ପ୍ରୋଗ୍ରାମିଂ ଭାଷା ସି

ସି ପ୍ରୋଗ୍ରାମିଂ ଭାଷା(C Programming Language) ଏକ ଉଚ୍ଚ ସ୍ତରିୟ ପ୍ରୋଗ୍ରାମିଂ ଭାଷା ଯାହାର ପ୍ରାଥମିକ ବିକାସ ଡେନିସ ରୀଚିଦ୍ୱାରା ୧୯୬୯ ଏବଂ ୧୯୭୩ ମଧ୍ୟରେ ବେଲ ପ୍ରୟଗଶାଳାରେ କରାଯାଇଥିଲା। ସି ପ୍ରୋଗ୍ରାମିଂ ଭାଷାର ରୁପରେଖା ଏପରି ଅଛି ଯାହା ଦ୍ୱାର ଏହାକୁ 'ଯନ୍ତ୍ର ଅନୁଦେଶ'(Machine Instruction) ସ‌ହିତ ଭାଲ ଭାବରେ ପ୍ରତିଚିତ୍ରଣ କରିହେବ ଏହି କାରଣରୁ ସିଷ୍ଟମ ସଫ୍ଟ‌ୱେର ଯେପରିକି 'ୟୁନିକ୍ସ ଅପରେଟିଙ୍ଗ ସିଷ୍ଟମକୁ'(UNIX Operating System) ଅତ୍ୟଧିକ ଭାବରେ ସି ପ୍ରୋଗ୍ରାମିଂ ଭାଷାରେ ଲେଖାଯାଇଛି।

ସି

Text in light blue serif capital letters on white background and very large light blue sans-serif letter C.
ପାରାଡ଼ିଜିମ୍‌Imperative (procedural), structured
ପ୍ରଥମେ ଦେଖାଯାଇଥିଲା୧୯୭୨
ଡିଜାଇନ କରିଥିଲେଡେନିସ୍ ରିଚେ
ବିକାଶକଡେନିସ୍ ରିଚେ & ବେଲ୍ ଲ୍ୟାବ୍ସ୍ (ତିଆରିକର୍ତା); ANSI X3J11 (ANSI C); ISO/IEC JTC1/SC22/WG14 (ISO C)
ସ୍ଥାୟୀ ରିଲିଜC11 (December 2011)
ଟାଇପିଂ ପଦ୍ଧତିStatic, weak, manifest, nominal
ପ୍ରମୁଖ ବ୍ୟବହାରGCC, Clang, Intel C, MSVC, Pelles C, Watcom C
ଉପଭାଷାCyclone, Unified Parallel C, Split-C, Cilk, C*
ଏହାକୁ ପ୍ରଭାବିତ କରିଛନ୍ତିB (BCPL, CPL), ALGOL 68, Assembly, PL/I, FORTRAN
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତିNumerous: AMPL, AWK, csh, C++, C--, C#, Objective-C, BitC, D, Go, Rust, Java, JavaScript, Limbo, LPC, Perl, PHP, Pike, Processing, Seed7, Verilog (HDL)
ଅପେରେଟିଂ ସିଷ୍ଟମCross-platform (multi-platform)
ଫାଇଲ ଏକ୍ସଟେନ୍‌ସନ୍.ସି, .ଏଚ୍

ସି ପ୍ରୋଗ୍ରାମିଂ ଭାଷା ଏକ ବ୍ୟାପକ ଭାବରେ ବ୍ୟବ‌ହାର କରାଯାଉଥିବା ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷା। ସି ପ୍ରୋଗ୍ରାମିଂ ଭାଷାର ପ୍ରଭାବ ବିଭିନ୍ନ ନୁତନ ପ୍ରୋଗ୍ରାମିଂ ଭାଷା ଯେପରିକି ସି++(C++), ଜାଭା(Java), ସି#(C#), ପାଇଥନ୍(Python) ଏବଂ ପର୍ଲ୍(Perl) ଆଦି ଉପରେ ଦେଖାଯାଏ।

ବ୍ୟାକରଣ

ଅକ୍ଷର, ସଂଖ୍ୟା ଓ ଚିହ୍ନ

ମୂଳ ଲାଟିନ୍ ଅକ୍ଷର az AZ

09

ଚିହ୍ନ : ! " #  % & ' ( ) * + , - . /  :  ; < = >  ? [ \ ] ^ _ { | } ~

Whitespace characters: space, horizontal tab, vertical tab, form feed, newline

ରକ୍ଷିତ ଶବ୍ଦାବଳୀ

ସି ପ୍ରୋଗ୍ରାମିଂ ଭାଷାରେ ଥିବା ସଂରକ୍ଷିତ ଶବ୍ଦଗୁଡ଼ିକ ଯାହାକୁ କିୱାର୍ଡ୍ ମଧ୍ୟ କୁହାଯାଏ, ତାକୁ ତାର ନିର୍ଧ୍ଧାରିତ କାମକୁ ଛାଡ଼ି ଦେଲେ ଅଲଗା କାମରେ ବ୍ୟବହାର କରାଯାଇପାରିବ ନାହିଁ |

C89 ମାନକରେ ସେଗୁଡ଼ିକ ହେଲା

  • auto
  • break
  • case
  • char
  • const
  • continue
  • default
  • do
  • double
  • else
  • enum
  • extern
  • float
  • for
  • goto
  • if
  • int
  • long
  • register
  • return
  • short
  • signed
  • sizeof
  • static
  • struct
  • switch
  • typedef
  • union
  • unsigned
  • void
  • volatile
  • while

C99 ମାନକରେ ଯୋଡ଼ା ହୋଇଥିବା

  • _Bool
  • _Complex
  • _Imaginary
  • inline
  • restrict

C11 ମାନକରେ ଯୋଡ଼ା ହୋଇଥିବା

  • _Alignas
  • _Alignof
  • _Atomic
  • _Generic
  • _Noreturn
  • _Static_assert
  • _Thread_local

ଅପରେଟର

  • arithmetic: +, -, *, /, %
  • assignment: =
  • augmented assignment: +=, -=, *=, /=, %=, &=, |=, ^=, <<=, >>=
  • bitwise logic: ~, &, |, ^
  • bitwise shifts: <<, >>
  • boolean logic: !, &&, ||
  • conditional evaluation: ? :
  • equality testing: ==, !=
  • calling functions: ( )
  • increment and decrement: ++, --
  • member selection: ., ->
  • object size: sizeof
  • order relations: <, <=, >, >=
  • reference and dereference: &, *, [ ]
  • sequencing: ,
  • subexpression grouping: ( )
  • type conversion: (typename)

ଆଧାର

Tags:

ପ୍ରୋଗ୍ରାମିଂ ଭାଷା ସି ବ୍ୟାକରଣପ୍ରୋଗ୍ରାମିଂ ଭାଷା ସି ଆଧାରପ୍ରୋଗ୍ରାମିଂ ଭାଷା ସି ବାହାର ଲିଙ୍କପ୍ରୋଗ୍ରାମିଂ ଭାଷା ସି

🔥 Trending searches on Wiki ଓଡ଼ିଆ:

ମାଳଦ୍ଵୀପଅଷ୍ଟ୍ରେଲିଆଭୀମ ଭୋଇଭୂମିକମ୍ପସିପାହୀ ବିଦ୍ରୋହସରୋଜ ବଳତନ୍ଦୁର୍ଅଂଶୁଘାତକେନ୍ଦୁଝର ଜିଲ୍ଲାବନମାଳୀ ଦାସଭାଇ ଭାଇଗୋଲୋକ ବିହାରୀ ଧଳବିର୍ସା ମୁଣ୍ଡାହରେକୃଷ୍ଣ ମହତାବଏଲୋରା ଗୁମ୍ଫାଓଡ଼ିଶାର ଦଶହରାଜଗନ୍ନାଥ ମନ୍ଦିରତାରାତାରିଣୀ ମନ୍ଦିରଓଡ଼ିଆ ରାମାୟଣସର୍ବିଆପରିସଂଖ୍ୟାନବସନ୍ତ କୁମାରୀ ଦେବୀନିମୋନିଆପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଭାରତୀୟ ଆଇନରେ ବ୍ୟଭିଚାରପ୍ରଦୂଷଣଶ୍ରୀ ଅରବିନ୍ଦରାସାୟନିକ ମୌଳିକଭାରତଶାନ୍ତନୁ କୁମାର ଆଚାର୍ଯ୍ୟଓଡ଼ିଶାର ଜିଲ୍ଲାମାନଙ୍କର ତାଲିକାହରେ କୃଷ୍ଣମିଳିତ ଜାତିସଂଘ୧୯୭୮ତୃପ୍ତି ଦାସକନକ ମଞ୍ଜରୀ ମହାପାତ୍ରଏସିଆପରମାଣୁ କ୍ରମାଙ୍କ୨୬ ଅପ୍ରେଲଦେବାଶିଷ ପାଣିଗ୍ରାହୀସାଲବେଗସୀତାକାନ୍ତ ମହାପାତ୍ରଗୌରୀଶଙ୍କର ରାୟ୧୯୧୪ଆମାଜନ ନ‌ଦୀଅନ୍ଧତ୍ୱଓଡ଼ିଆ କାବ୍ୟ କବିତାଓଡ଼ିଆ ନାଟକନିତ୍ୟାନନ୍ଦ ମହାପାତ୍ରକାଳୀଚରଣ ପଟ୍ଟନାୟକଅର୍ଚ୍ଚନା (କବିତା ସଙ୍କଳନ)ପଣା ସଂକ୍ରାନ୍ତିଶ୍ରାଦ୍ଧwiki.phtmlଓଡ଼ିଆହରପ୍ରସାଦ ଦାସଜୟୀରାମ ସାମଲଓଡ଼ିଶା ବିଧାନ ସଭାପ୍ରୋଟାମିନ ସଲଫେଟସଉରା ଜନ‌ଜାତିକଳାହାଣ୍ଡି ଜିଲ୍ଲାରଜନୀ ରଞ୍ଜନଜାପାନୀ ଭାଷାମାଗୁଣି ଚରଣ କୁଅଁରପଖାଳ ଦିବସହସ୍ତମୈଥୁନକୌରବସୌଭାଗ୍ୟ କୁମାର ମିଶ୍ରଶ୍ରୀରୂପା ମିତ୍ର ଚୌଧୁରୀବିପିନ ବିହାରୀ ମିଶ୍ରବୌଦ୍ଧ ଧର୍ମ🡆 More