ଅପରେଟିଙ୍ଗ ସିଷ୍ଟମ

ଅପରେଟିଙ୍ଗ ସିଷ୍ଟମ କମ୍ପ୍ୟୁଟରର ବିଭିନ୍ନ ରିସୋର୍ସ ଯେପରିକି ମେମୋରୀ, ସି.ପି.ଇଉ., ଅନ୍ୟାନ୍ୟ ହାର୍ଡୱେର ଇତ୍ୟାଦିଙ୍କୁ ସଠିକ ଭାବେ ପରିଚାଳନା କରି ଏକ କମ୍ପ୍ୟୁଟରକୁ ସମ୍ପୂର୍ଣଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟକରେ । ଏହା ବିଭିନ୍ନ ପ୍ରୋଗ୍ରାମ, ହାର୍ଡୱେର ମଧ୍ୟରେ ତାଳ ମେଳ ରକ୍ଷା କରି ସେମାନଙ୍କୁ ଆବଶ୍ୟକୀୟ ରିସୋର୍ସ ପ୍ରଦାନ କରେ, ଯାହାଦ୍ୱାରା କମ୍ପ୍ୟୁଟରଟି ସୁରୁଖୁରରେ କାର୍ଯ୍ୟ କରିପାରେ ।

ଇତିହାସ

କାଲକୁଲେଟର ମଧ୍ୟ ଏକ ପ୍ରକାର କମ୍ପ୍ୟୁଟର କିନ୍ତୁ ଏହା ଯେକୌଣସି ସମୟରେ ଗୋଟିଏ ହିଁ କାମ କରିପାରେ | କମ୍ପ୍ୟୁଟର ପୂର୍ବରୁ ଏତେ ଜଟିଳ ନ ଥିଲା କିମ୍ବା ସେଥିରେ ଏତେ ମାତ୍ରାରେ ଏକ ସମୟରେ ବହୁତ କାର୍ଯ୍ୟ କରିବାର କ୍ଷମତା ମଧ୍ୟ ନ ଥିଲା | ତେଣୁ ଜଟିଳତାକୁ ପରିଚାଳନା କରିବା ପାଇଁ ହାର୍ଡୱେର ଉପର ସ୍ତରରେ ଆଉ ଏକ ସ୍ତରର ନିର୍ମାଣ କରାଗଲା ଯାହାଦ୍ୱାରା ଜଣେ ବ୍ୟବହାରକାରୀ ଏହାକୁ ସହଜରେ ପରିଚାଳନା କରିପାରିବ ଏବଂ କମ୍ପ୍ୟୁଟର ନିଜେ ନିଜକୁ ଠିକ୍ ଭାବରେ ଚଲେଇପାରିବ |

ମେନଫ୍ରେମ୍

୧୯୫୦ ଦଶକରେ ମେନଫ୍ରେମ୍ କମ୍ପ୍ୟୁଟରରେ ବହୁତଗୁଡିଏ ବୈଶିଷ୍ଟ୍ୟମାନ ନିର୍ମାଣ କରାଯାଇଥିଲା ଯେପରିକି

  • batch processing ( ଗୋଟେ ବ୍ୟାଚ୍ ପରେ ଆଉ ଗୋଟେ ବ୍ୟାଚ୍ ପ୍ରୋଗ୍ରାମିଂ କାମକୁ କରିବା )
  • input/output ( ତଥ୍ୟ ବା ଡାଟା ଦିଆନିଆ ତତ୍କ୍ଷଣାତ୍ କରିବାର ସୁବିଧା )
  • interrupting ( ପ୍ରୋଗ୍ରାମିଂ ପ୍ରକ୍ରିୟା ଚାଲୁଥିବାବେଳେ ତାକୁ ମଝିରେ ଅଟକାଇ ଅନ୍ୟ କିଛି କରିବାର କ୍ଷମତା)
  • buffering, ( ଗୋଟିଏ କାମ ଚାଲିଥିବାବେଳେ ଆଉ ଅନ୍ୟ କାମକୁ ପ୍ରସ୍ତୁତ କରିବା )
  • multitasking, ( ଏକରୁ ଅଧିକ କାମ ଏକା ସଙ୍ଗେ କରିବା)
  • spooling, ( ଅନ୍ୟ ମେସିନ୍ ଯାହାର ଡାଟା ନେବାର କ୍ଷମତା ଧୀର ତାକୁ ଡାଟା ଧୀରେ ଭାବେ ଦେବା )
  • runtime libraries,( ପ୍ରୋଗ୍ରାମିଂ ପ୍ରକ୍ରିୟାରେ ବ୍ୟବହୃତ ଅନ୍ୟ ସାହାଯ୍ୟକାରୀ ପ୍ରୋଗ୍ରାମିଂକୁ ଠିକ୍ ସମୟରେ ପ୍ରଦାନ କରିବା)
  • link-loading ()
ମାଇକ୍ରୋକମ୍ପ୍ୟୁଟର

ପ୍ରକାର

ବିଭିନ୍ନ ଅଂଶ

କର୍ନେଲ
ସିଷ୍ଟମ ଡ୍ରାଇଭର

କେତୋଟି ଉଦାହରଣ

ବିଭିନ୍ନ ଅପରେଟିଂ ସିଷ୍ଟମ ଶ୍ରେଣୀର ଉଦାହରଣ ହେଲେ ୱିନଡୋଜ, ଲିନକ୍ସ, ଇଉନିକ୍ସ ଇତ୍ୟାଦି ଇତ୍ୟାଦି । ଏହି ଶ୍ରେଣୀଗୁଡିକରେ ବିଭିନ୍ନ ଅପରେଟିଂ ସିଷ୍ଟମ ଅଛନ୍ତି ।

ୱିନଡୋଜ

ୱିନଡୋଜ ଅପରେଟିଂ ସିଷ୍ଟମ ଶ୍ରେଣୀରେ ୱିନଡୋଜ ୩.୧, ୱିନଡୋଜ ୨୦୦୦, ୱିନଡୋଜ ଏମ.ଇ., ୱିନଡୋଜ ଏକ୍ସପି, ୱିନଡୋଜ ସର୍ଭର ୨୦୦୩ , ୱିନଡୋଜ ଭିସ୍ଟା, ୱିନଡୋଜ ୭, ୱିନଡୋଜ ସର୍ଭର ୨୦୦୮, ୱିନଡୋଜ ୮, ୱିନଡୋଜ ୧o ଇତ୍ୟାଦି ଅଛନ୍ତି ।

ଲିନକ୍ସ

ଇଉନିକ୍ସ

ଇଉନିକ୍ସ ଅପରେଟିଂ ସିଷ୍ଟମ ଶ୍ରେଣୀରେ ଥିବା ବିଭିନ୍ନ ଭର୍ସନ ହେଲେ ସୋଲାରିସ, ବି.ଏସ.ଡି., ଓ.ଏସ. ଏକ୍ସ, ଏ.ଆଇ.ଏକ୍ସ. ଇତ୍ୟାଦି ।

ଆଧାର

Tags:

ଅପରେଟିଙ୍ଗ ସିଷ୍ଟମ ଇତିହାସଅପରେଟିଙ୍ଗ ସିଷ୍ଟମ ପ୍ରକାରଅପରେଟିଙ୍ଗ ସିଷ୍ଟମ ବିଭିନ୍ନ ଅଂଶଅପରେଟିଙ୍ଗ ସିଷ୍ଟମ କେତୋଟି ଉଦାହରଣ[୨][୩][୪]ଅପରେଟିଙ୍ଗ ସିଷ୍ଟମ ଆଧାରଅପରେଟିଙ୍ଗ ସିଷ୍ଟମ

🔥 Trending searches on Wiki ଓଡ଼ିଆ:

ରୁକ୍ମିଣୀ ବିବାହରଥଯାତ୍ରାଓଡ଼ିଶା ପ୍ରିମିଅର ଲିଗପଖାଳ ଦିବସବିଜୁ ଜନତା ଦଳଅଶୋକାଷ୍ଟମୀରମାଦେବୀ ଚୌଧୁରୀବିଜୟ ମିଶ୍ରୱାଇ-ଫାଇ୧ (ସଂଖ୍ୟା)ଅଖିଳ ମୋହନ ପଟ୍ଟନାୟକବାରବାଟି ଦୁର୍ଗକୋଣାର୍କ ସୂର୍ଯ୍ୟ ମନ୍ଦିରରାଜରାଜେଶ୍ୱର ବେଶଭାରତର ଜାତୀୟ ପତାକାଚିକୁନ‌ଗୁନିଆଭାରତର ପ୍ରଧାନମନ୍ତ୍ରୀଟୁକାଟିନିବଗେଣ୍ଡୁଫୁଲନୂଆ ଦିଲ୍ଲୀଉଇକିପାଠାଗାରଶ୍ରୀନିବାସ ରାମାନୁଜନଜାତୀୟ ସଂସଦ (ଜାପାନ)ଜଗନ୍ନାଥଙ୍କ ବେଶଅଗଷ୍ଟବ୍ରହ୍ମୋତ୍ରୀ ମହାନ୍ତିପଣସଗୁରୁ ପ୍ରସାଦ ମହାନ୍ତିଗୋଦାବରୀଶ ମହାପାତ୍ରସୂର୍ଯ୍ୟପରାଗମୁଁ ରାଜା ତୁ ରାଣୀକୃଷ୍ଣଚନ୍ଦ୍ର ପାଣିଗ୍ରାହୀକଳିଙ୍ଗକ୍ୟୁ. ଆର. କୋଡ଼ଉତ୍କଳ ଦିବସକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବସୁନାବେଶମଧ୍ୟ ଏସିଆକମ୍ପ୍ୟୁଟରସାରଳା ଦାସନିତ୍ୟାନନ୍ଦ ମହାପାତ୍ରଯୀଶୁଭାରତୀୟ ଜନତା ପାର୍ଟିହରେକୃଷ୍ଣ ମହତାବ୨୪ ଅଗଷ୍ଟଜୟ ଜଗନ୍ନାଥଉପେନ୍ଦ୍ର ଭଞ୍ଜବିଭୁ କିଶୋରମହେନ୍ଦ୍ର ସିଂହ ଧୋନିଯୁକ୍ତରାଷ୍ଟ୍ର ଆମେରିକାଅପରେଟିଙ୍ଗ ସିଷ୍ଟମଓଡ଼ିଆ ନାରୀ କବି ମାନଙ୍କ ତାଲିକାନୃସିଂହପର୍ଯ୍ୟାୟ ସାରଣୀ (ବୃହତ ସଂସ୍କରଣ)ମିଳିମିଳାବିଷ୍ଣୁଭାଷା ବିଜ୍ଞାନକୁମ୍ଭ (ରାଶି)ଜୁଲାଇଗୋପୀନାଥ ଦାସମନୋଜ ଦାସଙ୍କ କଥା ଓ କାହାଣୀକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକାଶ୍ରୀକ୍ଷେତ୍ର ଦେବାଦେବୀଚିନ୍ତାମଣି ବେହେରାସମାଜ ବିଜ୍ଞାନବିଜ୍ଞାନନବକଳେବରପ୍ଲୀହାତୁଳସୀ ଦାସଅନ୍ତର୍ଜାତୀୟ ମାତୃଭାଷା ଦିବସ🡆 More