ସି ପ୍ରୋଗ୍ରାମିଂ ଭାଷା(C Programming Language) ଏକ ଉଚ୍ଚ ସ୍ତରିୟ ପ୍ରୋଗ୍ରାମିଂ ଭାଷା ଯାହାର ପ୍ରାଥମିକ ବିକାସ ଡେନିସ ରୀଚିଦ୍ୱାରା ୧୯୬୯ ଏବଂ ୧୯୭୩ ମଧ୍ୟରେ ବେଲ ପ୍ରୟଗଶାଳାରେ କରାଯାଇଥିଲା। ସି ପ୍ରୋଗ୍ରାମିଂ ଭାଷାର ରୁପରେଖା ଏପରି ଅଛି ଯାହା ଦ୍ୱାର ଏହାକୁ 'ଯନ୍ତ୍ର ଅନୁଦେଶ'(Machine Instruction) ସହିତ ଭାଲ ଭାବରେ ପ୍ରତିଚିତ୍ରଣ କରିହେବ ଏହି କାରଣରୁ ସିଷ୍ଟମ ସଫ୍ଟୱେର ଯେପରିକି 'ୟୁନିକ୍ସ ଅପରେଟିଙ୍ଗ ସିଷ୍ଟମକୁ'(UNIX Operating System) ଅତ୍ୟଧିକ ଭାବରେ ସି ପ୍ରୋଗ୍ରାମିଂ ଭାଷାରେ ଲେଖାଯାଇଛି।
ପାରାଡ଼ିଜିମ୍ | Imperative (procedural), structured |
---|---|
ପ୍ରଥମେ ଦେଖାଯାଇଥିଲା | ୧୯୭୨ |
ଡିଜାଇନ କରିଥିଲେ | ଡେନିସ୍ ରିଚେ |
ବିକାଶକ | ଡେନିସ୍ ରିଚେ & ବେଲ୍ ଲ୍ୟାବ୍ସ୍ (ତିଆରିକର୍ତା); ANSI X3J11 (ANSI C); ISO/IEC JTC1/SC22/WG14 (ISO C) |
ସ୍ଥାୟୀ ରିଲିଜ | C11 (December 2011) |
ଟାଇପିଂ ପଦ୍ଧତି | Static, weak, manifest, nominal |
ପ୍ରମୁଖ ବ୍ୟବହାର | GCC, Clang, Intel C, MSVC, Pelles C, Watcom C |
ଉପଭାଷା | Cyclone, Unified Parallel C, Split-C, Cilk, C* |
ଏହାକୁ ପ୍ରଭାବିତ କରିଛନ୍ତି | B (BCPL, CPL), ALGOL 68, Assembly, PL/I, FORTRAN |
ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତି | Numerous: AMPL, AWK, csh, C++, C--, C#, Objective-C, BitC, D, Go, Rust, Java, JavaScript, Limbo, LPC, Perl, PHP, Pike, Processing, Seed7, Verilog (HDL) |
ଅପେରେଟିଂ ସିଷ୍ଟମ | Cross-platform (multi-platform) |
ଫାଇଲ ଏକ୍ସଟେନ୍ସନ୍ | .ସି, .ଏଚ୍ |
|
ସି ପ୍ରୋଗ୍ରାମିଂ ଭାଷା ଏକ ବ୍ୟାପକ ଭାବରେ ବ୍ୟବହାର କରାଯାଉଥିବା ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷା। ସି ପ୍ରୋଗ୍ରାମିଂ ଭାଷାର ପ୍ରଭାବ ବିଭିନ୍ନ ନୁତନ ପ୍ରୋଗ୍ରାମିଂ ଭାଷା ଯେପରିକି ସି++(C++), ଜାଭା(Java), ସି#(C#), ପାଇଥନ୍(Python) ଏବଂ ପର୍ଲ୍(Perl) ଆଦି ଉପରେ ଦେଖାଯାଏ।
ମୂଳ ଲାଟିନ୍ ଅକ୍ଷର a
–z
A
–Z
0
–9
ଚିହ୍ନ : ! " # % & ' ( ) * + , - . / : ; < = > ? [ \ ] ^ _ { | } ~
Whitespace characters: space, horizontal tab, vertical tab, form feed, newline
ସି ପ୍ରୋଗ୍ରାମିଂ ଭାଷାରେ ଥିବା ସଂରକ୍ଷିତ ଶବ୍ଦଗୁଡ଼ିକ ଯାହାକୁ କିୱାର୍ଡ୍ ମଧ୍ୟ କୁହାଯାଏ, ତାକୁ ତାର ନିର୍ଧ୍ଧାରିତ କାମକୁ ଛାଡ଼ି ଦେଲେ ଅଲଗା କାମରେ ବ୍ୟବହାର କରାଯାଇପାରିବ ନାହିଁ |
C89 ମାନକରେ ସେଗୁଡ଼ିକ ହେଲା
auto
break
case
char
const
continue
default
do
double
else
enum
extern
float
for
goto
if
int
long
register
return
short
signed
sizeof
static
struct
switch
typedef
union
unsigned
void
volatile
while
C99 ମାନକରେ ଯୋଡ଼ା ହୋଇଥିବା
_Bool
_Complex
_Imaginary
inline
restrict
C11 ମାନକରେ ଯୋଡ଼ା ହୋଇଥିବା
_Alignas
_Alignof
_Atomic
_Generic
_Noreturn
_Static_assert
_Thread_local
+
, -
, *
, /
, %
=
+=
, -=
, *=
, /=
, %=
, &=
, |=
, ^=
, <<=
, >>=
~
, &
, |
, ^
<<
, >>
!
, &&
, ||
? :
==
, !=
( )
++
, --
.
, ->
sizeof
<
, <=
, >
, >=
&
, *
, [ ]
,
( )
(typename)
ସି (ପ୍ରୋଗ୍ରାମିଂ ଭାଷା) ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିପୋଥିରେ ପଢ଼ାବହିମାନ |
This article uses material from the Wikipedia ଓଡ଼ିଆ article ସି (ପ୍ରୋଗ୍ରାମିଂ ଭାଷା), which is released under the Creative Commons Attribution-ShareAlike 3.0 license ("CC BY-SA 3.0"); additional terms may apply (view authors). ଦର୍ଶାଯାଇନଥିଲେ ସମସ୍ତ ବିଷୟବସ୍ତୁ CC BY-SA 4.0 ରେ ଉପଲବ୍ଧ । Images, videos and audio are available under their respective licenses.
®Wikipedia is a registered trademark of the Wiki Foundation, Inc. Wiki ଓଡ଼ିଆ (DUHOCTRUNGQUOC.VN) is an independent company and has no affiliation with Wiki Foundation.