବର ସ୍ଥାନ ଅଧିକାର କଲା ।

Google Duo
ଫାଇଲ:Google Duo logo.svg
ଫାଇଲ:Google Duo.png
A screenshot of Duo
ଡେଭେଲପରGoogle
ପ୍ରଥମ ରିଲିଜ୍16 ଅଗଷ୍ଟ 2016; 7 years ago (2016-୦୮-16) (US)
ବିକାଶ ଅବସ୍ଥାActive
Operating system
ଉପଲବ୍ଧ ଭାଷାEnglish
ପ୍ରକାରVideo chat mobile app
ୱେବସାଇଟduo.google.com


ଆଧାର

Tags:

ଆଇଓଏସଆଣ୍ଡ୍ରଏଡ଼ଗୁଗଲ

🔥 Trending searches on Wiki ଓଡ଼ିଆ:

ଯାଜପୁରମହାବୀର ଜୈନଚୀନକେନ୍ଦ୍ରାପଡ଼ାପଣା ସଂକ୍ରାନ୍ତିସୀସାକୁନ୍ତଳା କୁମାରୀ ସାବତଛବିଳ ମଧୁ ବର୍ଣ୍ଣବୋଧଧ୍ୱନି ପ୍ରତିଧ୍ୱନିଦଣ୍ଡ ନାଟନୀଳଶୈଳ (ଉପନ୍ୟାସ)ରମାକାନ୍ତ ରଥସାଲବେଗଧନୁଯାତ୍ରାଶ୍ରୀରୂପା ମିତ୍ର ଚୌଧୁରୀନେଲସନ ମଣ୍ଡେଲାଅରଣ୍ୟ ରୋଦନକୋଶଳ କ୍ରାନ୍ତି ଦଳଓଡ଼ିଆ ନାଟକମ୍ୟାଲେରିଆରାଜ ଯୋଗରାଜୀବ ଗାନ୍ଧୀରୋମାନିଆକଦଳୀପାରଳା ମହାରାଜା ଯାନ୍ତ୍ରୀକ ମହାବିଦ୍ୟାଳୟକୁଟୁରାଗୋପବନ୍ଧୁ ଦାସଭୀମା ଭୂଇଁଆହରେ କୃଷ୍ଣଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ବୁକ ନମ୍ବରହିମାଳୟଫତୁରାନନ୍ଦବଳରାମ ଦାସଭାରତ ଛାଡ଼ ଆନ୍ଦୋଳନସରଳା ଦେବୀଓଡ଼ିଶାର ଲୋକନୃତ୍ୟ୨୭ ମାର୍ଚ୍ଚହୋମୱାର୍ଡ଼ପୁଷ୍ଟିସାରଅର୍ଚ୍ଚନା (କବିତା ସଙ୍କଳନ)ସଚ୍ଚିଦାନନ୍ଦ ରାଉତରାୟକବିସୂର୍ଯ୍ୟ ବଳଦେବ ରଥକାଳୀଓଡ଼ିଶାର ଇତିହାସଖ୍ରୀଷ୍ଟ ଧର୍ମସଂଯୁକ୍ତା ରାଉତସୂଚନା ଅଧିକାର ଆଇନ ୨୦୦୫ଓଡ଼ିଶାର ସଂସ୍କୃତି୧୯୫୧ହିନ୍ଦୁସମାଜ (ଖବରକାଗଜ)ସାମବେଦସୂର୍ଯ୍ୟକେଟୋପ୍ରୋଫେନବାଲେଶ୍ୱରବର୍ଷାଇନ୍ଦିରା ଗାନ୍ଧୀଚିଙ୍ଗୁଡ଼ିବସନ୍ତ କୁମାର ଶତପଥୀନୂଆପଡ଼ା ଜିଲ୍ଲାସୀତାକାନ୍ତ ମହାପାତ୍ରନିତ୍ୟାନନ୍ଦ ଶତପଥୀକୋଣାର୍କକାଳିନ୍ଦୀ ଚରଣ ପାଣିଗ୍ରାହୀଚାଣକ୍ୟ🡆 More